ପସନ୍ଦ କରନ୍ତୁ ଗୋଟିଏ ଫୁଲ – ଜାଣନ୍ତୁ କିଛି ଚମତ୍କାର କଥା |

flowers

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ତିନଟି ଫୁଲରୁ ବାଛନ୍ତୁ କୌଣସି ଗୋଟିଏ ଫୁଲ ଆଉ ଯାଣନ୍ତୁ ନିଜର ବ୍ୟକ୍ତିତ ଏବଂ ଭବିଶ୍ୱତ ବିଷୟ ରେ । ଯେଉଁ ପ୍ରକାରରେ ଏହିଁ ଦୁନିଆରେ ପ୍ରତେକ ବ୍ୟକ୍ତିଙ୍କର ମୁହଁ ଏବଂ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ୍ ସେହି ପ୍ରକାରରେ ପ୍ରତେକ ବ୍ୟକ୍ତିଙ୍କର ପସନ୍ଦ ବି ଅଲଗା ଅଲଗା ପ୍ରକାର ହୋଇଥାଏ । ଯେପରିକି କୌଣସି ବ୍ୟକ୍ତିଙ୍କୁ ଶାନ୍ତି ପସନ୍ଦ ହୋଇଥାଏ ତ କୌଣସି ବ୍ୟକ୍ତିଙ୍କୁ ଗହଳି ମଧ୍ୟରେ ରହିବା ପାଇଁ ପସନ୍ଦ ହୋଇଥାଏ । ସେହି ପ୍ରକାରରେ ରଙ୍ଗ ବିଷୟରେ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ ।

ଯେପରିକି କାହାକୁ ଲାଲି ରଙ୍ଗର ଗୋଲାପ ପସନ୍ଦ ତ କାହାକୁ ଧଳା ରଙ୍ଗର ଫୁଲ ପସନ୍ଦ ହୋଇଥାଏ । ଏହା ସତ ଯେ ରଙ୍ଗର ଅଭାବରୁ ବ୍ୟକ୍ତିର ଜୀବନ ଫିକା ହୋଇଯାଏ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଆପଣ ଏହି ରଙ୍ଗ ଦ୍ୱାରା ଆପଣ କୌଣସି ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣିପାରିବେ । ତେବେ ଆଜି ଆମେ ଆପଣଙ୍କୁ ତିନଟି ରଙ୍ଗର ଫୁଲ ଦେଖାଇବୁ ଏବଂ ଆପଣଙ୍କୁ ତାଙ୍କ ମଧ୍ୟରୁ କୌଣସି ଗୋଟିଏ ଫୁଲକୁ ବାଛିବାର ଅଛି । ରଙ୍ଗର ଆଧାରରେ ଏହି କଥାର ଉତ୍ତର ମିଳିଯିବ କି ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି । ତେବେ ଆସନ୍ତୁ ଏହି ବିଷୟରେ ଜାଣିବା ।

blue

ପ୍ରଥମେ ରହିଁଛି ନୀଳ ରଙ୍ଗର ଫୁଲ ଯେପରି ଆପଣ ଜାଣିଥିବେ କି ଏହି ରଙ୍ଗଟି ଅଧିକ ସୁନ୍ଦର ଦେଖାଯାଉଛି , ଏଥିପାଇଁ ଯଦି ଆପଣ ଏହି ରଙ୍ଗର ଫୁଲକୁ ବାଛୁଚନ୍ତି ତ ଏହାର ଅର୍ଥ ଏହା ଅଟେକି ଆପଣ ଏକ ଆସାବାଦି ଏବଂ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି । ଏବଂ ଆପଣ ଏକ ସୌଭିମାନି ବ୍ୟକ୍ତି ଅଟନ୍ତି କିନ୍ତୁ ହୋଇପାରେକି ଆପଣ କିଛି ସ୍ୱାର୍ଥି ହୋଇପାରନ୍ତି । କାହାରବି ସାହାଯ୍ୟ ନେବା ଆପଣଙ୍କୁ ପସନ୍ଦ ଲାଗିନଥାଏ ।

ଦିତୀୟରେ ହେଉଛି ଲାଲି , ଏହି ଲାଲି ରଙ୍ଗର ଫୁଲ ପ୍ରାୟତହ ଭଲ ପାଇବାର ପ୍ରତିକ ବୋଲି ବିଚାର କରାଯାଏ , ଯଦି ଆପଣ ଏହି ଫୁଲକୁ ବାଛିଚନ୍ତି ଏହାର ଅର୍ଥ ଏହା ଅଟେକି ଆପଣ ମେଳାବି ବ୍ୟକ୍ତି ଅଟନ୍ତି କାହା ସାଥିରେ ବି ଅତି ସହଜରେ ମିସି ଯାଇଥାନ୍ତି , କିନ୍ତୁ ଆପଣ ଅଳ୍ପ କୃଧି ପ୍ରକାରର ହୋଇପାରନ୍ତି । ଏବଂ ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ ଆପଣଙ୍କର ହୃଦୟ କମଳ ସଭାବର ହୋଇଥାଏ ।

red

ତୃତୀୟରେ ରହିଛି ହଳଦିଆ ଫୁଲ ଯଦି ଆପଣ ମାନେ ହଳଦିଆ ରଙ୍ଗର ଫୁଲକୁ ବାଛନ୍ତି ତ ହଳଦିଆ ରଙ୍ଗର ଫୁଲକୁ ଫ୍ରେଣ୍ଡସିପ୍ ର ପ୍ରତିକ ବୋଲି ମାନାଯାଏ । ଯଦି ଆପଣ ଏହି ରଙ୍ଗ ଫୁଲକୁ ବାଛୁଚନ୍ତି ଏହା ଅର୍ଥ ଏହା ଅଟେକି ଆପଣ ନିଜେବି ସର୍ବଦା ଖୁସିରେ ରହୁଛନ୍ତି ଏବଂ ଅନ୍ୟକୁ ବି ଖୁସିରେ ରଖୁଛନ୍ତି , ଏହା ବ୍ୟତିତ ଆପଣ ଅନ୍ୟକୁ ଗାଇଡ୍ କରିବାରେ ଏବଂ ତାଙ୍କର ସାହାଯ୍ୟ କରିବାରେ ଆନନ୍ଦ ଅନୁଭବ କରନ୍ତି । ଏପରିବି ହୋଇପାରେ କି ଆପଣ କାହାକୁ ସାହାଯ୍ୟ କରିବା ସମୟରେ ଏହା ଭୁଲିଯାନ୍ତି କି ସେ ଆପଣଙ୍କର ମିତ୍ର କି ଶତୃ କୌଣସି ବ୍ୟକ୍ତିକୁ ସାହାଯ୍ୟ କରିବାରେ ଆପଣ ସର୍ବଦା ଆଗରେ ରୁହନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *