ସାଉଥ ଫିଲ୍ମ ଜଗତର ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କର ସ୍ତ୍ରୀ ମନକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ,ଯେଉଁ ମାନେ ବହୁତ ସୁନ୍ଦର ଆଉ ହଟ ମଧ୍ୟ।ବନ୍ଧୁମାନେ ସାଉଥ ଫିଲ୍ମ ଜଗତର ଫ୍ୟାନ କିଏ ଅବା ନୁହେଁ ସମସ୍ତେ ସାଉଥ ଫିଲ୍ମ କୁ ଏତେ ଭଲ ପାଆନ୍ତି ଯେ ଏହାର ପ୍ରତିଟି ଫିଲ୍ମ କୁ କେହି ବି ମିସ କରିପାରନ୍ତି ନାହିଁ । ହେଲେ ଫିଲ୍ମ ଜଗତରେ ହିରୋ ଓ ହିରୋଇନ ର ଭୂମିକା ଯେତେ ପରିମାଣରେ ମହତ୍ଵ ରଖେ ଠିକ ସେତିକି ବହୁତ ଫିଲ୍ମ ଖଳନାୟକଙ୍କର ଭୂମିକା ଏମାନଙ୍କ ଠାରୁ ବହୁତ ଆଗରେ ,ଆଜି ଆମେ ଆଲୋଚନା କରିବୁ କିଛି ସାଉଥ ଫିଲ୍ମ ଖଳନାୟକ ଓ ତାଙ୍କର ସୁନ୍ଦରୀ ପତ୍ନୀ ଙ୍କ ବିଷୟରେ ।।
5-ପ୍ରଦୀପ ରାୱତ
ପ୍ରଦୀପ ରାୱତ ସାଉଥ ଫିଲ୍ମ ଜଗତର ଏମିତି ଏକ ଖଳନାୟକ ଯାହାର ନା ଶୁଣିଲେ ସମସ୍ତେ ଚମକିପଡନ୍ତି। ସେ ତାଙ୍କ ଖଲନାୟକର ଜୀବନ ଭିତରେ ସମସ୍ତଙ୍କୁ ଖୁବ ଡ୍ରାଇଛନ୍ତି,ତାଙ୍କର ପତ୍ନୀ ହେଉଛନ୍ତି କଲ୍ୟାଣି ରାୱତ ଯାହାଙ୍କୁ ସେ ଆରେଞ୍ଜ ମ୍ୟାରେଜ କରିଥିଲେ ଦୁହିଁଙ୍କ ଯୋଡି ଦେଖିଲେ ଲାଗେନାହିଁ କି ସେ ଆରେଞ୍ଜ ମ୍ୟାରେଜ କରିଛନ୍ତି।ବର୍ତମାନ ତାଙ୍କ ପତ୍ନୀ ଘରେ ରହି ସମସ୍ତଙ୍କ ଘର ପରିବାର ଲୋକଙ୍କର କଥା ବୁଝୁଛନ୍ତି।।କିନ୍ତୁ ଦେଖିବାକୁ ଗଲେ ସେ ବହୁତ ସୁନ୍ଦର ମଧ୍ୟ ।।
4-ସୋନୁ ସୂଦ
ସୋନୁ ସୂଦ ଙ୍କୁ କିଏ ବା ନଜାଣେ ବଲିଉଡ଼ ର ଦବଙ୍ଗ ସିନେମରୁ ସାଉଥ ର ଅରୁନ୍ଧତୀ ସିନେମା ରେ ଖଳନାୟକ ଭୂମିକାରେ ଅଭିନୟ କାରି ସେ ବେଶ ପରିଚିତ। କିନ୍ତୁ ତାଙ୍କ ପତ୍ନୀଙ୍କ ନିଷୟରେ କହିବାକୁ ଗଲେ ତାଙ୍କ ପତ୍ନୀ ହେଉଛନ୍ତି ସୋନାଲି ସୂଦ ଯାହାଙ୍କୁ ସେ 1996 ରେ ଲଭ ମ୍ୟାରେଜ କରିଥିଲେ । ଓ ପରେ ମଧ୍ୟ ତାଙ୍କର ଦୁଇ ପୁଅ ଇସନ୍ତ ଏବଂ ଆୟନ। ସୋନୁଙ୍କ ପତ୍ନୀ ତାଙ୍କୁ ଅଭିନୟ ପାଇଁ ବହୁତ ସପୋର୍ଟ କରନ୍ତି ଯାହାଫଳରେ ସେ ଆଜି ସଫଳ ହୋଇପାରିଛନ୍ତି ।
3-ସୟାଜି ସିଂଦେ
ସାଉଥ ଫିଲ୍ମର ଖଳନାୟକ ସୟାଜି ସିଂଦେ ସାଉଥ ଜଗତରେ ବହୁତ ପରିଚିତ,ସେ କେବଳ ନିଜ ସ୍ୱାର୍ଥ ଭୂମିକାରେ ନିଜର ଜନତାଙ୍କୁ ଠକିଥାଆନ୍ତି ତାଙ୍କ ଅଭିନୟରେ। ତାଙ୍କ ପତ୍ନୀଙ୍କ କଥା କହିବାକୁ ଗଲେ ତାଙ୍କ ପତ୍ନୀ ହେଉଛନ୍ତି ମନ୍ଦନା ସିଂଦେ ,ସେମାନେ 1980 ମସିହାରେ ଆରେଞ୍ଜ ମ୍ୟାରେଜ ଦ୍ୱାରା ବିବାହ କରିଥିଲେ । ଆଜି ବର୍ତମାନ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।
2-ମୁକେଶ ଋଷି
ସାଉଥର ସବୁଠାରୁ ଲୋକପ୍ରିୟ ଖଳନାୟକ ହେଉଛନ୍ତି ମୁକେଶ ଋଷି ଯିଏକି ବହୁତ ଦୀର୍ଘ ଦିନ ଧରି ସାଉଥ ଜଗତରେ ରାଜ କରିଥିଲେ। ତାଙ୍କର ପତ୍ନୀ ହେଉଛନ୍ତି କେଶନି ଋଷି ଯିଏକି ପେସାରେ ଏକ ଶିକ୍ଷକ ବାହାଘରପରେ ସେ ଶିକ୍ଷକତା ଛାଡି ଦେଇଥିଲେ ଓ ତାଙ୍କର ଏକ ପୁଅ ମଧ୍ୟ ଅଛି ।
1-ରାହୁଲ ଦେବ
ସାଉଥର ସବୁଠାରୁ ଜଣାଶୁଣା ଖଳନାୟକ ହେଉଛନ୍ତି ରାହୁଲ ଦେବ ସେ ସମସ୍ତଙ୍କର ମନୋରଞ୍ଜନ ତାଙ୍କ ଅଭିନୟ ଭୂମିକାରେ କରିଥିଲେ।ତାଙ୍କ ପତ୍ନୀ ହେଉଛନ୍ତି ରୀନା ଦେବ ଯାହାଙ୍କୁ ସେ 1998 ରେ ଵିଵାହ କରିଥିଲେ।ଓ ତାଙ୍କର ଏକ ପୁତ୍ର ହେଉଛି ସିଦ୍ଧାନ୍ତ ।ବାହାଘର କିଛି ସମୟ ପରେ ତାଙ୍କର ପତ୍ନୀଙ୍କ ଦେହାନ୍ତ ହୋଇଥିଲା ଯାହା ଫଳରେ ସେ ଦ୍ୱିତୀୟ ବିବାହ କରିଥିଲେ ।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ । ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ । ଧନ୍ୟବାଦ ।