ରାଶି ଅନୁସାରେ ଜାଣନ୍ତୁ ନିଜ ର ଲକୀ ନମ୍ବର ! କିପରି ଜାଣିବେ !

rasii

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ କ୍ଷେତ୍ର ରେ ଦେଖିବା ପାଇଁ ମିଳେ କି ସବୁ ଲୋକ ମାନଙ୍କର ଗୋଟିଏ ଗୋଟିଏ ଲକି ନମ୍ବର ରହି ଥାଏ । ସେ ଘର କିଣିବା ହେଉ ବା ଗାଡି ବା ମୋବାଇଲ ନମ୍ବର ହେଉ ଏହି ଲୋକି ନମ୍ବର ହିସାବ ରେ ହିଁ ବ୍ୟକ୍ତି ପ୍ରତ୍ୟେକ କାମ କରନ୍ତି । ତେବେ ଅନେକ ଲୋକ ମାନେ ନିଜର ଲୋକି ନମ୍ବର ଉପରେ ବହୁତ ଗୁରୁତ୍ୱ ଦେଇ ଥାନ୍ତି ।

peacock

କୌଣସି କାର୍ଯ୍ୟ କରିବା ପୂର୍ବ ରୁ ବା ନିଜର ଯାତ୍ରା ଆରମ୍ଭ କରିବା ପୂର୍ବ ରୁ ଏମାନେ ନିଜର ଲକି ନମ୍ବର ଅନୁସାରେ କାର୍ଯ୍ୟ କରି ଥାନ୍ତି । ସେହି ପରି ଜ୍ୟୋତିଷ ମାନଙ୍କ ମତ ରେ ଲୋକି ନମ୍ବର ଅନୁସାରେ କାର୍ଯ୍ୟ କରିଲେ ଆପଣ ମାନେ ବହୁତ ପରିମାଣ ରେ ସଫଳତା ପାଇବାର ଚାନ୍ସ ରହି ଥାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ଆଜି ନିଜ ନିଜ ରାଶି ଅନୁସାରେ ଆପଣ ମାନଙ୍କ ଲକି ନମ୍ବର କହିବା ପାଇଁ ଚାହିଁବୁ ଜାହାକୁ ଜାଣିବା ପରେ ଆପଣ ମାନେ ବି ନିଜ କାର୍ଯ୍ୟ କୁ ପ୍ଲାନିଂ କରି ପାରିବେ ।

ପ୍ରଥମେ ମେଷ ରାଶି ର ଲୋକି ନମ୍ବର ହେଲା 1 ବୃଷ ରାଶି ର ଲୋକି ନମ୍ବର ହେଲା 2,9,ଏବଂ 11 । ମିଥୁନ ରାଶି ର ଲୋକି ନମ୍ବର ହେଲା 13 । କର୍କଟ ରାଶି ର ଲୋକି ନମ୍ବର ହେଲା 10 ଏବଂ 7 । ସହିଂ ରାଶି ର ଲୋକି ନମ୍ବର ହେଲା 0 ଏବଂ 8 । କନ୍ୟା ରାଶି ର ଲୋକି ନମ୍ବର ହେଲା 3 ଏବଂ 5 । ସେହି ପରି ତୁଳା ରାଶି ର ଲୋକି ନମ୍ବର ହେଲା 4 ଏବଂ 6 ।

laxmi devi

ବିଛା ରାଶି ର ଲୋକି ନମ୍ବର ହେଲା 11 ଏବଂ 9 । ସେହି ପରି ଧନୁ ରାଶି ପାଇଁ ଲୋକି ନମ୍ବର ହେଲା 5 ଏବଂ 15 । ମକର ରାଶି ର ଲୋକ ମାନଙ୍କ ଲୋକି ନମ୍ବର ହେଲା 2 । କୁମ୍ଭ ରାଶି ରଶି ର ଲୋକ ନମ୍ବର ହେଲା 17 । ସେହି ପରି ବନ୍ଧୁଗଣ ମୀନ ରାଶି ର ଲୋକି ନମ୍ବର ହେଲା 7 ଏବଂ 21 ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *