ବାଛନ୍ତୁ ଗୋଟିଏ ନମ୍ବର ଆଉ ଜାଣନ୍ତୁ ଆପଣଙ୍କ ବାହାଘର କେମିତି ହେବ ।

marred

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଛନ୍ତୁ ଏହି ଥିରୁ କେବଳ ଗୋଟିଏ ନମ୍ବର ଏଭଂ ଜାଣନ୍ତୁ ଆପଣ ଙ୍କ ଭବିଷ୍ୟତ । ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି କିଛି କ୍ୱିଜ ଗେମ ନେଇକି ଆସିଛୁ ଯେଉଁ ଥିରେ ଆପଣ ମାନଙ୍କୁ ଆପଣ ମାନଙ୍କୁ କିଛି ନମ୍ବର ଦିଆଯିବ ଜାହାକୁ ବାଛି ଆପଣ ମାନେ ନିଜର ବିବାହ ଆରେଞ୍ ମ୍ୟରେଜ୍ ହେବ କି ଲଭ୍ ମ୍ୟରେଜ୍ ହେବ ସେହି ବିଷୟ ରେ ଜାଣି ପାରିବେ । ତେବେ ଏଠାରେ ଆପଣ ମାନଙ୍କୁ ଚୟନ କରିବା ପାଇଁ 5 ସେକେଣ୍ଡ ଦିଆଯିବ ଏହି ମଧ୍ୟରେ ଆପଣ ମାନେ ବାଛି ନିଅନ୍ତୁ ।

marriage

ଏଠାରେ ଆପଣ ମାନେ ଯଦି 1 ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କର ମସ୍ତି ରେ ପୂର୍ଣ୍ଣ ବିବାହ ହବେ ।
ସେହି ପରି ଆପଣ ମାନେ ଯଦି 2 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କର ଆରେନଜ ମ୍ୟାରେଜ ହେବ ।
ଯଦି ଆପଣ ମାନେ 3 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କର ଏକ ସାଧାରଣ ବିବାହ ହେବ।
ସେହି ପରି ଆପଣ ମାନେ ଯଦି 4 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କର ବର୍ଷା ବିବାହ ହେବ ।

ଯଦି ଆପଣ ମାନେ 5 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କର ଏକ ପ୍ରେମ ବିବାହ ହେବା ପାଇଁ ଜାଉଛି ।
ଯଦି ଆପଣ ମାନେ 6ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କର ଏକ ଗ୍ରାଣ୍ଡ ବିବାହ ହେବ ଏବଂ ବହୁତ ଖାସ୍।
ଏବେ ଆମେ ଜାଣିବା ନମ୍ବର 7 ବାଛିଥିବା ଲୋକନ୍କ ବାହାଘର ବିଷୟରେ।ଯଦି ଆପଣ ନମ୍ବର 7 ବାଛିଛନ୍ତି ତାହେଲେ ଉତ୍ତର ହେଉଛି ପ୍ରେମ ଆରେଞ୍ ।

marred

ସେହି ପରି ଆପଣ ମାନେ ଯଦି 8 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କର ଏକ ଚଳଚିତ୍ର ଷ୍ଟାଇଲ ବିବାହ ହେବ ।
ଏଠାରେ ଆପଣ ମାନେ ଯଦି 9 ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କର ସୁନ୍ଦର ଷ୍ଟାଇଲ ମ୍ୟାରେଜ। ହେବ ।
ଯଦି ଆପଣ ମାନେ 6ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କର ଏକ ରୋମାଣ୍ଟିକ ଷ୍ଟାଇଲ ବାହାଘର ହେବ ।

ଏବେକା ସମୟ ରେ ବିବାହ କରିବା ବହୁତ ସମସ୍ୟା ପୂର୍ଣ୍ଣ ହୋଇଥିବା ବେଳେ ଏବେ ଲୋକ ମାନେ ସଠି୍ ଭାବେ ଏନଜୟ ବି କରି ପାରୁ ନାହାଁନ୍ତି ସେମିତି ରେ ଆମେ ଆପଣ ମାନଙ୍କ ପାଇଁ କିଛି କଲେକ୍ସନ ନେଇ କରି ଆସିଛୁ ଜାହା ଆପଣ ମାନଙ୍କ ସାଙ୍ଗର ହେଉ କିମ୍ବା ଆପଣ ଙ୍କ ବିବାହ କେମିତି ହେବାର ସମ୍ଭାବନା ରହିଛି ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *