ଯଦି ଆପଣ ବି ଏପରି ଗୋଡ଼ ମୁଦି ଲଗାଇବାରେ ଭୁଲ କରୁଛନ୍ତି ତାହେଲେ ଏହା ନିଶ୍ଚିତ ପଢନ୍ତୁ।

mudi

ଗୋଡ଼ରୁ ଆଅଅଁ ନିଜର ପୁରୁଣା ମୁଦି ଓଲ୍ହାଇବା ସମୟରେ ଏହି ଭୁଲ ଜମା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ସହ ଅନର୍ଥ ହେଇ ଯାଇପାରେ। ତେବେ ଆମେ ଆଜି ଆପଣଙ୍କୁ ଏକ ସତର୍କତା ଦେବାକୁ ଆସିଛୁ ଯାହା କି ଆପଣଙ୍କ ଜୀବନ ପାଇଁ ବହୁତ ଜରୁରୀ ହେଇ ଯାଇପାରେ। ଆସନ୍ତୁ ଜାଣିବା ଆମେ ଏହା କିପରି କାମ କରିଥାଏ।

ମହିଳା ମାନଙ୍କର ସୁହାଗ ସହ ଯୋଡ଼ା ସିନ୍ଦୁର, ସିଂଥି, ମଙ୍ଗଳସୁତ୍ର ତଥା ଗୋଡ଼ ମୁଦି ଇତ୍ୟାଦିର ମହତ୍ତ୍ୱ ତାଙ୍କ ଜୀବନରେ ଅନେକ ପ୍ରକାର ରହିଥାଏ। ଖାସ କରି ଗୋଡ଼ମୁଦିର ମହତ୍ତ୍ୱ ବହୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ସ୍ୱତନ୍ତ୍ର ଭାବରେ ଗୋଡ଼ ମୁଦି ବାବଦରେ ହିଁ କହିବାକୁ ଯାଉଛୁ। ଶାସ୍ତ୍ର ଅନୁସାରେ ଗୋଡ଼ ମୁଦିର ଅନେକ ମହତ୍ତ୍ୱ ରହିଛି। ଏହାକୁ ପିନ୍ଧିବା ଦ୍ୱାରା ମହିଳା ମାନଙ୍କ ଶରୀରରେ ଅନେକ ପ୍ରକାର ରୋଗ ଭଲ ହେଇ ଥାଏ ଆଉ ତାହା ସହ ଏହା ତାଙ୍କର ଭାଗ୍ୟ ଉପରେ ବି ବହୁତ ପ୍ରଭାବ ପକାଇ ଥାଏ।

mudi

ତେବେ ମହିଳା ମାନେ ଏହି ଗୋଡ଼ ମୁଦି ପିନ୍ଧିବା ଦ୍ୱାରା ତାଙ୍କ ସ୍ୱାମୀଙ୍କର ଭାଗ୍ୟ ପରିବର୍ତ୍ତନ ହେଇ ଯାଇଥାଏ। କିନ୍ତୁ ଅନେକ ମହିଳା ଏହି ଗୋଡ଼ ମୁଦି ଓଲ୍ହାଇବା ସମୟରେ ବହୁତ ପ୍ରକାରର ଭୁଲ କରି ଥାଆନ୍ତି ଯାହା କି ତାଙ୍କ ପରିବାର ସହ ତଥା ତାଙ୍କ ସ୍ବାମୀ ମାନଙ୍କର ଭାଗ୍ୟ ସହ ଅନର୍ଥ କରିଦେଇଥାଏ।

ତେବେ ତାହା କେଉଁ କେଉଁ ଭୁଲ ଆମେ ଆଜି ଜାଣିବା। ସେଥିପାଇଁ ଏହାକୁ ପିନ୍ଧିବା ସମୟରେ ତଥା ଓଲ୍ହାଇବା ସମୟରେ କିଛି ବିଶେଷ ତଥ୍ୟର ଧ୍ୟାନ ଦେବାକୁ ପଡିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ଉଭୟ ହିନ୍ଦୁ ତଥା ମୁସଲିମ ଗୋଡ଼ ମୁଦି ପିନ୍ଧି ଥାଆନ୍ତି ଆଉ ଏହା ତାଙ୍କ ପାଇଁ ବିଶେଷ ରୂପରେ ଯୋଗ୍ୟ ବିବେଚିତ ହେଇଥାଏ। ଆଜି ଆମେ ସେହି ମୁଦି ବାବଦରେ କିଛି ମହତ୍ତ୍ୱପୂର୍ଣ ତଥ୍ୟ ଜାଣିବାକୁ ଯାଉଛୁ।\

modi

ଶାସ୍ତ୍ର ଅନୁସାରେ ଯଦି ଆପଣ ବିବାହିତ ତେବେ ଆପଣଙ୍କୁ ଆପଣଙ୍କ ଗୋଡ଼ରେ ମୁଦି ପିନ୍ଧିବା ନିହାତି ଦରକାର। ଏହା ଆପଣଙ୍କ ଶରୀର ପାଇଁ ତଥା ଆପଣଙ୍କ ଭାଗ୍ୟ ପାଇଁ ବହୁତ ଜରୁରୀ ଅଟେ। ଆଉ ଯଦି ଆପଣ ଅବିବାହିତ ତେବେ ଆପଣଙ୍କୁ ଗୋଡ଼ରେ ମୁଦି ପିନ୍ଧିବା ଜମା ବି ଉଚିତ ନୁହଁ। ଏହାଦ୍ୱାରା ଆପଣଙ୍କୁ ଘୋର ପାପ ଲାଗିପାରେ। ତେବେ ଆପଣଙ୍କ ଗୋଡ଼ରୁ ପୁରୁଣା ମୁଦି ଓଲ୍ହାଇବା ସମୟରେ ତଥା ନୂଆ ମୁଦି ପିନ୍ଧିବା ସମୟରେ ଆପଣଙ୍କୁ ଅନେକ କିଛି କଥାର ଧ୍ୟାନ ଦେବାକୁ ପଡିପାରେ।

ନହେଲେ ଆପଣଙ୍କ ସ୍ୱାମୀଙ୍କ ଉପରେ ବଡ଼ ଅନର୍ଥ ହେଇପାରେ ଅଥବା ଆପଣଙ୍କ ଘର ଉପରେ ବଡ଼ ବିପଦ ପଡି ପାରେ। ଶାସ୍ତ୍ର ଅନୁସାରେ ଆପଣ ଯଦି ବିବାହିତ ତେବେ ଆପଣଙ୍କୁ ଆପଣଙ୍କ ଗୋଡ଼ରୁ ମୁଦି ଜମା ବି ବାହାର କରିବା ଉଚିତ ନୁହଁ ଆଉ ଯଦି ଆପଣ ଏହା କରୁଛନ୍ତି ତାହେଲେ ଆପଣଙ୍କୁ ତୁରନ୍ତ ନୂଆ ମୁଦି ପିନ୍ଧିଦେବା ଦରକାର ନହେଲେ ଆପଣଙ୍କ ଉପରେ ତଥା ଆପଣଙ୍କ ଘର ଉପରେ ଘୋର ବିପଦ ପଡିପାରେ। ତେଣୁ ଆପଣ ଧ୍ୟାନରତ ରୁହନ୍ତୁ।

Leave a Reply

Your email address will not be published. Required fields are marked *