ତୁମ ଗାଁ ର ଝିଅ ତୁମକୁ ଭଲ ପାଉଛି ବୋଲି କିପରି ଜାଣିବେ?

loves

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣଙ୍କ ସାହୀ ପଡିଶା ଏବଂ ଆଖ ପାଖରେ ବହୁତ ଝିଅ ମାନେ ରହିଛନ୍ତି ଆପଣ ମାନେ ଜାଣି ପାରନ୍ତି ନାହିଁ ସେମାନେ ପସନ୍ଦ କରନ୍ତି କି ନାହିଁ ହେଲେ ସେମିତି ବେଳେ ସେମାନେ ଅନ୍ୟ ଝିଅ ମାନଙ୍କୁ ଆପ୍ରୋଚ୍ କରି ଚାଲି ଥାନ୍ତି ସେମାନେ କେବେ ବି ଧ୍ୟନ ଦିଅନ୍ତୁ ନାହିଁ କି ସେମାନଙ୍କ ପଡିଶା ଘରେ ବି କେହି ଝିଅ ରହିଛି ବୋଲି ,

ସେମମିତି ରେ ଆମେ ଆପଣ ମାନଙ୍କୁ ଏମିତି କିଛି ସାଇନ୍ସ ବିଷୟ ଜଣେଇବୁ ଯେଉଁ ଥିରୁ ଆପଣ ମାନେ ସେମାନଙ୍କୁ ନୋଟିସ୍ କରି ପାରିବେ ଏବଂ ଆପଣ ମାନେ ସେମାନଙ୍କୁ ପ୍ରୋପଜ୍ ବି କରି ପାରିବେ ତେବେ ପ୍ରଥମ ସାଇନ୍ସ ଟି ହେଲା ଯେତେ ବେଳେ ବି ଝିଅ ମାନଙ୍କ ପାଖ ଦେଇ ଯାଏ ବା ଆପଣ ତାର ଘର ଦେଇ ଜାଆନ୍ତି ତେବେ ସେ ଚାହେଁ ।girl

ହେଲେ ଯେତେ ବେଳେ ତାର ପରିବାର ଲୋକ ମାନେ ଥାନ୍ତି ତେବେ ସେମିତି ବେଳେ ସେ ମୋଟେ ବି ଆପଣଙ୍କୁ ଅନାଇ ନ ଥାଏ ଏମିତି ହେବା ପଛର କରଣ ହେଲା ଝିଅ ସବୁ ବେଳେ ଚାହେଁ କି ଝିଅ ଆପଣଙ୍କୁ ଭଲ ପାଉଛି ବୋଲି ତାର ପରିବାର ଲୋକ ମାନେ ଜାଣନ୍ତୁ ବୋଲି ,

ସେହି ପରି ଦୁଇ ରେ ହେଲା ଆପଣଙ୍କ ବିରୋଧ ରେ ଗପିବା ବା ଚୁପ୍ ରହିବା ବହୁତ ସମୟ ରେ ଆପଣ ମାନଙ୍କ ଆଖ ପାଖ ବା ପଡିଶା ଘର ର ଝିଅ ମାନେ ଆପଣଙ୍କ ବିରୋଧ ରେ ଗପନ୍ତି ମାନେ ଆପଣଙ୍କର କାହା ସହିତ ଝଗଡା ହେଲା ବା କାହା ସହିତ ବ୍ରେକପ୍ ହେଲା ତେବେ ସେମିତି ବେଳେ ସେ ଆପଣଙ୍କ ବିରୋଧ ରେ ଗପନ୍ତି ହେଲେ ସେ ଅସଲ ରେ କେବେ ଆପଣଙ୍କ ବିରୋଧ ରେ ଗପିବା ପାଇଁ ଚାହେଁ ନାହିଁ ଯଦି ସେ ଏହି ଠାରେ ଆପଁଙ୍କୁ ଲାଇକ୍ କରୁ ଥିବ ତେବେ ସେ ଚାହେଁ କି ତାର ଘର ଲୋକ ମାନେ କେମିତି ସେହି କଥା କୁ ବୁଝି ନ ପାରନ୍ତୁ ବୋଲି ।

girls

ସେହି ପରି ତିନି ରେ ବନ୍ଧୁଗଣ ଆପଣଙ୍କ ପାଇଁ ସବୁ ବେଳେ ଆଭେଲେବୁଲ ରହିବା ଝିଅ ଆପଣ ଙ୍କ ପାଖରେ ରହୁଛି ବା ସେ ସବୁ ସମୟ ରେ ଆଭେଲେବୁଲ ରହିବ ତେବେ ଏଠାରେ ଯଦି ସେହି ଝିଅ ଆପଣଙ୍କୁ ପସନ୍ଦ କରୁ ଥିବ ତେବେ ସେ ନିଶ୍ଚିତ ଭାବେ ଆପମଙ୍କ ପାଇଁ ଆଭେଲେବୁଲ ରହିବ ସେହି ପରି ଆପଣଙ୍କ ପାଇଁ କେୟାର ଫୁଲ ରହିବା ଯଦି ଆପଣଙ୍କ ପାଇଁ ସେହି ଝିଅ ର ବେଶୀ ଭଲ ପାଇବା ଆସିଗଲା ତେବେ ସେ ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଁ କେୟାର ଫୁଲ ହୋଇ ଯାଏ ଏବଂ ପ୍ରତି କଥା ପଚାରି ବୁଝି ଥାଏ ତେବେ ସେ ଆପଣଙ୍କୁ ଲାଇକ୍ କରୁଛି ବୋଲି ଜାଣନ୍ତୁ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *