ତୁମକୁ ହୃଦୟରୁ ଭଲ ପାଉଥିବା ପୁଅକୁ କିପରି ଚିହ୍ନିବେ?

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଝିଅ ମାନେ ସବୁ ସମୟ ରେ କୌଣସି ପୁଅ ମାନଙ୍କ ପ୍ରେମ ରେ ପଡିବା ପୂର୍ବ ରୁ ଏହି ବିଷୟ ରେ ପ୍ରଥମେ ଦେଖନ୍ତି କି ସେହି ପୁଅ କେତେ ହେଣ୍ଡସମ୍ ଏବଂ ତା ପାଖରେ କେତେ ଟଙ୍କା ରହିଛି । ଅଧିକାଶଁ ଝିଅ ମାନେ ଏହି ଭଳି ପୁଅ ମାନଙ୍କୁ ପ୍ରଥମେ ହିଁ ପସନ୍ଦ କରନ୍ତି ,

କେବେ ବି ମଣିଷ କାହାକୁ ବିବାହ କରିବା କଥା ଚିନ୍ତା କରେ ତେବେ ସେ ପ୍ରଥମେ ସେହି ମଣିଷ ର ଗୁଣ ବିଷୟ ରେ ମନରେ ଆଣେ ଏବଂ ସେ ପ୍ରଥମେ ସେ ତାର ସୁନ୍ଦରତା ଏବଂ ତାର ଷ୍ଟାଟସ୍ ଉପରେ ନଜର ଦିଏ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ତୁମକୁ ହୃଦୟରୁ ଭଲ ପାଉଥିବା ପୁଅକୁ କିପରି ଚିହ୍ନିବେ ଏହା ପାଇଁ କିଛି ପୟେଣ୍ଟ ରହିଛି ଯାହାର ପ୍ରୋୟଗ କରି ପାରିବେ ପ୍ରଥମେ , ଅଧିକାଶଂ ଝିଅ ମାନେ ପୁଅ ର ସୁନ୍ଦରତା କୁ ଦେଖି ତାଙ୍କୁ ପସନ୍ଦ କରନ୍ତି ।

love

ହେଲେ କିନ୍ତୁ ଆପଣ ମାନଙ୍କୁ କହିବୁ କି ଶାରୀରିକ ସୁନ୍ଦରତା ଏକ ମୋହ ଅଟେ ଯାହା ପାଖରେ ସଠିକ୍ ଗୁଣ ନ ଥାଏ ସେମାନେ ସଠିକ୍ ପାର୍ଟନର ହେବାର ଯୈଗ୍ୟ ନୁହଁନ୍ତି ।

ସେହି ପରି ଦୁଇ ରେ ଯଦି କହିବା ଯେଉଁ ଲୋକ ମାନେ ବହୁତ କେୟାରଂ ନେଚର ର ହୋଇ ଥାନ୍ତି ମାନେ ସବୁ ବେଳେ ଆପଣ ମାନଙ୍କ ଭାବନା କୁ କେୟାର କରିବା ସହିତ ଆପଣଙ୍କୁ ସବୁ ସମୟ ରେ ଭଲ ପାଇବା ଦେବ ସେହି ପରି ପୁଅ ଙ୍କୁ ହିଁ ପସନ୍ଦ କରନ୍ତୁ ।

loves

ଏମିତି ପୁଅ ମାନେ ସବୁ ବେଳେ ଆପଣ ମାନଙ୍କ କିଛି ବି ଅସୁବିଧା ହେଲେ ଆଗ ଆଗେଇ ଆସେ ଏବଂ ସେ ଆପଣଙ୍କ ପ୍ରତ୍ୟେକ କଥା କୁ ବହୁତ ଧ୍ୟନ ପୂର୍ବକ ପାଳନ କରିବା ସହିତ ରିଲେସନ ରେ ଟିକିଏ ବି ଆଞ୍ଚ ଆସିବା ପାଇଁ ଦିଏ ନାହିଁ । ସବୁ ବେଳେ ସେହି ପରି ପୁଅ ମାନଙ୍କୁ ଆପଣ ପସନ୍ଦ କରନ୍ତୁ ଦେଖିବେ ଆପଣ ମାନଙ୍କ ଜୀବନ ରେ କେବେ ବି ଦୁଖଃ କଷ୍ଟ ଆପଣ ମାନେ ପାଇବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *