ଏହିସବୁ କାରଣ ପାଇଁ ବିବାହିତା ମହିଳାଙ୍କ ପଛ ରେ ଆକର୍ଷିତ ହେଇଥାନ୍ତି ପୁରୁଷ ମନେ

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବନ୍ଧୁଗଣ କିଛି ମହିଳା ରହିଛନ୍ତି ଯେଉଁ ମାନେ ନିଜ ସ୍ୱାମୀ ଙ୍କ ସହିତ ଅନ୍ୟ ଜଣଙ୍କ ସହିତ ସଂମ୍ପର୍କ ରଖୁଛନ୍ତି । ଏବଂ ବିବାହ ପରେ ଏହା ଏମିତି ଭାବେ ସଂମ୍ପର୍କ ରଖିବା କିଛି ନୂଆ କଥା ନୁହେଁ । ନାରୀ ବିବାହ କରି ସାରିବା ପରେ ବି ଆପଣ ମାନେ କେମିତା ତାଙ୍କ ସହିତ ପ୍ରେମ ସଂମ୍ପର୍କ ବନେଇବେ ସେହି ବିଷୟ ରେ ଆପଣ ମାନେ ଭାବୁ ଥିବେ ।

ତେବେ ପୁରୁଷ ମାନେ ଏହି ସବୁ ବିଷୟ ରେ ଜାଣି ବି କଣ ପାଇଁ ସେମାନେ ଏହାକୁ କରିବା ପାଇଁ ବାଧ୍ୟ ହୋଇ ଥାନ୍ତି । ଏହି ବିଷୟ ରେ ଆସନ୍ତୁ ଜାଣି ନେବା । ପ୍ରଥମେ କଥା ଟି ହେଲା ଅବିହିତା ନାରୀ ଙ୍କ ଠାରୁ ବିବାହିତ ନାରୀ ମାନେ ଆତ୍ମନିର୍ଭର ଶୀଳ ହୋଇ ଥାନ୍ତି । ସେହିଥି ପାଇଁ ପୁରୁଷ ମାନଙ୍କୁ କିଛି ଅଧିକ ଦାୟୁତ୍ୱ ନେବାକୁ ପଡେ ନାହିଁ । ସେହିଥି ପାଇଁ ବିବାହିତା ନାରୀ ମାନେ ସେମାନଙ୍କୁ ପସନ୍ଦ ଆସେ ।

bhabi

ସେହି ପରି ବେଳେ ଦୁଇ ରେ ନିର୍ଜ ଦୃଢ ଆତ୍ମବିଶ୍ୱାସ ପାଇଁ ମଧ୍ୟ ବିବାହିତ ନାରୀ ମାନେ ପୁରୁଷ ମାନଙ୍କ ମନ ନେଇ ପାରନ୍ତି । ତିନି ରେ ଏମାନେ ଟିକିଏ କେୟାରିଂ ହୋଇ ଥାନ୍ତି । ସେହି ସମୟ ରେ ସେମାନେ ସବୁ ବେଳେ କେୟାରଂ ପାର୍ଟନର ଚାହୁଁ ଥିବାରୁ ସେମାନେ ବିବାହିତ ନାରୀ ଙ୍କୁ ପସନ୍ଦ କରନ୍ତି ।

ସେମାନେ ନିଜର ଚେହେରା ର ଉଜ୍ୱଳତା ପାଇଁ ବି ହୋଇ ଥାଏ । ବିବାହ ପରେ ନାରୀ ମାନଙ୍କ ଚେହେରା ଆଗ ଅପେକ୍ଷା ଅଧିକ ଗ୍ଲୋ କରେ । ସେହିଥି ପାଇଁ ଏହା ଏକ ପୁରୁଷ କୁ ଆକର୍ଶିତ କରିବା ପାଇଁ ଜଥେଷ୍ଟ ହୋଇ ଥାଏ । ବିବାହିତା ନାରୀ ମାନେ ସାଧାରଣ ଭାବେ ମିଠା କଥା କହି ଥାନ୍ତି ।vhabi

ଏବଂ ସେମାନଙ୍କ ମିଠା କଥା ରେ ଫିଦା ହୋଇ ଜାଇ ଥାନ୍ତି ପୁରୁଷ ମାନେ । ସେହିଥି ପାଇଁ ବି ପୁରୁଷ ମାନଙ୍କୁ ସବୁ ସମୟ ରେ ଶାରୀରିକ ସଂମ୍ପର୍କ ପାଇଁ ବିବାହିତ ନାରୀ ମାନେ ପସନ୍ଧ ଆସନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *