ଓଡିଶାର ଏହି ସବୁ ହିରୋ ଓ ହିରୋଇନ କରିଥିଲେ ପ୍ରେମ ବିବାହ , ଦ୍ୱୀତିୟ ଯୋଡି ସବୁଠୁ ଫେମୋସ

oddiaa-hero-h

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ଓଡ଼ିଆ ଅଭିନେତ୍ରୀ ମାନେ ଯେଉଁ ମାନେ ବାହା ହୋଇ ସାରିଲେଣୀ ସେମାନଙ୍କ ସ୍ୱାମୀ ମାନଙ୍କ ବୟସ ଏବଂ ତାଙ୍କର ବୟସ ସେମାନେ କେବେ ବାହା ହୋଇ ଥିଲେ । ଏବଂ ତାଙ୍କର ସ୍ୱାମୀ ମାନେ କଣ କରୁଛନ୍ତି । ସେହି ସବୁ ବିଷୟ ରେ ଆମେ ଏହି ଠାରେ କହିବା ପାଇଁ ଚାହିଁବୁ ।

ପ୍ରଥମେ ରହିଛନ୍ତି ଅରବିନ୍ଦମ୍ ରୟ ତାଙ୍କ ସ୍ତ୍ରୀ ନାମ ହେଲା ଅନୁପା ଦାସ୍ 2016 ରେ ସେ ବିବାହ କରି ଥିଲେ । ଏବଂ ଅନୁପା ଦାସ୍ ହେଲେ ଶକ୍ତି ମନ୍ତ୍ରୀ ପ୍ରଣବ୍ ପ୍ରକାଶ ଦାସ୍ ଙ୍କ ଭଉଣୀ ଏବଂ ବର୍ତମାନ ସମୟରେ ଅରବିନ୍ଦମ୍ ରୟ ଙ୍କ ବୟସ ହେଲା 36 ବର୍ଷ ଏବଂ ତାଙ୍କ ସ୍ତ୍ରୀ ଙ୍କ ବୟସ 31 ବର୍ଷ ।

anubhav

 

ଏହା ପରେ ରହିଛନ୍ତି ବର୍ଷା ପ୍ରିୟ ଦର୍ଶନୀ 2014 ମସିହା ରେ ଅନୁଭବ ମହାନ୍ତି ଙ୍କୁ ବିବାହ କରି ଥିଲେ । ବର୍ତମାନ ସମୟରେ ବର୍ଷା ଙ୍କ ବୟସ ହେଲା 36 ଏବଂ ଅନୁଭବ ଙ୍କ ବୟସ ହେଲା 38 ବର୍ଷ । ଏହା ପରେ ରହିଛନ୍ତି ବାବୁସାନ ମହାନ୍ତି । ତାଙ୍କ ବୟସ ହେଲା 31 ବର୍ଷ । ଏବଂ ତାଙ୍କ ସ୍ତ୍ରୀ ତୃପ୍ତି ସତ୍ ପଥି ଙ୍କ ବୟସ ହେଲା 30 ବର୍ଷ ସେମାନେ 2014 ରେ କୋର୍ଟ ମ୍ୟରେଜ୍ କରି ନେଇ ଥିଲେ ।

 

ରହିଛନ୍ତି ରଚନା ବାନାର୍ଜି ଯିଏ କି ପ୍ରବାଲ ବାସ ଙ୍କୁ ବିବାହ କରି ଥିଲେ 2007 ମସିହା ରେ ଏବଂ ତା ପୂର୍ବ ରୁ କିଛି ମିଡ଼ିଆ ସୂୂତ୍ର ରୁ କୁହା ଯାଏ କି ସେ 2004 ମସିହା ରେ ସିଦ୍ଧାନ୍ତ ଙ୍କୁ ବିବାହ କରି ଥିଲେ । ବର୍ତମାନ ସମୟ ରେ ତାଙ୍କ ସ୍ୱାମୀ ପ୍ରବାଲ ବାସ ଙ୍କ ବୟସ 50 ଏବଂ ରଚନା ଙ୍କ ବୟସ 45 ବର୍ଷ ।

sidhanta

ଏବଂ ସେଷ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ବୟସ ବିଷୟରେ ଏବଂ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ ତେବେ କାଙ୍କ ସ୍ତ୍ରୀ ଙ୍କ ନାମ ହେଲା ମାମା ମିଶ୍ର 2004 ମସିହା ରେ ସେ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ । ଏବଂ ବର୍ତମାନ ସମୟରେ ସିଦ୍ଧାନ୍ତ ବୟସ ହେଲା 54 ବର୍ଷ ଏବଂ ସ୍ତ୍ରୀ ଙ୍କ ବୟସ ହେଲା 46 ବର୍ଷ ବୟସ ।

Leave a Reply

Your email address will not be published. Required fields are marked *