ଅନୁଭବ ମହାନ୍ତିଙ୍କର ବାପାଙ୍କ ପେନସନକୁ ନେଇ ଅଭିଯୋଗ।

anubhav

ବିଜେଡିର ସାଂସଦ ଅନୁଭବ ମହାନ୍ତିଙ୍କ ବାବଦରେ ଆସିଥିବା ଅଭିଯୋଗ ବାବଦରେ ତ ଆପଣ ଜାଣିଥିବେ। ତାଙ୍କ ବାବଦରେ ଆସିଥିବା ଖବର ତଥା ଅଭିଯୋଗ ବାବଦରେ ତ ଆପଣ ଜାଣିଥିବେ ମାତ୍ର ଆପଣ ଏବେ ତାଙ୍କ ବାପାଙ୍କ ବାବଦରେ ବହୁତ ଖବର ଆସିଛି। ତାଙ୍କ ବାବଦରେ ବହୁତ ଅଭିଯୋଗ ଆସିଛି।

ସେ କେଉଁଧରପୁର କଲେଜରେ ସିନିୟର ଅଧ୍ୟାପକ ଭାବେ ନିୟୋଜିତ ହେଇଯାଇଥିଲେ ତାହା ବି ଜାଲ ସାର୍ଟିଫିକେଟ ଦେଇକି। ଏହା ବାବଦରେ ଆଜି ଆମେ ଆପଣଙ୍କ ପାଖରେ ସବୁ କହିବୁ ତେଣୁ ଆପଣ ଆମ ସହ ଶେଷଯାଏ ଯୋଡି ହୋଇ ରୁହନ୍ତୁ।

anubhav

କେନ୍ଦ୍ରାପଡାର ସାଂସଦ ଅନୁଭବ ମହାନ୍ତିଙ୍କର ବାପା ଅଭୟ ମହାନ୍ତି କେଉଁଦରପୁର କଲେଜରେ ସିନିୟର ଅଧ୍ୟାପକରୁ ଜଣେ ଲିଡ଼ର ଭାବେ ପଦୋନ୍ନତି କରିବା ପାଇଁ ଜାଲ ସାର୍ଟିଫିକେଟ ଦେଇ ଥିଲେ ଜାହାପରେ କି ଏବେ ତାଙ୍କର ମିଛ ଧରାପଡିଛି। ଏବେ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ତାଙ୍କର ପେନସନକୁ ଖାରଜ କରିବା ଉପରେ ଅଛି। ତାଙ୍କର ଏହି ଅଭିଯୋଗ ଅନେକଙ୍କୁ ପ୍ରଭାବିତ କରିଛି। ଏହା ଫଳରେ ତାଙ୍କର ପେନସନ ଖାରଜ କରାଯାଇଛି। ଅଭୟ ମହାନ୍ତିଙ୍କର ପେନସନ ଜାଲିଆତି ହେଇଥିବାରୁ ତାଙ୍କ ପେନସନ ନ ମିଳିବା ଉପରେ ଅଭିଯୋଗ ଆସିଛି ଆଉ ତାଙ୍କର ପେନସନ ଖାରଜ କରାଯାଇଛି।

୨୦୨୧ ମସିହା ଏପ୍ରିଲ ମାସରେ ଅଭୟ ମହାନ୍ତିଙ୍କ ଉପରେ ଜାଲିଆତି ପେନସନ ନେବାର ଆରୋପ ଲାଗିଥିଲା। ସେ ନିଜର ପଦୋନ୍ନତି କରିବା ପାଇଁ ଜାଲିଆତି ସାର୍ଟିଫିକେଟ ବ୍ୟବହାର କରି ଥିଲେ ବୋଲି ତାଙ୍କ ଉପରେ ବଡ଼ ଅଭିଯୋଗ ଆସିଲା ଯାହାକୁ କି ହାଇକୋର୍ଟ ଗ୍ରହଣ କରିଥିଲା। ଏହା ଫଳରେ ତାଙ୍କୁ ନ୍ୟାୟାଳୟର ଦ୍ୱାରସ୍ତ ହେବାକୁ ପଡିଥିଲା ଆଉ ଅନେକ କିଛି ସହ୍ୟ କରିବାକୁ ବି ପଡିଥିଲା।

୧୯୯୭ ଜାନୁଆରୀ ୨ ତାରିଖର କେଉଁଦରପୁର କଲେଜରେ ତାଙ୍କର ପଦୋନ୍ନତି କରାଯାଇଥିଲା। ସେ ସିନିଅର ଅଧ୍ୟାପକ ଠାରୁ ଜଣେ ରୋଡର ଭାବେ ନିୟୋଜିତ ହେଇ ଯାଇଥିଲେ। ମାତ୍ର ତାଙ୍କର ଏହି ନିୟୋଜନ ଜାଲ ଥିଲା ବୋଲି ତାଙ୍କ ଉପରେ କମ୍ପ୍ଲେନ ଆସିଲା ଆଉ ଏବେ ଯାଇ ତାହା ବାହାରିଲା କି ସେ ଜାଲିଆତି ସାର୍ଟି ଫିକେଟ ବ୍ୟବହାର କରିଥିଲେ। ଏହା ଫଳରେ ତାଙ୍କର ସବୁ ପେନସନକୁ ଖାରଜ ତଥା ରଦ୍ଧ କରିଦିଆଯାଇଛି।

anubhav

ଏହା ସ୍ୱାଭାବିକ କି କନ୍ଦରପୁର କଲେଜରେ ଉଚ୍ଚ ଶିକ୍ଷା ବିଭାଗର ଜଣେ ଇଂରାଜୀ ଲେକ୍ଚରର ଥିଲେ ଅନୁଭବ ମହାନ୍ତିଙ୍କର ବାପା ଅର୍ଥାତ ଅଭୟ ମହାନ୍ତି। ମାତ୍ର ତାଙ୍କର ଏଭଳି ଏତେ ବଡ଼ ମିଥ୍ୟାକୁ ଧରି ନେଇଛି ଉଚ୍ଚ ଶିକ୍ଷା ବିଭାଗ ଯାହା ଫଳରେ କି ତାଙ୍କ ଉପରେ ମିଥ୍ୟା ଅଭିଯୋଗ ହେଇଛି ଆଉ ତାଙ୍କର ସମସ୍ତ ଜାଲିଆତି ଧରା ପଡିଯାଇଛି।

ଏହା ହି ନୁହଁ,ଅନୁଭବଙ୍କ ନାମରେ ବି ଅନେକ ଜାଲିଆତି ସାର୍ଟିଫିକେଟ ଅଛି ବୋଲି ତାଙ୍କ ଉପରେ ଅନେକ ଅଭିଯୋଗ ଅଛି ଆଉ ତାଙ୍କ ଉପରେ ସ୍ତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କୁ ନେଇକି ବି ଅନେକ ଅଭିଯୋଗ ଅଛି। ତେବେ ଦେଖା ଯାଉ ତାଙ୍କର ଜୀବନ ତଥା ତାଙ୍କର ପାରିବାରିକ ଜୀବନ କୁଆଡେ ଯାଉଛି।

Leave a Reply

Your email address will not be published. Required fields are marked *