ସାବଧାନ। ବିପଦ ଏଯାଏ ଟଳି ନାହିଁ କାରଣ ମାଡି ଆସୁଛି କରୋନାର ତୃତୀୟ ଲହରୀ।

ଆମ ଦେଶରେ ତଥା ସାରା ଦୁନିଆରେ ଏବେ କୋଭିଡର ପରିସ୍ଥିତି ଜୋର ମାତ୍ରାରେ ଚାଲିଛି ଆଉ ଏପରି ସମୟରେ ଆମେ ସମସ୍ତେ କୋଭିଡର ଦ୍ୱିତୀୟ ଲହରୀ ସହ ବହୁତ ମାତ୍ରାରେ ମୁକାବିଲା କରିବାରେ ଲାଗିଛୁ। ଏପରି ସମୟରେ କରୋନାର ତୃତୀୟ ଲହରୀ ମଧ୍ୟ ଆସି ପାରେ ବୋଲି ସାରା ଦେଶର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସେହି ବିଶେଷଜ୍ଞ ମାନେ କହୁଛନ୍ତି।

ମହାରାଷ୍ଟ୍ରରେ ଦ୍ୱିତୀତ ଲହରୀ ଦ୍ୱାରା ଅନେକ କ୍ଷୟ କ୍ଷତି ହେଇ ଯାଇଛି ଆଉ ସେମାନଙ୍କର ଅବସ୍ଥା ଏବେ ଟିକେ ଟିକେ ସୁଧୁରୀ ଯାଇଥିବା ସମୟରେ ତୃତୀୟ ଲହରୀରେ ବି ଅଧିକ କ୍ଷୟ କ୍ଷତି ହେଇ ପାରେ। କରୋନା ଏବେ ପୁଣି ତାର କାୟା ବିସ୍ତାର କରି ପାରେ ବୋଲି ଅନେକ ବିଶେଷଜ୍ଞ ମାନଙ୍କର ମତାମତ ରହିଛି। ତେବେ ଆଉ ମାତ୍ର ଦୁଇ କି ତିନି ସପ୍ତାହ ଭିତରେ ହି କୋଭିଡ଼ର ତୃତୀୟ ଲହରୀ ଆମ ଭିତରେ ଆସି ଯାଇ ପାରେ।

corona

ଏହାର ପ୍ରଭାବ ଯୁବକ ତଥା ଶିଶୁ ମନଙ୍କ ଉପରେ ବେସି ହେବ ନାହିଁ ବୋଲି ବିଶେଷଜ୍ଞ ମାନକ୍କର ମତାମତ ରହିଛି। ଶିଶୁ ତଥା ଯୁବକ ଆଉ ମଧ୍ୟମ ବୟସ୍କ ବ୍ୟକ୍ତି ମାନେ ଏହି ଦ୍ୱିତୀୟ ଲହରୀ ଭିତରେ ହି ଅନେକ ମାତ୍ରାରେ ପ୍ରଭାବିତ ହେଇ ଯାଇଥିଲେ। ଏହାପରେ ତାଙ୍କ ଭିତରେ ଆଣ୍ଟି ବଡୀ ପ୍ରସ୍ତିତ ହେଇ ସରିଛି। ତେଣୁ ତାଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିବ ନାହିଁ।

ଏହି ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଠାରୁ ବି ଦୁଇ ଗୁଣ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶଙ୍କା କରା ଯାଉଛି। ଏବେ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଆଉ ଏଠାରେ ସଂକ୍ରମଣ କମୁଥିବାରୁ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ପ୍ରଚେଷ୍ଟା ଚଳାଇ ଛନ୍ତି। ଏହା ସହିତ ସରକାର ତୃତୀୟ ଲହରୀ ପାଇଁ ଜୋର ମାତ୍ରାରେ ପ୍ରସ୍ତୁତି ଚଳାଇଛନ୍ତି। ଏହାର ଖବର ଦେଶର ଗଣମାଧ୍ୟମ ରେ ପ୍ରକାଶ କରା ଯାଇଛି।

corona

କରୋନାର ଏହି ଭୟଙ୍କର ତୃତୀୟ ଲହରୀରେ ଶିଶୁ ମାନେ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା କରା ଯାଉଛି ଆଉ ଏହା ଭିତରେ ତାଙ୍କର ସୁରକ୍ଷା ପାଇଁ ତାଙ୍କର ବହୁଳ ଚିକିତ୍ସା କରାଯିବା ନେଇ ସୁରକ୍ଷିତ ଗାଇଡ଼ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଏନେଇ ଜାତୀୟ ସ୍ୱାସ୍ଥ୍ୟ ଗଣ ମାଧ୍ୟମର ଡିରେକ୍ଟରେଟ ଜେନେରାଲ ଅଫ ହେଲଥ ସର୍ଭିସ ଦ୍ୱାରା କିଛି ଗାଇଡ଼ଲାଇନ ଜାରି କରା ଯାଇଥିବା କଥା କୁହା ଯାଇଛି। ଏହା ଭିତରେ କୁହା ଯାଇଛି କି ଲକ୍ଷଣ ହୀନ ତଥା କମ ସଂକ୍ରମଣ କ୍ଷେତ୍ରରେ ଷ୍ଟେରୋଏଡ଼ ବ୍ୟବହାର କରିବା ଅନୁଚିତ ଆଉ ଏହା ବ୍ୟତୀତ ନିଜେ କିଛି ଔଷଧ କିଣି ଖାଇବା ପାଇଁ ସମ୍ପୂର୍ଣ ରୂପେ ବାରଣ କରା ଯାଇଛି।

ଦେଖି ଚାହିଁ ହି ଆମକୁ ଚିକିତ୍ସା କରିବା ଉଚିତ। ଶିଶୁ ମାନଙ୍କ କ୍ଷେତ୍ରରେ ରିମେଡି ସିଭର ବ୍ୟବହାର କରିବା ପାଇଁ ମନା କରା ଯାଇଛିମ କେବଳ ପରାମର୍ଶ ନେଇ ଦେଖି ଚାହିଁ ଏହାର ସବୁ ଇନଫରମେସନ ନେଇ ହି ତାହାର ବ୍ୟବହାର କରିବା ପାଇଁ ଗାଇଡ଼ଲାଇନ ରେ କୁହା ଯାଇଛି । ୧୨ ବର୍ଷରୁ ଅଧିକ ପିଲା ମାନଙ୍କ କ୍ଷେତ୍ରରେ ବାପା ମାଙ୍କର ଅବସ୍ଥିତିରେ ହି ୬ ମିନିଟର ୱାକ ଟେଷ୍ଟ କରିବା ପାଇଁ କୁହା ଯାଇଛି।

Leave a Reply

Your email address will not be published. Required fields are marked *