ଧନକୁ ଚୁମ୍ବକ ପରି ଟାଣୁଥିବା ( ଗଛର ଚେର ) କରନ୍ତୁ ଏହି ଉପାୟ |

tre

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିବ୍ୟ ଚତ୍ମକାରି ଚେର ଧନକୁ ଚୁମ୍ବକ ପରି ଟାଣି ଆଣିଥାଏ , ଏହାର ବ୍ୟବହାର କିପରି ହୋଇଥାଏ ଚାଲନ୍ତୁ ଜାଣିବା । ବନ୍ଧୁଗଣ ଏହି ଦିବ୍ୟ ଏବଂ ଚତ୍ମକାରି ଗଛର ନାମ ହେଉଛି ମହାକାଳ ଲତା କୁହାଯାଏ କି ଏହି ଲତାର ଚେରକୁ ଭଗବାନ ମହାକାଳର ବିଶେଷ ବରଦାନ ରହିଛି ଏଥିପାଇ ଏହି ଲତାକୁ ମହାକାଳ କହାଯାଏ ।

mahakala

ଏବେ ଆସନ୍ତୁ ଜାଣିବା ଏହି ଚତ୍ମକାରି ଲତା ମହାକାଳ ବିଷୟ ରେ ଏହି ମହାକାଳ ଲତା ସମସ୍ତ ପ୍ରକାର ଗଛରେ ଲଟକି ଥାଏ , ଏହାର ଫଳ ଲାଲ ରଙ୍ଗର ହୋଇଥାଏ ଏବଂ ଗୋଲାକାର ହୋଇଥାଏ ଏବଂ ଅତ୍ୟନ୍ତ ସନ୍ଦର ହୋଇଥାଏ କିନ୍ତୁ ତାହାର ଭିତରେ କଳା ରଙ୍ଗର ସଷ ଏବଂ ମଞ୍ଜି ରହିଥାଏ ଯାହା ଫଳରେ କି ଏହା ଖାଦ୍ୟ ଯଗ୍ୟ ହୋଇ ନଥାଏ କିନ୍ତୁ ଏହି ଲତାର ଚେର ଅତ୍ୟନ୍ତ ଦିବ୍ୟ ଏବଂ ଚତ୍ମକାରି ହୋଇଥାଏ ।

ଏହି ମହାକାଳର ଚେରକୁ ରବି ପୁଷ୍ୟା ନକ୍ଷେତ୍ରରେ ଅର୍ଥାତ ରବିବାର ଦିନ ଯଦି ପୁଷ୍ୟା ନକ୍ଷେତ୍ର ପଡିଥାଏ ସେହି ଦିନ ବିଦୁପ୍ରବକ ପୂଜା କରି ଖଳି ଆଣିବାକୁ ପଡିଥାଏ ସେହି ମହାକାଳ ମୂଳକୁ ଆଣିବା ପରେ ତାହାକୁ ଗଙ୍ଗା ଜଳ ଏବଂ ଗାଈ କ୍ଷୀରରେ ଧୋଇ ଧୁପ ଦୀପ ଦ୍ୱାରା ପୂଜା କରିବେ ଏବଂ ମହାକାଳ ମନ୍ତ୍ର ସାତମାଳା ଯପ କରିବେ ତେବେ ଏହି ଚେର ସିଦ୍ଧି ହୋଇଥାଏ ।

chara

ଏହି ମହାକାଳ ମନ୍ତ୍ର ହେଉଛି ଓଁ ମହାକାଳ ମହାକାୟ, ମହାକାଳ ଜଗତ୍ପତେ ମହାକାଳ ମହାଯୋଗୀନଃ ମହାକାଳ ନମସ୍ତୁତେ ବନ୍ଧୁଗଣ ଏହି ମହାକାଳ ଚେରକୁ ନିଜ ପାଖରେ ରଖିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *