Breaking News: ରଜ ପରେ ରାଜ୍ୟ ରେ Unlock ପକ୍ରିୟା ଆରମ୍ଭ ହେବ , ଜାଣନ୍ତୁ କେଉଁ ଜିଲ୍ଲା ଆଗ ଖୋଲିବ ।

Unlock

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଓଡିଶା ରେ କରୋନା ସଂଙ୍କ୍ରମଣ ସଂଖ୍ୟା କମିବାରେ ଲାଗିଛି । ଏବେ ପଜେଟିଭ୍ ହାର 8.55 ପ୍ରତିଶତ ରହି ଥିବା ବେଳେ ସଂଙ୍କ୍ରମିତ ହାର 9.10 ପ୍ରତିଶତ ରହିଛି । ମେ 5 ତାରିଖ ରେ ଏହି ସଂଖ୍ୟା 21.45 ରହି ଥିବା ବେଳେ ଏହାର ହାର ରେ ବର୍ତମାନ ସମୟ ରେ କମି ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଏହି ପରି ଲକଡାଉନ୍ ରହିଲେ ଚଳିତ ମାସ ର 16 ତାରିଖ ବେଳକୁ 12 ଟି ଜିଲ୍ଲା ରେ ଏହା 0.ପ୍ରତିଶତ ରେ ପହଁଚିବାର ସମ୍ଭାବନା ରହିଛି ।

ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ଏହା 7.5 ପ୍ରତିଶତ ରହିବ ବୋଲି ସୂଚନା ରହିଛି । ଏବେ ଏହି ସବୁ କୁ ଦେଖି କରି ରାଜ୍ୟ ର 62 ପ୍ରତିଶତ ଭେଣ୍ଟିଲେଟର ଏବଂ 63 ପ୍ରତିଶତ ICU ବର୍ତ୍ତି ରହିଛି । ଏବଂ ଏହା ସହିତ 11 ଟି ଜିଲ୍ଲା ରେଡ୍ ଜୋନ୍ ରେ ଥିବା ବେଳେ 9 ଜିଲ୍ଲା ଗ୍ରୀନ୍ ଜୋନ୍ ରେ ରହି ଥିବାର ଦେଖିବା ପାଇଁ ମିଳିଛି ।

ସେହିପରି 10 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହି ପରି ସ୍ଥିତି କୁ ଦେଖି କରି ରଜ ପରେ ପରେ ରାଜ୍ୟ ସରକାର ଙ୍କ ପକ୍ଷ୍ୟ ରୁ ଆନଲକ୍ ର ପକ୍ରିଆ ଆରମ୍ଭ ହେବ ବୋଲି ଅନୁମାନ କରାଜାଉଛି । ହେଲେ ବର୍ତମାନ ସମୟ ରେ ମୃତ୍ୟୁ ର ସଂଖ୍ୟା ର ହାର ରେ ବୃଦ୍ଧି ହେଉ ଥିବା ବେଳେ ଏହାକୁ ନେଇ ସୋଚନିୟ ପରିସ୍ଥିତି ସୃଷ୍ଟି ହୋଇ ଥିବାର ଦେଖିବା ପାଇଁ ମିଳିଛି ଦେଶ ରେ , ମାତ୍ର ଓଡିଶା ରେ ଏହାର ହାର କମିବା ପରେ ପରେ ସରକାର ଆନଲକ୍ କୁ ଆରମ୍ଭ କରିପାରନ୍ତି ବୋଲି ଆଲୋଚନା ହୋଇଛି ।

lock

ହେଲେ ବର୍ତମାନ ସମୟ ରେ ବି ଯେଉଁ ସ୍ଥାନ ରେ ସଂଙ୍କ୍ରମଣ ବଢିବାରେ ଲାଗିଛି ସେହି ଜିଲ୍ଲା ମାନଙ୍କରେ ଏହାକୁ କୋହଳ କରାଯିବ ନାହିଁ । ହେଲେ କମିଥିବା ସ୍ଥାନ ମାନଙ୍କରେ ଏହାକୁ ବହୁତ ଜଲ୍ଦି ହଟେଇ ଦିଆଜାଇ ପାରେ ଲକଡାଉନ୍ , ତେବେ ଏହି ସବୁ ରଜ ସଂଙ୍କ୍ରାନ୍ତି କୁ ଦୃଷ୍ଟି ରେ ରଖି କରା ଜାଉ ଥିବାର ସୂଚନା ରହିଛି । ବର୍ତମାନ ସମୟ ରେ ସବୁ ଜିଲ୍ଲା ର ପଜେଟିଭ୍ ହାର 5 ପ୍ରତିଶଥ ତଳେ ରହିଛି ।

ଜୀଜପୁର ରେ ସର୍ବାଧିକ 22.2 ପ୍ରତିଶତ ଦେବଗଡ ରେ 1.6 ପ୍ରତିଶତ , ଏହା ସହିତ 7 ଟି ଜିଲ୍ଲା , ଭଦ୍ରକ ,ଢେଙ୍କାନାଳ , ଜଗତସିହଂ ପୁର , ଖୋର୍ଦ୍ଧା ନୟାଗଡ , ପୁରୀ , ନବରଙ୍ଗ ପୁର , ରେ ପଜେଟିଭ୍ ସଂଖ୍ୟା 12 ପ୍ରତିଶତ ରହି ଥିବା ଦେଖିବା ପାଇଁ ମିଳିଛି । ଜାହାକି ବର୍ତମାନ ସମୟ ରେ ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଚେଲେଞ୍ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *