10 ଜଣ ବଲିଉଡ ତାରକା , ଜିଏ ଏବେ ସାଙ୍ଗ ହୋଇ ଆଉ ଫିଲ୍ମ କରିବେନି ଜାଣନ୍ତୁ କାରଣ

anew

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ଏମିତି ଅଟେ ଯେଉଁ ଠାରେ ବଲିଉଡ ର ଅଭିନେତା ମାନଙ୍କର ସହିତ ଦୋସ୍ତି ହେବା ବହୁତ ସାଧାରଣ କଥା ଅଟେ ଏଠାରେ ସଂମ୍ପର୍କ ଭାଙ୍ଗିବା ଏବଂ ଯୋଡିବା ପାଇଁ ମୋଟେ ବି ଡେରି ହୁଏ ନାହିଁ , ଏବଂ ଏମିତି ରେ ବହୁତ ଏମିତି ବଲିଉଡ ଅଭିନେତା ମାନେ ରହିଛନ୍ତି ଯେଉଁ ମାନେ ନିଜ ନିଜର ଶତୃ ହୋଇ ସାରିଛନ୍ତି , ଏବଂ ଏମାନେ ବର୍ତମାନ ସମୟ ରେ ନିଜ ନିଜ ମଧ୍ୟ ରେ କାମ କରିବା ପାଇଁ ବି ରାଜି ନାହାଁନ୍ତି ।

ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ଷ୍ଟାର ମାନଙ୍କ ବିଷୟ ରେ କଥା ହେବା ପାଇଁ ଚାହିଁବୁ ଏହି ଥିରେ ପ୍ରଥମ ନମ୍ବର ରେ ସଲମାନ ଖାନ୍ ଏବଂ ଐସୂର୍ଯ୍ୟା ରାୟ ଙ୍କର 2002 ରେ ଅୟସୁରିଆ ରାୟ ଙ୍କ ଗୋଟିଏ ଇଣ୍ଟର୍ଭ୍ୟୁ ଆସି ଥିଲା । ସେ ସେହି ଥିରେ ପ୍ରଥମେ କହି ଥିଲେ ତାଙ୍କର ଏବଂ ସଲମାନ ଙ୍କ ବ୍ରେକପ୍ ହୋଇ ଜାଇଛି ।

ହେଲେ ସେହି କଥା କୁ ସଲମାନ କେବେ ବି ମାନିବା ପାଇଁ ରାଜି ହୋଇ ନ ଥିଲେ । ଏବଂ ପରେ ଯେତେ ବେଳେ ମୋର ନାମ କୁ ଅଭିସେକ୍ ବଚ୍ଚନ ଙ୍କ ଠାରୁ ଆରମ୍ଭ କରି ସାରୁଖ୍ ଖାନ୍ ଙ୍କ ସହିତ ଯୋଡୀ ଜାଇ ଥିଲା ଏବଂ ସେହି ସମୟ ରେ ହିଁ ସଲମାନ ଅୟସୁରିଆ ରାୟ ଙ୍କ ଉପରେ ହାତ ଉଠେଇ ଥିଲେ ଏବଂ ପରେ ସେମାନେ ଦୁହିଁଙ୍କ ଶତୃ ହୋଇ ଜାଇ ଥିଲେ ଏବଂ ବର୍ତମାନ ସମୟ ରେ ଦୁହେଁ ସାପ ବେଙ୍ଗ ର ଶତୃତା ରେ ରହିଛନ୍ତି ।

salman

ସେହି ପରି ବନ୍ଧୁଗଣ ସାରୁଖ ଏବଂ ଅଜୟଦେବଗନ ଙ୍କ କଥା କହିବା ତେବେ ଅଜୟ ଙ୍କୁ କେବେ ବି ସାରୁଖ୍ ମୋଟେ ବି ପସନ୍ଦ ନୁହଁନ୍ତି ଏହାର କାରଣ ହେଲା ସାରୁଖ୍ ଏବଂ ଅଜୟ ଙ୍କ ପତ୍ନୀ କାଜଲ ଙ୍କ ସଂମ୍ପର୍କ କେବେ ବି ପସନ୍ଦ ନୁହେଁ ଏବଂ ଏମାନଙ୍କ ସଂମ୍ପର୍କ ଏମିତି ଶତୃତା ବହୁତ ବର୍ଷ ରୁ ଏମିତି ଭାବେ ଲାଗି ରହିଛି ।

ajay

ସେହି ପରି ବନ୍ଧୁଗଣ ସଲମାନ ଖାନ୍ ଏବଂ ବିବେକ୍ ଉବରୟ ଙ୍କ ର ଯେଉଁ ସମୟ ରେ ସଲମାନ ଏବଂ ଅୟସୁରିଆ ଙ୍କ ସଂମ୍ପର୍କ ରେ ଫାଟ ସୃଷ୍ଟି ହୋଇ ଥିଲା ସେହି ସମୟ ରେ ବିବେକ୍ ଏକ ପ୍ରେସ୍ କୋନଫ୍ରେନ୍ସ କରି ଏହି ବିଷୟ ରେ ଆଲୋଚନା କରି ଥିଲେ ଯେଉଁ କାରଣ ପାଇଁ ଏମାନଙ୍କ ମଧ୍ୟ ରେ ସଂମ୍ପର୍କ ରେ ଶତୃତା ଲାଗି ଜାଇ ଥିଲା , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *