ଜୀବନରେ ଥରେ ମାତ୍ର ଗାଈ ସହ କରନ୍ତୁ ଏହି ଉପାୟ।

ଆପଣମାନେ ଯଦି ଜୀବନରେ ସଫଳତା ପାଇବା ପାଇଁ ଚାହାନ୍ତି, ଟଙ୍କା ରୋଜଗାର କରିବା ପାଇଁ ଚାହାନ୍ତି ଅଥବା ଅଧିକ ରୁ ଅଧିକ ଧନୀ ହେବା ପାଇଁ ଚାହାନ୍ତି ତାହେଲେ ଆପଣ ଏହି ଖବର ନିଶ୍ଚୟ ପଢନ୍ତୁ। ଆଜି ଆମେ ଆପଣଙ୍କ ପାଖରେ ଏକ ମହତ୍ତ୍ୱପୂର୍ଣ କଥାବସ୍ତୁ ନେଇକି ଆସିଛୁ ଯାହା ଆପଣଙ୍କ ଜୀବନର ଭାବନା ପ୍ରକ୍ରିୟା ହି ବଦଳାଇ ଦେଇ ପାରେ। ଆଜି ଆମେ ଭଗବାନ ଶ୍ରୀକୃଷ୍ଣ ଙ୍କର କିଛି ନୀତି କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜୀବନରେ ସଫଳ ହେବା ପାଇଁ ସାହାଯ୍ୟ କରିବ। ତାହେଲେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆସନ୍ତୁ ଆରମ୍ଭ କରିବା।

krishan

ସଂସାରରେ ଏପରି ବ୍ୟକ୍ତି ଅଛନ୍ତି ଯିଏ କି କେବଳ ଆଉ କେବଳ ଟଙ୍କା ରୋଜଗାର କରିବା ତଥା ସଫଳତା ପାଇବା ପାଇଁ ଚେଷ୍ଟା କରନ୍ତି। ସେମାନେ ଅଧିକରୁ ଅଧିକ ପରିଶ୍ରମ କରନ୍ତି ଆଉ ସର୍ବଦା ଅର୍ଥ ରୋଜଗାର କରିବା ପାଇଁ ଚେଷ୍ଟା କରନ୍ତି। ମାତ୍ର ସେମାନଙ୍କୁ ସେମାନଙ୍କ ପରିଶ୍ରମ ଅନୁସାରେ ଆବଶ୍ୟକ ଅର୍ଥ ମିଳି ପାରେ ନାହିଁ ଆଉ ସେମାନେ ନିଜର ଆବଶ୍ୟକତା ପୂରଣ କରି ପାରନ୍ତି ନାହିଁ। ଏହା ହି କାରଣ କି ସେମାନେ ସର୍ବଦା ଗରିବ ହେଇ ହି ରହିଯାନ୍ତି। ଆର ପଟେ ଆଉ କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ କି କମ ପରିଶ୍ରମ କରନ୍ତି ମାତ୍ର ତାଙ୍କ ପାଖରେ ଧନର ଅଭାବ କେବେ ବି ଦେଖାଯାଏ ନାହିଁ। ସେମାନେ ସର୍ବଦା ନିଜର ଆବଶ୍ୟକତା ଠାରୁ ଅଧିକ ଟଙ୍କା ରୋଜଗାର କରନ୍ତି ଆଉ ଧନୀ ହେଇଯାଆନ୍ତି।

ଯଦି ଆପଣ ବି କମ ପରିଶ୍ରମ ଦ୍ୱାରା ଧନୀ ହେବାକୁ ଚାହାନ୍ତି ତାହେଲେ ଆପଣ ଶ୍ରୀକୃଷ୍ଣ ଙ୍କର ବର୍ଣ୍ଣିତ ଏହି ଉପାୟ ମାନଙ୍କୁ ଅନୁସରଣ କରନ୍ତୁ। ଏହାଦ୍ୱାରା ଆପଣଙ୍କର ପଥ କୁସୁମିତ ହେବ ଆଉ ଆପଣ ସଫଳତା ନିଶ୍ଚୟ ପାଇବେ। ଏହି ତଥ୍ୟ ଗରୁଡ଼ ପୁରାଣରେ ବି ବର୍ଣ୍ଣିତ ଅଛି।

cow

ଶ୍ରୀକୃଷ୍ଣଙ୍କର ବର୍ଣ୍ଣିତ ପ୍ରଥମ କଥାଟି ହେଉଛି କି ଯଦି ଆପଣ ଆପଣଙ୍କ ଘରର ଆଖ ପାଖରେ ଗାଈ ଦେଖୁଛନ୍ତି ତାହେଲେ ଆପଣ ତାଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଆପଣ ଗାଇଙ୍କୁ ଘରର ପ୍ରଥମ ରୁଟି ସକାଳେ ଖାଇବାକୁ ଦିଅନ୍ତୁ ଆଉ ତାଙ୍କର କଲ୍ୟାଣ ପ୍ରାପ୍ତ କରନ୍ତୁ। କାରଣ ହିନ୍ଦୁ ପୁରାଣ ଅନୁସାରେ ଗାଈ ଆମ ହିନ୍ଦୁ ମାନଙ୍କର ମା ସଦୃଶ ଅଟନ୍ତି ଆଉ ସେମାନଙ୍କ ଭିତରେ ସମସ୍ତ ପ୍ରକାରର ଦେବା ଦେବୀ ବାସ କରନ୍ତି। ତାଙ୍କର କଲ୍ୟାଣ ପ୍ରାପ୍ତ କଲେ ଆମେ ସବୁ କିଛି ପ୍ରାପ୍ତ କରି ପାରିବା। ହିନ୍ଦୁ ଧର୍ମରେ ଏହା ମଧ୍ୟ କୁହାଯାଏ କି ଗାଈ ଙ୍କର ସବୁ ଲୋମ ସବୁ ଦେବତା ସଦୃଶ ହେଇଥାଏ ଆଉ ତାଙ୍କର ସେବା ନିସ୍ୱାର୍ଥ ସହ କରିବା ଦ୍ୱାରା ଆମ ଉପରେ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହେଇଯାଏ।

ଦ୍ୱିତୀୟ କଥା ହେଉଛି କି ଯଦି ଆପଣଙ୍କ ଘର ଆଖ ପାଖରେ କୁକୁର ଅଛନ୍ତି ତାହେଲେ ଆପଣ ତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ କାରଣ କୁକୁର ମନୁଷ୍ୟ ମାନଙ୍କ ଠାରୁ ଅଧିକ ବିଶ୍ୱାସୀ ହେଇଥାଏ ଆଉ ସେମାନଙ୍କ କୃପା ଆମ ଜୀବନରେ ବହୁତ ଉନ୍ନତି କରେ।

Leave a Reply

Your email address will not be published. Required fields are marked *