ଗୋଟେ ଫିଲ୍ମ ପାଇଁ କେଉଁ ହିରୋ ନିଅନ୍ତି କେତେ ଟଙ୍କା , ଏ ନିଅନ୍ତି ସବୁଠୁ ଅଧିକ ଟଙ୍କା

heroo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଓଡିଆ ଫିଲ୍ମୀର ହିରୋ ମାନେ ଗୋଟିଏ ଫିଲ୍ମୀ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି । ଏହା ଜାଣିବେ ଯଦି ଆପଣ ମାନଙ୍କର ହସ୍ ଉଡିଜୀବ । ଆପଣ ମାନେ ନିଶ୍ଚିତ ଓଡିଆ ଫିଲ୍ମୀ ଦେଖୁଥିବେ ଓ ଆପଣ ମାନେ ଓଡିଆ କଳାକାର ଙ୍କ ବିସୟରେ ଜାଣିବା ପାଇଁ ଇଛୁକ ଥିବେ । ଅଧିକାଂସ ଏହା ଜାଣିବା କୁ ଚାହୁଁଥିବେ ଯେ ଆମର ଓଡିଆ ଫିଲ୍ମୀର ହିରୋ ମାନେ ଗୋଟିଏ ଫିଲ୍ମୀ କରିବାକୁ କେତେ ଟଙ୍କା ନେଇଥାନ୍ତି । ତେବେ ଆସନ୍ତୁ ଜାଣିବା କିଏ ଅଧିକ ଟଙ୍କା ନିଏ ।

sidhan

ପ୍ରଥମେ ସିନ୍ଧାନ୍ତ ମୁହାପାତ୍ର ସେ ପ୍ରଥମେ ଫିଲ୍ମୀ ସନ୍ଧାଜଳି ରେ ଓଡିଆ ଫିଲ୍ମୀରେ ପାଦ ଦେିଥିଲେ । ଏହା ଛଡା ସେ 2009 ରୁ 14 ପର୍ଯ୍ୟନ୍ତ ଲୋକ ସଭାର ମେମ୍ୱର ଥିଲେ । ସେ ଓଡିଆ ଫିଲ୍ମୀ ଜଗତରେ ନୂତନ ଯୁଗର ଆରମ୍ଭ କରିଥିଲେ । ତାଙ୍କର ଅନେକ ପ୍ରସସଙ୍ଗ ଅଛନ୍ତି । ତାଙ୍କୁ ଓଡିଶାର ନଂର 1 ସୁପର ଷ୍ଟାର କହିଲେ ତୃଟି ହେବ ନାହିଁ । ସେ 2010 ପର୍ଯ୍ୟନ୍ତ ଗୋଟିଏ ଫଲ୍ମୀ କରିବା ପାଇଁ 1 ରୁ 5 ଲକ୍ଷ୍ୟ ଟଙ୍କା ନେଉଥିଲେ । କିନ୍ତୁ ଏବେ ଗୋଟିଏ ଫିଲ୍ମୀ କରିବା ପାଇଁ 10 ରୁ 12 ଲକ୍ଷ୍ୟ ଟଙ୍କା ନେଉଛନ୍ତି ।

ଏହା ପରେ ଦୁଇରେ ସବ୍ୟସାଚି ମିଶ୍ର ସେ ଏମିତି ଜଣେ ଅଭିନେତା ଅଟନ୍ତି ଯିଏକି ଅଲିଉଡ୍ ରେ କାମ କରିବା ସହିତ ବେଙ୍ଗଲ ଫିଲ୍ମୀରେ କାମ କରି ସାରିଛନ୍ତି । ଏବଂ ଏହି କରୋନା ସମୟରେ ସେ ମଧ୍ୟ ସୁପର ହିରୋ ପାଲଟି ସାରିଛନ୍ତି । ଏବଂ ସେ ନିଜର ପ୍ରଥମ ଚଳତିତ୍ର ପାଗଳ ପ୍ରେମୀରୁ ଓଡିଆ ଫିଲ୍ମୀ ଜଗତରେ ପାଦ ଦେଇତିଲେ । ସେ ଗୋଟିଏ ଫିଲ୍ମୀ ପାଇଁ ପାଖା ପାଖି 12 ରୁ 14 ଲକ୍ଷ୍ୟ ଟଙ୍କା ନେଇଥାନ୍ତି ।

 

sabyasachi mishra

 

 

ଏହା ପରେ ଆମ ଲିଷ୍ଟ୍ ତିନି ନଂରେ ଆସୁଛନ୍ତି ଅରିନ୍ଦମ୍ ସେ ଏଭଳି ଜଣେ ଅଭିନେତା ଅନେକ ଫିଲ୍ମୀ କରି ସାରିଛନ୍ତି । ସେ 2006 ରେ ପ୍ରେମରୂତୁ ଆସିଲାରେ ଫିଲ୍ମୀରେ ଅଭିନୟ କରି ଓଡିଆ ଫିଲ୍ମୀ ଜଗତରେ ପାଦ ଦେଇଥିଲେ । ସେ ଗୋଟିଏ ଫିଲ୍ମୀରେ ଅଭିନୟ କରିବା ପାଇଁ 14 ରୁ 15 ଲକ୍ଷ୍ୟ ଟଙ୍କା ନେଇଥାନ୍ତି ।

ଏହା ପରେ ଚାରିରେ  ସ୍ୱରାଜ ସେ ବ୍ରତମାନ ସମୟରେ ନୂତନ ହିରୋ । ସେ ଏବେ ଗୋଟିଏ ଫିଲ୍ମୀ ପାଇଁ 10 ରୁ 12 ଲକ୍ଷ୍ୟ ଟଙ୍କା ନେଉଛନ୍ତି । ଏହା ପରେ ରହିଛନ୍ତି ଆପଣ ମାନଙ୍କର ଚକଲେଟ୍ ବଇ୍ ବାବୁସାନ୍ ମାହାନ୍ତି । ସେ ପ୍ରଥମେ 2009 ରେ ରୋମିଅ ଦା ଲଭର ବଇରୁ ନିଜର ଫିଲ୍ମୀ କେରିୟର କୁ ଆରମ୍ଭ କରିଥିଲେ । ସେ ବ୍ରତମାନ ଗୋଟିଏ ଫିଲ୍ମୀ ପାଇଁ ପାଖା ପାଖି 15 ରୁ 20 ଲକ୍ଷ୍ୟ ଟଙ୍କା ନେଇ ଥାନ୍ତି ।

ଏହା ପରେ ଅନୁଭବ ମାହାନ୍ତି । ସେ 2004 ରେ ପ୍ରଥମ ଫିଲ୍ମୀ ଆୟ ଲଭ ଭିଯୁ ରୁ ଆରମ୍ଭ କରିଥିଲେ । ସେ ଏବେ ଗୋଟିଏ ଫିଲ୍ମୀ କରିବା ପାଇଁ ପାଖା ପାଖି 22 ରୁ 25 ଲକ୍ଷ୍ୟ ଟଙ୍କା ନେଇଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *