ପୁଣି ବଲିଉଡରେ ଶୋକର ଛାୟା , ମାତ୍ର 30 ବର୍ଷ ବୟସରେ ମୃତ୍ୟୁ ବରଣ କଲେ ଏହି ମାହାନ ଆଭିନେତ୍ରୀ

divy

2020 ଯେମିତି ସମସ୍ତଙ୍କ ପାଇଁ ଅଭିଶପ୍ତ ହୋଇ ଜାଇଛି  , ପ୍ରଥମେ କରୋନା ଏବଂ ତା ପରେ ସବୁ ମହାନ ଆଉ ବିଶିଷ୍ଟ ବ୍ୟକ୍ତିଙ୍କର ପରଲୋକ ଏବି ବର୍ଷକୁ ଆହୁରି ଦୁଃଖ ଦାୟକ କରି ଦେଉଛି , ଏହି ଗତ କିଛି ଦିନ ତଳେ ବରିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ପରଲୋକ ହୋଇଥିଲା , ଏବଂ ଗୋଟେ ଦିନ ତଳେ ଆଲବମ କୁଇନ ଦୀପା ସାହୁଙ୍କର ପରଲୋକ ସତେ ଯେମିତି ଓଡିଆ ଦର୍ଶକଙ୍କ ମନକୁ ଭାଙ୍ଗି ଦେଇଥିଲା , ଏହି ସବୁ ବିପଦର ବଲିଉଡ ଜଗତ ବି ବାଦ ପଡି ନାହିଁ , ଇମ୍ରାଖାନ , ଋଷି କାପୁର , ସୁଶାନ୍ତ ସିଂ ରାଜପୁତ , ୱାଜିଦ ଖାନ ଆଦି ଙ୍କ ମୃତ୍ୟୁ ବଲିଉଡ ପାଇଁ କଳା ଦିନ ବୋଲି ମନାଯାଏ , ହେଲେ ଏହି ସମୟରେ ବଲିଉଡ ପ୍ରଶମସକଙ୍କ ପାଇଁ ପୁଣି ଆସିଛି ଏକ ଦୁଃଖର ଦୀନ , ପୁଣି ମୃତ୍ୟୁ ବରଣ କଲେ ଆଉ ଜଣେ ମହାନ ଲୋକ

divyyya

ଗତ କାଲି ପ୍ରାଣ ହରାଇଛନ୍ତି ଅଭିନେତ୍ରୀ ଦିବ୍ୟା ଚୋକ୍ସି , ଯିଏ କି ବହୁତ ସମୟ ଅର୍ଥାତ ଦୀର୍ଘ ଦେଢ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ ଏବଂ କାଲି ସେ ମୁମ୍ବାଇର ନିଜ ବାସଭବନରେ 30 ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ମାତ୍ର ମୃତ୍ୟୁର କେତେ ଘଣ୍ଟା ପୂର୍ବରୁ ଦିବ୍ୟା ଦେଇଥିବା ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ କେତେ ଚର୍ଚ୍ଚା ।

ଦିବ୍ୟାଙ୍କ ସମ୍ପର୍କୀୟ ଭଉଣୀ ସୋମିଆ ଆମିଷ ଭର୍ମା ଏହି ଖବର ବାଣ୍ଟିବା ପାଇଁ ଫେସବୁକକୁ ଯାଇଥିଲେ। ସେ ଲେଖିଛନ୍ତି, “ମୁଁ ବହୁତ ଦୁଃଖିତ ଯେ ମୋର ଭଉଣୀ ଦିବ୍ୟା ଚକ୍କିଙ୍କର ବହୁତ କମ୍ ବୟସରେ କର୍କଟ କାରଣରୁ ଦେହାନ୍ତ ହୋଇଛି | ସେ ଲଣ୍ଡନରୁ ଏକ ଅଭିନୟ ପାଠ୍ୟକ୍ରମ କରିଥିଲେ ଏବଂ ଦୁଇଟି ଚଳଚ୍ଚିତ୍ର ଏବଂ ସିରିଏଲରେ ଅଭିନୟ କରିବାକୁ ଯାଇଥିଲେ | ସେ ଜଣେ ଗାୟକ ଭାବରେ ଖ୍ୟାତି ଅର୍ଜନ କରିଥିଲେ | ଆଜି ସେ ଆମକୁ ଛାଡି ଚାଲିଗଲେ। ମୁଁ ଇଚ୍ଛା କରେ ଭଗବାନ ତାଙ୍କ ଆତ୍ମାକୁ ଆଶୀର୍ବାଦ କରନ୍ତୁ | RIP। ”

divya

ଶନିବାର ସନ୍ଧ୍ୟାରେ ଦିବ୍ୟା ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଏକ ବାର୍ତ୍ତା ପୋଷ୍ଟ କରିଥିଲେ। ଏଥିରେ ଲେଖାଥିଲା, “ମୁଁ ଯାହା ଜଣାଇବାକୁ ଚାହୁଁଛି, ଶବ୍ଦଗୁଡ଼ିକ ଯଥେଷ୍ଟ ହୋଇପାରିବ ନାହିଁ | ଯେହେତୁ ମୁଁ ବହୁତ ଦିନ ହେଲା କର୍କଟ ରୋଗରେ ପିଡିତ ଅଛି , ମୁଁ ଏହାର ଜନ୍ତ୍ରଣା ଆଉ ସହ୍ୟା କରି ପାରୁ ନାହିଁ , ଭଗବାନଙ୍କୁ ଡାକୁଛି ସେ ଶିଘ୍ର ମତେ ତାଙ୍କ ପାଖକୁ ନେଇ ଜାଆନ୍ତୁ , ବିଦାୟ। ”

ଅନ୍ୟ ଏକ ଇନଷ୍ଟା କାହାଣୀରେ ଦିବ୍ୟା ପ୍ରଶଂସକମାନଙ୍କୁ ତାଙ୍କ ସହଜ ପରଲୋକ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ | “ପିଲାମାନେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, କଥା ହେବା ପାଇଁ ମୁଁ ସତେଜ ନୁହେଁ, ମୋର କର୍କଟ ରୋଗ ମୋତେ ହତ୍ୟା କରୁଛି। ମୋର ସହଜ ପାସ୍ ପାଇଁ ପ୍ରାର୍ଥନା କରନ୍ତି। ଦୁଃଖିତ କେବଳ ଉତ୍ତର ଦେବାକୁ ଅସମର୍ଥ। ସମସ୍ତଙ୍କୁ ପ୍ରେମ”। ଏହା ଲେଖି ସମସ୍ତଙ୍କ ଠାରୁ ଦୁରକୁ ଚାଲିଗଲେ ଅଭିନେତ୍ରୀ

div

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ , ଲାଇକ ଅଫସନରେ ଗୋଟିଏ କ୍ଲିକ କରନ୍ତୁ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *