ବର୍ଷା ପ୍ରିୟଦର୍ଶିନୀ କହିଲେ ତାଙ୍କ ଦ୍ୱିତୀୟ ବିବାହ ବାବଦରେ। କଣ ସତରେ ପୁଣି ବାହା ହେଉଛନ୍ତି ବର୍ଷା ।

brasha

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଜଣେ ବିଶିଷ୍ଟ ଅଭିନେତା ତଥା ତାଙ୍କର ପତ୍ନୀ ଯିଏ କି ଜଣେ ବିଶିଷ୍ଟ ଅଭିନେତ୍ରୀ ଅଟନ୍ତି ତାଙ୍କ ବାବଦରେ କହିବାକୁ ଯାଉଛୁ। ଆଜ୍ଞା ହଁ ଆଜି ଆମେ କହିବାକୁ ଯାଉଛୁ ଅନୁଭବ ମହାନ୍ତି ଆଉ ତାଙ୍କ ପତ୍ନୀ ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କ ବାବଦରେ। ତେବେ ଆସନ୍ତୁ ଆରମ୍ଭ କରିବା।

brasha

ବର୍ଷା ଆଉ ଅନୁଭବ ମହାନ୍ତିଙ୍କର ସମ୍ପର୍କର ତିକ୍ତତା ଆଜି ବି ପାଗି ରହିଛି। ସେମାନଙ୍କ ପାରିବାରିକ ଝଗଡା ଏଯାଏ ସମାଧାନ ହେଇ ପାରି ନାହିଁ। ଚାରି ଆଡ଼େ ଖାଲି ଗୋଟେ ହି କଥା କି ବର୍ଷା ପ୍ରିୟଦର୍ଶିନୀ କୁଆଡେ ଦ୍ୱିତୀୟ ବିବାହ କରିବେ। ତେବେ ଏହା କେବଳ ଯେ ଲୋକମାନେ ତାଙ୍କ କଥା ଅନୁସାରେ କହୁଛନ୍ତି ତାହା ନୁହଁ ବରଂ ଏହା ବର୍ଷା ନିଜେ ତାଙ୍କ ଗଣମାଧ୍ୟମ ଦ୍ୱାରା ପ୍ରକାଶ କରିଛନ୍ତି। ତେବେ କଣ ରହିଛି ଏହା ବାବଦରେ ବଡ଼ ଖବର ତାହା ଆମେ ଆଜି ଜାଣିବା।

ତେବେ ଯେପରିକି ଆପଣ ଜାଣିଥିବେ କି ଅନୁଭବ ଆଉ ବର୍ଷାଙ୍କ ଭିତରେ ଥିବା ତିକ୍ତତାକୁ ଆଜି ପ୍ରାୟ ୮ ମାସ ପୁରୀ ଯାଇଛି ଆଉ ଏଜାଏ ସେହି କଳହ ମେଂଟି ନାହିଁ। ତେବେ ସୋସିଆଲ ମିଡିଆରେ ବର୍ଷାଙ୍କର ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାରି ଆଡ଼େ ତାଙ୍କର କହିବା କଥା କି ବର୍ଷା ହୁଏତ ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହା ଉପରେ ବର୍ଷା ପ୍ରିୟଦର୍ଶିନୀ କଣ କହିଛନ୍ତି ତାହା ବି ଆମକୁ ଦେଖିବାକୁ ହେବ।

brasha

ତେବେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ସେ କହିଲେ, ” ଏହା ସମ୍ପୂର୍ଣ ରୂପେ ମାନଗଢା କାହାଣୀ ଅଟେ। ମୁ ଏହା ବାବଦରେ ଚିନ୍ତା ବି କରିନାହିଁ। ମୁ ଦ୍ୱିତୀୟ ବିବାହ ସମ୍ପର୍କରେ ଭାବି ହି ନାହିଁ। ମୁ ଯାହାଙ୍କ ସହ ବିବାହ କରିଛି ତାଙ୍କରି ସହ ଜୀବନ ତମାମ ରହିବାକୁ ଚାହେଁ। ଆମ ଭିତରେ ବାସ କିଛି କଳହ ଅଛି ଯାହା କି ଆଗକୁ ସମାଧାନ ହେଇ ଯାଇ ପାରେ। ମୁ ଦ୍ୱିତୀୟ ବିବାହ ସମ୍ପର୍କରେ ଚିନ୍ତା ବି କରିନାହିଁ କି ଆଗକୁ କେବେ ଚିନ୍ତା କରିବି ତାହା ଜାଣିନାହିଁ।” ଏଇଆ କହି ନିଜର ମନ୍ତବ୍ୟ ରଖିଛନ୍ତି ବର୍ଷା।

ଆପଣ ଏବେ ଦେଖିବେ ତ ଅନୁଭବ ଆଉ ବର୍ଷାଙ୍କର ଘରୋଇ ଝଗଡା ଆଉ ଏକ ନୂଆ ମୋଡ଼ ନେଇଛି। ଏହା କେବେ ସମାଧାନ ହେବ ଜଣା ନାହିଁ। କେହି ଜାଣି ନାହାନ୍ତି ଆଉ କି ମୋଡ଼ ନେବ ତାଙ୍କର ସମ୍ପର୍କର ତିକ୍ତତା।

Leave a Reply

Your email address will not be published. Required fields are marked *