ଅନୁଭବ ମହାନ୍ତି ଙ୍କ ଭାଈ ଙ୍କ ସ୍ତ୍ରୀ କୁ ଦେଖିଲେ ଆପଣ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଭୁଲିଯିବେ , ଦେଖନ୍ତୁ କିଛି ଫୋଟ ।

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ର ମେଗା ଷ୍ଟାର ବା ବାଦସାହ ଅନୁଭବ ମହାନ୍ତି କୁ ଆପଣ ମାନେ ଚିହ୍ନି ଥିବେ । ତେବେ ଆମେ ଆଜି ଆପଣ ମାନଙ୍କୁ ତାଙ୍କ ବିଷୟ ରେ ଏବଂ ତାଙ୍କର ପରିବାର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଅନୁଭବ ମହାନ୍ତି ଓଲିଉଡ ରେ 2004 ରେ ପାଦ ଦେଇ ଥିଲେ ତାଙ୍କର ପ୍ରଥମ ଫିଲ୍ମ ଆଇଲଭ୍ ୟୁ ଥିଲା ଏବଂ ପରେ ସେ 2012 ରେ ବାଳୁଙ୍ଗା ଟୋକା ଫିଲ୍ମ କରି ଥିଲେ । ଜାହା ଏତେ ପରିମାଣ ରେ ହିଟ୍ ହୋଇ ଥିଲା କି ଜାହା ଓଲିଉଡ ର ସବୁ ରେକୋର୍ଡ କୁ ଭାଙ୍ଗୀ ଦେଇ ଥିଲା ।

Anubhav Mohanty

ଏହା ପରେ ପରେ ସେ ଓଡ଼ିଆ ଫିଲ୍ମ ସମଥିଙ୍ଗ ସମଥିଙ୍ଗ ରେ ବି ରେକୋର୍ଡ କରି ଥିଲେ । ଏବଂ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ ସବୁ କଳାକାର ଠାରୁ ଅଧିକ ଟଙ୍କା ନେଇ ଥାନ୍ତି । ସେ ଓଡ଼ିଶା ର ହାଇଏଷ୍ଟ ପେଡ୍ ଅଭିନେତା ରହିଛନ୍ତି । 2014 ରେ ଓଲିଉଡ କୁଇନ୍ ବର୍ଷା କୁ ସେ ବିବାହ କରି ଥିଲେ । ଏବଂ ସେ ବିବାହ କରିବା ପରେ ହିଁ ସେହି 2014 ରେ ହିଁ ସେ ପଲିଟିକ୍ସ ରେ ପ୍ରେବଶ କରି ଥିଲେ ।

ଏବଂ ବର୍ତମାନ ସମୟ ରେ ସେ କେନ୍ଦ୍ରାପଡା ରୁ ଇଲେକ୍ଟେଡ୍ ହୋଇଛନ୍ତି ଏବେ ସେ ସାଂଶଦ ପଦ ରେ ରହିଛନ୍ତି । ସେହି ପରି ପରିବାର ବିଷୟ ରେ କହିଲେ ତାଙ୍କର ବାପା ହେଲେ ଜଣେ ସାମାଦ୍ୱିକ , ଏବଂ ମାଆ ଜଣେ ଅଭିନେତ୍ରୀ ସେ ବଙ୍ଗଳା ରେ ଅଭିନୟ କରନ୍ତି । ଅନୁଭବ ଙ୍କ ଜଣେ ସାନ ଭାଈ ରହିଛି ଏବଂ ସେ ବର୍ତମାନ ସମୟ ରେ ବିବାହିତ ଅଟନ୍ତି । ଜାହାଙ୍କ ନାମ ହେଲେ ଅନୁପ୍ରାସ୍ ମହାନ୍ତି , ତାଙ୍କର ସ୍ତ୍ରୀ ଙ୍କ ନାମ ହେଲା ପ୍ରେରଣା ମହାନ୍ତି ।

anubhav

ମିଳି ଥିବା ଫୋଟ ଦେଖିବା ପାଇଁ ମିଳିଛି କି ପ୍ରରଣା ମହାନ୍ତି ଜା ବର୍ଷା ପ୍ରିୟଦର୍ଶନୀ ଙ୍କ ଠାରୁ ବି ଅଧିକ ସୁନ୍ଦରୀ ଜାହା ବିଷୟ ରେ ବର୍ଷା ନିଜେ ଏତ ଇଣ୍ଟର୍ଭ୍ୟୁ ରେ କହି ଥିଲେ । ପ୍ରେରଣା କେବେ ବି ଲୋକ ଲୋଚକ କୁ ଆସିବା ପାଇଁ ଚେଷ୍ଟା କରନ୍ତି ନାହିଁ । ଏହି ସବୁ ରୁ ସେ ସବୁ ବେଳେ ଦୂରେଇ ରୁହନ୍ତି । ତାଙ୍କର ଗୋଟିଏ ଝିଅ ରହିଛି ଜାହାକୁ ଆପଣ ମାନେ ସବୁ ସମୟ ରେ ଅନୁଭବ ମହାନ୍ତି ଙ୍କ ସହିତ ଇନଷ୍ଟାଗ୍ରାମ୍ ରେ ଦେଖିବା ପାଇଁ ପାଇ ଥିବେ ।

ଅନୁଭବ ପ୍ରରଣା ଙ୍କୁ ନିଜ ଭଉଣୀ ଙ୍କ ପରି ଦେଖନ୍ତି । ତାଙ୍କର ଝିଅ କୁ ବହୁତ ଅଧିକ ଭଲ ପାଆନ୍ତି । ବର୍ଷା ଏବଂ ପ୍ରେରଣା ମହାନ୍ତି ଙ୍କ ସହିତ ବି ବହୁତ ଭଲ ସଂମ୍ପର୍କ ରହି ଥିବାର ଦେଖିବା ପାଇଁ ମିଳେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *