ଓଡ଼ିଆ ହିରୋଇନ ଅର୍ଚିତାଙ୍କ ଭଉଣୀ କୌଣସି ହିରୋଇନଙ୍କ ଠାରୁ କମ ନୁହନ୍ତି

archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଜବରଦୋସ୍ତ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ଓଲିଉଡ ର ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଭଉଣୀ ଙ୍କ ବିଷୟ ରେ ସୂଚନା ଦେବାକୁ ଚାହିଁବୁ ଯେକି କୈଣସି ହିରୋଇନ୍ ଙ୍କ ଠାରୁ କମ୍ ନୁହଁନ୍ତି ।

archita sahu

ତେବେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ ଟିକୁ ଆପଣ ମନେ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ତାଙ୍କ ବିଷୟ ରେ ଜାଣି ପାରିବେ ସେମିତି ରେ ଅର୍ଚ୍ଚିତା ସାହୁ ଙ୍କୁ ଆପଣ ମାନେ ଓଲିଉଡ ର ବହୁତ ସିନେମା ରେ କାମ କରି ଥିବାର ଦେଖିବା ପାଇଁ ପାଇ ଥିବେ ଏବଂ ଅର୍ଚ୍ଚିତା ଏବଂ ସବ୍ୟୟସାଚୀ ଙ୍କ ଯୋଡି କୁ ଆପଣ ମାନେ ବହୁତ ମାତ୍ରା ରେ ପସନ୍ଦ କରି ଥିବେ ।

ଏବଂ ଏହି ଯୋଡି ବର୍ତମାନ ସମରେ ଏକ ହିଟ୍ ଯୋଡି ଭାବେ ସାବ୍ୟସ୍ତ ହୋଇଛି, ଅର୍ଚ୍ଚିତା ଙ୍କୁ ବର୍ତମାନ ସମୟ ରେ 35 ବର୍ଷ ହୋଇ ଥିବା ବେଳେ ସେ ଏବେ ଏବେ ବିବାହ କରିଛନ୍ତି , ଅର୍ଚ୍ଚିତା ଙ୍କ ବାପା ନ ଥିବା ବେଳେ ଅର୍ଚିତା ନିଜର ପରିବାର ଭାର ସବୁ ବେଳେ ନିଜ ମୁଣ୍ଡ ଉପରେ ହିଁ ନେବାକୁ ପସନ୍ଦ କରନ୍ତି ।

ସେ ନିଜର ଭଉଣୀ ଙ୍କୁ ଭଲ ଶିକ୍ଷା ଦେବା ସହିତ ଭଲ ଲାଇଫ୍ ଷ୍ଟାଇଲ୍ ବି ଦେଇଛନ୍ତି , ଅର୍ଚ୍ଚିତା ଙ୍କ ପରିବାର କଥା କହିଲେ ତାଙ୍କ ପରିବାର ରେ ତାଙ୍କ ମାଆ ଏବଂ ଭଉଣୀ ଙ୍କ ଛ଼ଡା ଆଉ କେହି ବି ନାହାଁନ୍ତି । ଅର୍ଚ୍ଚିତା ତାଙ୍କ ଭଉଣୀ ଙ୍କୁ ବହୁତ ଅଧିକ ଭଲ ପାଆନ୍ତି , ଗତ ଦିନ ମାନଙ୍କରେ ଅର୍ଚ୍ଚିତା ଙ୍କ ଭଉଣୀ ଓଲିଉଡ କୁ ଆସିବା ପାଇଁ ଚାହିଁ ଥିଲେ ହେଲେ ଅର୍ଚ୍ଚିତା ତାଙ୍କୁ ଓଲିଉଡ କୁ ଆସିବା ପାଇଁ ମନା କରି ଦେଇ ଥିଲେ ।

archata

ଏବେ ବର୍ତମାନ ସମୟ ରେ ତାଙ୍କର ଭଉଣୀ MBA ସାରି ଏକ ନୂଆ ବିଜନେସ୍ ରେ ପାଦ ମଧ୍ୟ ଦେଇଛନ୍ତି , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ସାହୁ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଚ କରି ଜଣେଇ ଦେବେ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *