ଏହା ମଧ୍ୟରୁ ଆପଣ ବାଛନ୍ତୁ ଗୋଟିଏ ଚେହେରା ଏବଂ ଜାଣନ୍ତୁ ଏକ ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ କଥା ଜାଣନ୍ତୁ ।

Face

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆଜି ଯାଏ ନିଶ୍ଚିତ ଭାବେ ନିଜର ପର୍ସିନାଲ ଟେଷ୍ଟ ଦେଇ ସାରିଥିବେ । ଜାହା ଆପଣ ମାନଙ୍କ କେଉଁ କେଉଁ କଳ୍ପନା କଥା ସହିତ ସମନ୍ଧିତ ଥିଲା ତାହା ଆଜି ଆମେ ଆପଣ ମାନଙ୍କୁ ଏଠାରେ ଏକ ପରିକ୍ଷା ମାଧ୍ୟମ ରେ କହିବା ପାଇଁ ଚାହିଁବୁ । ଆମେ ଆପଣ ମାନଙ୍କୁ ଯେଉଁ ଚେହେରା ବିଷୟ ରେ କହବା ପାଇଁ ଜାଉଛୁ ତାହା ଆପଣ ମାନଙ୍କ ବାସ୍ତବିକ ଚେହେରା ସହିତ ଯୋଡିତ ରହିଛି। ତେବେ ଆମେ ଆପଣ ମାନଙ୍କ ସାମ୍ନା ରେ ସେମିତି କିଛି ଚେହେରା ରଖିବା ପାଇଁ ଜାଉଛି । ଯେଉଁ ଚେହେରା ଆପଣ ମାନଙ୍କୁ ଅଧିକ ଆକର୍ଷିତ ଲାଗୁଛି ଆପଣ ମାନେ ବାଛନ୍ତୁ ଏବଂ ପରେ ଜାଣନ୍ତୁ ରହସ୍ୟ ବିଷୟ ରେ ।

1. ଏହି ଚେହେରା ର ଲୋକ ମାନେ ନିଜର କାର୍ଯ୍ୟ କ୍ଷେତ୍ର ରେ ବହୁତ ସିରିଏସ୍ ଥାନ୍ତି । ଏମାନେ କାହା ଆଗରେ ସବୁ ବେଳେ ସିଧା କଥା କହିବାରେ ହିଁ ବିଶ୍ୱାସ କରନ୍ତି। ସେମାନଙ୍କ ସମୟ ଜ୍ଞ୍ୟନ ଅଧିକ ଥାଏ ସେମାନେ ବହୁତ ସମ୍ବେଦନ ଶୀଳ ହୋଇଥାନ୍ତି । ଏହି ଚେହେରା କୁ ଚୟନ କରିଥିବା ଲୋକ ମାନେ ଏମିତି ହୋଇଥାନ୍ତି ।

2. ସେହି ପରି ଦ୍ୱତୀୟ ଚେହେରା ବିଷୟ ରେ ମନବୈଜ୍ଞ୍ୟାନିକ ମାନଙ୍କ କହିବା କଥା ଅନୁସାରେ ଏହି ପରି ଲୋକ ମାନେ ବହୁତ ଶାନ୍ତ ସରଳ ହୋଇଥାନ୍ତି । ଏହି ପରି ଲୋକ ମାନେ ନିଜର ଭାବନା କୁ ନିଜର ନିୟନ୍ତ୍ରଣ ରେ ରଖିବା ପାଇଁ ସଫଳ ହୋଇଥାନ୍ତି । ନିଜର ମନ ର ଭାବନା କୁ କେବେ ବି ଏମାନେ ଅନ୍ୟ ଆଗରେ ପ୍ରକାଶ କରିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହି ଚେହେରା କୁ ପସନ୍ଦ କରିଥିବା ଲୋକ ମାନେ ଏମିତି ହୁଅନ୍ତି ।

3. ତୃତୀୟ ଚେହେରା ଜଣେ ଏମିତି ବ୍ୟକ୍ତି ଙ୍କର ଅଟେ ଯିଏ କି ବହୁତ ରୋମାଞ୍ଚକ ଏବଂ ସାହାସୀ ଅଟନ୍ତି। ଏମାନଙଅକ ବୃଦ୍ଧିମତା ବହୁତ ଉନ୍ନତ ଅଟେ । ଏମାନେ କୈଣସି କାମ କରିବା ପାଇଁ କିଛି କଥା କୁ ବାରମ୍ବାର ଭାବନ୍ତି ନାହିଁ ।
4. ସେହି ପରି ଚତୁର୍ଥ ଲୋକ ଜଣେ ସାହାରୀ ଏବଂ ରାଗି ବ୍ୟକ୍ତି ଙ୍କର ସେ ସବୁ ସମୟ ରେ ବହୁତ ଜିଦି କଥା କହିବାରେ ସଫଳ ଥାନ୍ତି । ହେଲେ ସେମାନେ ହୃଦୟ ମଧ୍ୟରୁ ବହୁତ ସମ୍ଭେଦନ ଶୀଳ ଅଟନ୍ତି । ଏହି ଚେହେରା କୁ ପସନ୍ଦ କି ଥିବା ଲୋକ ମାନେ ଏମିତି ହିଁ ହୋଇଥାନ୍ତି ।

5. ଏହି ପଞ୍ଚମ ଚେହେରା କୁ ପସନଦ କରିଥିବା ଲୋକ ମାନଙ୍କ ପାଖରେ ଧର୍ଯ୍ୟ ର ବହୁତ ଅଭାବ ଦେଖିବା ପାଇଁ ମିଳେ । ସେମାନଙ୍କ ସ୍ୱଭାବ ବହୁତ ଭଲ ଥାଏ ହେଲେ ସେମାନେ ବହୁତ ଜଲ୍ଦି ଏହାକୁ ପରିବର୍ତନ କରନ୍ତି । ଏମାନେ ସବୁ ସମୟ ରେ ସାମାଜିକ କାର୍ଯ୍ୟ ରେ ମନ ଦିଅନ୍ତି । ଜାହା ପରେ ଲୋକ ମାନେ ଏମାନଙ୍କୁ ବହୁତ ପସନ୍ଦ କରନ୍ତି ।

6. ଏହି ଅଣ୍ଡା କାର ଚେହେରା ବହୁତ ସମ୍ବେଦନଶୀଳ କୁ ସୁଚେଇ ଥାଏ ଏବଂ ଏମାନେ ଜିବନ ରେ ସବୁ ବେଳେ ସୁ କାର୍ଯ୍ୟ କରିବା ପାଇଁ ପ୍ରେରିତ ହୁଅନ୍ତି । ତେବେ ଷଷ୍ଟ ଚେହେରା ବାଛିଥିବା ଲୋକ ମାନେ ଏମିତି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *