ଓଲିଉଡ ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ୟ। ଏମିତି କାନ୍ଦିଲେ କଣ ପାଇଁ

jhilk

ଆମେ ଆପଣଙ୍କ ପାଖରେ ବଲିଉଡ ତଥା ଓଲିଉଡର ବଡ଼ ପରଦାର ଅନେକ କାହାଣୀ ନେଇକି ଆସିଥାଉ। ପ୍ରତିଦିନର ବଡ଼ ବଡ଼ ଖବର ଆମେ ଆପଣଙ୍କ ସାମ୍ନାକୁ ନେଇକି ଆସୁଥାଉ ଆଉ ଏହା ଆପଣଙ୍କୁ ବହୁତ ପସଂଦ ବି ଆସେ। ଆଜି ଆମେ ଆପଣଙ୍କ ପାଖରେ ସେମିତି ଜଣେ ଓଲିଉଡ ଅଭିନେତ୍ରୀଙ୍କର କାହାଣୀ ନେଇକି ଆସୁଛୁ ଯାହାଙ୍କ ନାମ ଆପଣ ସବୁଆଡେ ଶୁଣିବାକୁ ପାଉଥିବେ। ଏହି ଅଭିନେତ୍ରୀ ଜଣକ ସାରା ଓଡ଼ିଶାର ଘରେ ଘରେ ଜଣାଶୁଣା ଅଟନ୍ତି। ଆଜି ଆମେ ଆପଣଙ୍କ ପାଖରେ ଝିଲିକଙ୍କର କଥା କହିବାକୁ ଯାଉଛୁ।

Jhilik Bhattacharya

ଯାହା ଦେଖା ଯାଉଛି କି ଝିଲିକ ଏକ ଭିଡିଓ ବନାଇଛନ୍ତି ଆଉ ତାହା ଭିତରେ ସେ ଘରେ ବସିଛନ୍ତି। ଘରେ ବସି ସେ ଏହି ଭିଡିଓ ଶୁଟ କରୁଛନ୍ତି ଆଉ ଜଣେ ରୋଗୀଙ୍କ ବାବଦରେ ସାହାଯ୍ୟର ହାତ ବଢ଼େଇବା କଥା କହୁଛନ୍ତି। ସେ ଜଣେ କୋଭିଡ ରୋଗୀଙ୍କର ସାହାଯ୍ୟ ପାଇଁ ତଥା ତାଙ୍କର ଚିକିତ୍ସା ପାଇଁ ଫଣ୍ଡ ବଢ଼େଇବା ପାଇଁ ଲୋକଙ୍କ ପାଖରେ କାମନା କରୁଛନ୍ତି। ତ ଆସନ୍ତୁ ଜାଣିବା କି ସେ ପ୍ରକୃତରେ କଣ କହୁଛନ୍ତି।

ଝିଲିକ କହିଲେ, ” ନମସ୍କାର! ମୁ ଆପଣଙ୍କର ଅତିପ୍ରିୟ ଝିଲିକ। ଆମେ ଆଜି ଆମ ଘର ମାନଙ୍କରେ ସୁରକ୍ଷିତ ଅଛୁ ଆଉ ତାହା ପାଇଁ ମୁଁ ଭଗବାନ ଜଗନାଥଙ୍କୁ ଧନ୍ୟବାଦ ଦେଉଛି ଆଉ ମୁଁ ଆପଣଙ୍କ ପାଖରେ ଏପରି ଜଣେ ସାଧାରଣ ଲୋକଙ୍କର କଥା ନେଇକି ଆସିଛି। ଯେପରିକି ଆମେ ଏଇ ବିଗତ କିଛି ଦିନ ମାନଙ୍କରେ ଜଣେ ବ୍ୟକ୍ତିଙ୍କର ଘଟଣା ଶୁଣିଲୁ ଯାହାଙ୍କର ନାଁ ହେଉଛି ଅଭିଜିତ ମହାପାତ୍ର ଆଉ ସେ କିପରି ନିଜର ଆଗାମୀ ଚିକିତ୍ସା ପାଇଁ କୋଲକାତା ଯାଉଛନ୍ତି ଆଉ ତାଙ୍କର ଏହି ତ୍ରିଟମେଂଟ ପାଇଁ ବହୁତ ପଇସା ଦରକାର। ତାହାପରେ ମୁ ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ସାହାଯ୍ୟର ହାତ ପାତୁ ଥିବାର ଦେଖିଲି ତ ମୋତେ ବହୁତ ଦୁଃଖ ହେଲା ଜଣେ ମନୁଷ୍ୟ ଭାବରେ।

Jhilik

ତେବେ ଏହା ଭିତରେ ମୁଁ ନିଜର ସାହାଯ୍ୟର ହାତ ବଢ଼େଇବା ପାଇଁ ଚାହେଁ। ତେଣୁ ମୁ ଏହି ଚେଷ୍ଟାରେ ସେହି ଭଉଣୀ ର ହାତ ଧରି ତାକୁ ନିଜର ପ୍ରଚେଷ୍ଟା ଅନୁସାରେ ଯେତେ ହେଇ ପାରିବ ମୁ ସହାୟତା କରିଛି। ସେପରି ହି କୁ ବି ଏହା ଚାହେଁ କି ଆପଣ ମାନେ ବି ଆପଣ ମାନଙ୍କ ସାମର୍ଥ୍ୟ ଅନୁସାରେ ତାଙ୍କ ପାଖକୁ କିଛି କିଛି ଦାନ କରନ୍ତୁ। ତାଙ୍କ ସ୍ବାମୀ ଆମ ହି ଓଡ଼ିଶାର ପିଲା ଆଉ ଆମରି ଜଗନ୍ନାଥ ଙ୍କର କୃପା ତାଙ୍କ ଉପରେ ଅଛି। ଆପଣ ଯଦି ଆପଣଙ୍କ ହୃଦୟ ଅନୁସାରେ ଟିକେ ଟିକେ ଦେଇ ପାରିବେ ଆଉ ତାହାରି ସହ ହି ଆପଣ ପ୍ରାଥନା କରିପାରିବେ କି ସେ ଜଲଦି ଆମ ଘରକୁ ଫେରି ଆସୁ ଆଉ ଘରେ ରହୁ ତାହେଲେ ଆପଣଙ୍କର ବହୁତ ଭଲ ହେବ ଆଉ ଆପଣ ବି ବହୁତ କଲ୍ୟାଣ ପାଇବେ।

ମୁ ସବୁବେଳେ ଏହା ବିଶ୍ୱାସ କରେ କି ଯଦି ଆମେ କାହାରି ପାଖରେ ଠିଆ ହେବା ତାହେଲେ ଭବିଷ୍ୟତରେ ଯେତେବେଳେ ଦରକାର ପଡିବ ତ ସେମାନେ ବି ଆମ ପାଖରେ ଠିଆ ହେବେ। ତେଣୁ ଯଦି ଆପଣଙ୍କ ପାଖରେ ଏହା ସୁଯୋଗ ମିଳୁଛି କାହାରି ସାହାଯ୍ୟ କରିବାର ତାହେଲେ ଆପଣ ନିଶ୍ଚୟ କରନ୍ତୁ। ଏହା ହିଁ କାମନା”

Leave a Reply

Your email address will not be published. Required fields are marked *