ବାବୁସାନଙ୍କ ପୁଅକୁ ଲୋରୀ ଶୁଣେଇଲେ ଅପରାଜିତା – ଦେଖନ୍ତୁ ଭିଡିଓ

babushan

ଆଜି ଆମେ ଆପଣଙ୍କୁ ଟିକେ ଓଡ଼ିଆ ଫିଲ୍ମ ଜଗତକୁ ନେଇଯାଉଛୁ। ଆଜି ଆମେ ଆପଣ ମାନଙ୍କ ସାମ୍ନାରେ ଓଡ଼ିଆ ଫିଲ୍ମ ଜଗତର ଷ୍ଟାର ବାବୁସାନଙ୍କ ପରିବାର ବାବଦରେ କହିବାକୁ ଯାଉଛୁ। ପୁରୁଣା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଉତ୍ତମ ମହାନ୍ତି ତାଙ୍କର ଉତ୍ତମ ଅଭିନୟ ତଥା ତାଙ୍କର ସେହି ଧମାକାଦାର ପ୍ରଦର୍ଶନ ପାଇଁ ବହୁତ ଜଣା ଶୁଣା ଥିଲେ। ସେ ତାଙ୍କ ସମୟରେ କିଛି ସବୁଠୁ ହ୍ୟାଣ୍ଡସମ ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ଥିଲେ ଆଉ ତାଙ୍କର ଏହି ଲୋକପ୍ରିୟତା ପାଇଁ କେତେ ଆୱାର୍ଡ ସେ ଜିତିଯାଇଛନ୍ତି। ତାଙ୍କର ଅଭିନୟ ବହୁତ ଉନ୍ନତମାନର ଥିଲା।

a

ତାଙ୍କ ସମୟରେ ଅପରାଜିତା ବି ଜଣେ ବହୁତ ବଡ଼ ଅଭିନେତ୍ରୀ ଥିଲେ ଆଉ ସେ ବି ଅଭିନେତ୍ରୀ ମାନଙ୍କ ଭିତରେ ଜଣେ ସବୁଠୁ ଉତ୍ତମ ଅଭିନେତ୍ରୀ ଭାବେ ନିଜର ନାଁ କରିଛନ୍ତି। ତାଙ୍କ ସମୟରେ ସେ ଜଣେ ବହୁତ ବଡ଼ ନାୟିକା ଥିଲେ। ଆଉ ତାଙ୍କର ଏହି ଲୋକପ୍ରିୟତା ପାଇଁ ଆଜି ସେ ଓଡ଼ିଆ ବାସୀଙ୍କ ହୃଦୟରେ ରାଜ କରୁଛନ୍ତି। ଆଉ ଆପଣ ଜାଣନ୍ତି କି ଉତ୍ତମ ମହାନ୍ତି ଆଉ ଅପରାଜିତାଙ୍କର ବିବାହ ହେଇଯାଇଥିଲା ଆଉ ତାଙ୍କର ସୁଯୋଗ୍ୟ ସନ୍ତାନ ଥିଲେ ବାବୁସାନ ମହାନ୍ତି।

ପରେ ଉତ୍ତମ ମହାନ୍ତି ଆଉ ଅପରାଜିତାଙ୍କ ଭିତରେ କିଛି କଟକଣା ହେଇଯାଇଥିଲା ଆଉ ତାଙ୍କ ଦୁହିଁଙ୍କର ସମ୍ପର୍କ ଠିକ ରହିଲା ନାହିଁ। ଏହାର ପ୍ରଭାବ ବାବୁସାନଙ୍କ ଉପରେ ପଡିଥିଲା। ନିଜେ ବାବୁସାନ ବହୁତ କଷ୍ଟରେ ବଡ଼ ହେଲେ ଆଉ ତା ପରେ ସେ ବି ପରିଶ୍ରମ କରି ନିଜର ଏକ ବହୁତ ବଡ଼ ନାମ କଲେ। ଓଡ଼ିଆ ଫିଲ୍ମ ଜଗତରେ ଆଜି ତାଙ୍କୁ ଜଣେ ମଲ୍ଟି ଟ୍ୟାଲେନଟେଡ଼ ଷ୍ଟାର ଭାବେ ଲୋକ ବହୁତ ପସନ୍ଦ କରନ୍ତି। ନିଜର ସୁରିଲା ସ୍ୱରରେ ସେ ସଭିଙ୍କୁ ନିଜର ଗୀତ ଦ୍ୱାରା ମନୋରଂଜିତ କରନ୍ତି ଆଉ ତାହା ସହ ନିଜର ଅଭିନୟ ତଥା ନିଜର ଡ୍ୟାନ୍ସ ପାଇଁ ବି ସେ ସଭିଙ୍କ ଭିତରେ ବହୁତ ଲୋକପ୍ରିୟ ଅଟନ୍ତି। ଆଜି ଆମେ ତାଙ୍କ ବାବଦରେ ହିଁ ଏକ ଖବର ନେଇକି ଆସିଛୁ। ଆଜି ଆମେ ତାଙ୍କ ପୁଅ ବାବଦରେ କିଛି କହିବାକୁ ଯାଉଛୁ।

aparajita

ବହୁତ କମ ବୟସରେ ହିଁ ତାଙ୍କର ବିବାହ ହେଇଯାଇଥିଲା ଆଉ ସେ ନିଜର ଛୋଟ ବେଳର ଭଲପାଇବାକୁ ବିବାହ କରିଥିଲେ। ଆଜି ବାବୁସାନ ଆଉ ତାଙ୍କ ସ୍ତ୍ରୀ ବହୁତ ଖୁସିରେ ଅଛନ୍ତି ଆଉ ତାଙ୍କର ଜଣେ ପୁତ୍ର ସନ୍ତାନ ବି ହେଇଯାଇଛି। ଆଉ ତାଙ୍କର ଏହି ପୁତ୍ରଙ୍କୁ ତାଙ୍କର ଜେଜେମା ଅପରାଜିତା ନିଜ କୋଳରେ ଖେଳାଉ ଥିବାର ନଜର ଆସୁଛନ୍ତି।

ଏହି ଭିଡିଓ ଆଜିକାଲି ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ ଏଯାଏ ୫୦୦ ରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହାକୁ ଲୋକ ବହୁତ ପସନ୍ଦ ବି କରୁଛନ୍ତି ଆଉ ଏହା ଉପରେ ନିଜର ପ୍ରତିକ୍ରିୟା ବି ପ୍ରକାଶ କରୁଛନ୍ତି। ନିଜର ପୁରୁଣା ନାୟିକା ଅପରାଜିତାଙ୍କୁ ଏପରି ଦେଖି ଲୋକମାନେ ବହୁତ ଖୁସି ହେଇଯାଉଛନ୍ତି। ଏହା ବହୁତ ଖୁସିର ମାହୋଲ ଭଳି ଜଣାପଡୁଛି ଆଉ ଲୋକଙ୍କର ଖୁସି ବି ସଫା ସଫା ଦେଖାଯାଉଛି।

Leave a Reply

Your email address will not be published. Required fields are marked *