ଗର୍ଭବତୀ ମହିଳା ମାନଙ୍କ ସହ ଶା-ରୀ-ରିକ ସ-ମ୍ପ-ର୍କ ରଖିବା ଠିକ କି।

woman

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଦରକାରୀ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କ ପାଖରେ ମାନବ ଜୀବନର ଏକ ବଡ଼ ସତ୍ୟତା କହିବାକୁ ଯାଉଛୁ। ଆମ ଜୀବନରେ ବୈବାହିକ ଜୀବନ ବହୁତ କଟକଣାରେ ଭରା ହେଇଥାଏ। ଏହି ଜୀବନର ଅନେକ କଟକଣା ମାନଙ୍କ ଭିତରୁ ସହବାସ ମଧ୍ୟ ଏକ ବଡ଼ କଟକଣା ଅଟେ।

ସମୁଦ୍ର ଶାସ୍ତ୍ରରେ ଏହି ସମସ୍ତ କଟକଣା ଲିଖିତ ଅଛି। ସ୍ୱାମୀ ଆଉ ସ୍ତ୍ରୀଙ୍କର ସ-ହବା-ସ ସମ୍ବନ୍ଧରେ ଅନେକ କିଛି ଲିଖିତ ଅଛି ସମୁଦ୍ର ଶାସ୍ତ୍ରରେ। ଏହି ଠାରେ ଲିଖିତ ଅଛି କି କେଉଁ କେଉଁ ସମୟ ମାନଙ୍କରେ ସହବାସ କରିବା ଅନୁଚିତ ଅଟେ। ଆଉ କେଉଁ ସମୟ ମାନଙ୍କୁ ଅବଲମ୍ବନ କରିବା ଉଚିତ। ଏହିଠାରେ ସମ୍ପର୍କ ବାବଦରେ ଏହା ଲିଖିତ ଅଛି କି କେଉଁ କେଉଁ ଦିନ ମାନଙ୍କରେ ନିୟମାନୁଯାୟୀ ସମ୍ପର୍କ ସ୍ଥାପନ କଲେ ଆମକୁ ଉତ୍ତମ ଫଳ ମିଳିଥାଏ। ଆଉ ଗର୍ଭାବସ୍ଥା ସମୟରେ ସହବାସ କଲେ ଆମକୁ କି କି ଫଳ ମିଳିବ। ତାହା ବାବଦରେ ଆଜି ଆମେ ଜାଣିବା କି ସେଭଳି କଲେ ଆମ ଉପରେ କି ଫଳ ପଡିବ।

women

ଗ-ର୍ଭା-ବସ୍ଥାରେ ଏପରି କିଛି ନିବାରଣ ନିୟମ ନାହିଁ କି ଆମେ ଶା-ରୀ-ରିକ ସ-ମ୍ପ-ର୍କ ରଖି ପାରିବେ ନାହିଁ। ବାସ ଶରୀରର ଦର୍ଜ ଉପରେ ନିର୍ଭର କରିଥାଏ କାରଣ ଏହି ସମୟରେ ବହୁତ କିଛି ଘଟିଯାଏ ଯାହା କି ମହିଳା ମାନଙ୍କୁ ପ୍ରଭାବିତ କରେ। ଗ-ର୍ଭା-ବସ୍ଥାର ଦୁଇ କି ତିନି ମାସ ପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ କାରଣ ଏହି ସମୟରେ ଫୁଲ ସାମାନ୍ୟ ତଳକୁ ଖସି ଅସିଥାଏ ଆଉ ତାହା ମହିଳା ମାନଙ୍କୁ ବହୁତ ଦରଜ କରାଇ ଥାଏ। ଏହି ସମୟରେ ଯଦି ପେଟ ଦରଜ କରୁଥାଏ ତାହେଲେ ଆପଣଙ୍କୁ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଅନୁଚିତ କାରଣ ଏହା ମହିଳା ମାନଙ୍କୁ ବହୁତ କଷ୍ଟ ଦେଇଥାଏ।

କିଛି କିଛି ମହିଳା ମାନଙ୍କର ଶ୍ରାବ ବହୁତ ଜୋର ହୁଏ ତେଣୁ ସେମାନଙ୍କୁ ଶା-ରୀ-ରିକ ସ-ମ୍ପ-ର୍କ ରଖିବା ଠାରୁ ମନା କରା ଯାଇଥାଏ। ସେମାନଙ୍କର ବି ଜୋର କଷ୍ଟ ହୁଏ। ଆଉ ଯେଉଁ ମହିଳା ମାନଙ୍କର ପେଟର ତଳ ଭାଗ ସାମାନ୍ୟ ଫୁଲି ଯାଇଥାଏ ଆଉ ତାହା ଦରଜ କରାଇ ଥାଏ ସେମାନଙ୍କୁ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ଅଟେ। ଏହାଛଡା ଯଦି ଯୋନି ସାମାନ୍ୟ ଫୁଲିଯାଇ ଦରଜ କରୁଥାଏ ତାହେଲେ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ଅଟେ।

women

ଶାସ୍ତ୍ର ଅନୁସାରେ ଏପରି କିଛି ଦିନ ରହିଛି ଯେଉଁ ମାନଙ୍କରେ ଶା-ରୀ-ରିକ ସ-ମ୍ପ-ର୍କ ରଖିବା ଅନୁଚିତ ଅଟେ। ସେହି ଦିନ ଗୁଡିକ ହେଉଛି, ଅମାବାସ୍ୟା ଦିନ, ମହିଳା ମାନଙ୍କର ଋତୁସ୍ରାବର ପରର ପାଞ୍ଚ ଦିନ ଯାଏ ସମ୍ପର୍କ ରଖିବା ଅନୁଚିତ। ଦୀପାବଳି,ଦୁର୍ଗାପୂଜା ତଥା ମହା ଶିବରାତ୍ରି ଦିନ ମାନଙ୍କରେ ମଧ୍ୟ ଶା-ରୀ-ରିକ ସ-ମ୍ପ-ର୍କ ରଖିଲେ ତାହା ଅଶୁଭ ମାନା ଯାଇଥାଏ। ଏହା ହି କିଛି ନିୟମ ଯାହା କି ସ୍ୱାମୀ ସ୍ତ୍ରୀ ମାନଙ୍କୁ ଆପଣେଇବା ଦରକାର।

Leave a Reply

Your email address will not be published. Required fields are marked *