ମାତ୍ର ଏହି କ୍ଲାସ ଜାଏ ପଢିଛନ୍ତି ବଲିଉଡର ଏହି ସବୁ ଫେମୋସ ହିରୋଇନ – ଆଲିଆତ ଦଶମ ଫେଲ

hiroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ ନିଜର ପ୍ରିୟ କଳାକାର ମାନଙ୍କ ର ଟିକି ନିକ୍ ଖବର ପାଇବା ପାଇଁ ଆପଣ ମାନେ ବି ଏକ୍ସସସାଇଟେଡ଼୍ ରହୁ ଥିବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ନିଜର ଫେବରେଟ୍ ଅଭିନେତା ବା ଅଭିନେତ୍ରୀ ଙ୍କ ପଢା ପଢି କୁ ନେଇ ବି ପ୍ରଶ୍ନ ରହିଥଥିବ । ତେବେ ଆମେ ଆଜି ଆପଣ ମାନଙ୍କୁ କେତେକ ହିରୋଇନ୍ ମାନଙ୍କ ପାଠ ପଢା କୁ ନେଇ ସଂମ୍ପର୍ଣ୍ଣ ତଥ୍ୟ ଦେବୁ କି ସେମାନେ କେତେ ଯାଏ ପଢିଛନ୍ତି ।

ତେବେ ଏଠାରେ ପ୍ରଥମେ ଯଦି କହିବା ତେବେ କୋରିନା କୋପର ଙ୍କ ବିଷୟ ରେ ବହୁତ କମ୍ ବୟସ ରୁ ହିଁ କୋରିନା ନିଜର ଗ୍ଲେମର ରେ ପ୍ରଭାବିତ କରିଛନ୍ତି । ଏବଂ କେବଳ 20 ବର୍ଷ ବୟସ ରୁ ହିଁ ସେ ଫିଲ୍ମ ରେ ଡେଭ୍ୟୁ କରି ଥିଲେ ଏବଂ ଆଜିର ଦିନ ରେ ସବୁ ଭାରତୀୟ ଲୋକ ଙ୍କ ହୃଦୟ ରେ ବସନ୍ତି ଏହି ଅଭିନେତ୍ରୀ ତେବେ ସେ ଦୁଇ ବର୍ଷ କମର୍ସ ଏବଂ ପରେ ଲୋ ର ପାଠପଢା କରି ଥିଲେ ହେଲେ ବଲିଉଡ ରେ ଆଗକୁ ଯିବା ପାଇଁ ପଠପଢା କୁ ଅଧା ରୁ ଛାଡିବା ପାଇଁ ପଡିଲା ।

karina

ସେହି ପରି ଭାବେ ଅୟସୁରିୟା ରାୟ ଙ୍କ ବିଷୟ ରେ କହିବା ତେବେ ସେ ଜଣେ କେଲେଜ୍ ଡ୍ରୋପ ଆଉଟ ଅଟନ୍ତି । ସେ ପ୍ରଥମେ ଜୟ ହିନ୍ଧ୍ କଲେଜ୍ ରେ ଆଡମିଶନ ନେଲା ପରେ ଆର୍କଟେକ୍ଚର ପାଇଁ ସେହି କଲେଜ୍ ବି ଛାଡି ଦେଲେ ହେଲେ ପରେ ତାଙ୍କୁ ବହୁତ ଫିଲ୍ମ ଏବଂ ମୋଡେଲିଂ ର ଅଫର ଆସିବା ଯୋଗୁଁ ସେ ଆଉ ପଢିଲେ ନାହିଁ ।

ସେହି ପରି ଦିପିକା ପାଦୁକୋନ ଙ୍କ କଥା କହିବା ତେବେ ସେ ଗ୍ରାଜୁୟସନ୍ ବି କରି ନାହାଁନ୍ତି । ସେହି ପରି ପ୍ରିୟଙ୍କା ଚୋପ୍ରା ଙ୍କ ବିଷୟ ରେ କହିବା ତେବେ ସେ ହଲିଉଡ ରେ ବି ବବର୍ତମାନ ସମୟ ରେ କାମ କରି ଥିବା ବେଳେ ନିଜର ଗ୍ରାଜଜୁୟସନନ୍ ବି ବର୍ତମାନ ସମୟ ରେ ପୂରଣ କରି ନାହାଁନ୍ତି । ସେହି ପରି ବର୍ତମାନ ସମୟ ରେ ବହୁତ ପପୁଲାର ଅଭିନେତ୍ରୀ ଆଲିଆ ଭଟ୍ଟ କେବଳ 12 ଯାଏ ହିଁ ପଢିଛନ୍ତି ।

aishwarya

ସେହି ପରି ଭାବେ କଙ୍ଗନ୍ନା ରଣାୱତ ଙ୍କ ବିଷୟ ରେ କହିବା ତେବେ ସେ 12 କ୍ଲାସ୍ ରେ ବି ଫେଲ୍ ହୋଇ ସାରି ଥିବା ବେଳେ ସୋନମ୍ କୋପୁର ବି ଗ୍ରାଜୁୟସନ୍ ପାଇଁ ଆଡମିଶନ ନେଇ ଥିଲେ ମଧ୍ୟ ଆଜି ଯାଏ କମ୍ପଲିଟ୍ କରି ପାରି ନାହାଁନ୍ତି । ଆପଣ ମାନଙ୍କୁ ଏମାନଙ୍କ କଥା ସୁଣି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁ ଥିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *