ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ସ୍ୱାମୀ ଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ଅମିତାଭ ଵଚନ ଙ୍କ ସୂର୍ୟବଂସମ ଫିଲ୍ମ ରେ ଗୌରୀ ଭୁମିକାରେ ଅଭିନୟ କରିଥିବା,ରଚନା ବନର୍ଜୀଙ୍କ ପତି ବହୁତ ହ୍ୟାଣ୍ଡସମ।ବନ୍ଧୁଗଣ ଆପଣମାନେ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ସୂର୍ୟବଂଶମ ଫିଲ୍ମ ବିଷୟରେ ତ ଜାଣିଥିବେ । ଏହି ଫିଲ୍ମ ଯେତେବେଳେ ରିଲିଜ ହୋଇଥିଲା ଏହା ଫ୍ଲପ ହୋଇଯାଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରତେକ କଳାକାର ନିଜର ଭୂମିକାକୁ ବହୁତ ଭଲଭାବରେ ପରିବେଷିତ କରିଥିଲେ ।ଫିଲ୍ମଟି ଫ୍ଲପ ହେଲେ ମଧ୍ୟ ଦର୍ଶକ ଏହାକୁ ବହୁତ ଭଲ ପାଇଥିଲେ, କାରଣ ରହ ଏକ ପାରିବାରିକ ଫିଲ୍ମଥିଲା।। ପ୍ରତେକ ରବିବାର ସୋନି ମାକ୍ସ ଚଂନେଲରେ ଏହି ଚଳଚ୍ଚିତ୍ର ସର୍ବଦା ଦେଖାଯାଉଛି ।rachana

ବନ୍ଧୁଗଣ ଆପଣମାନେ ଏହି ଚଳଚିତ୍ରରେ ଅଭିନୟ କରିଥିବା ଗୌରୀ ଭୂମିକାରେ ଅଭିନୟ କରିଥିବା ରଚନା ବାନର୍ଜୀଙ୍କୁ ଜାଣିଥିବେ,ଓ ଆପଣ ମାନେ ତ ତାଙ୍କ ବିଷୟରେ ଜାଣିଥିବେ ହେଲେ ତାଙ୍କ ପତିଙ୍କ ବିଷୟରେ ଜାଣିଛନ୍ତି କି ଆସନ୍ତୁ ଜାଣିବା ତାଙ୍କ ପତିଙ୍କ ବିଷୟରେ ।

ରଚନା ବାନାର୍ଜୀ ଙ୍କ ଜନ୍ମ 2 ଅକ୍ଟୋବର 1974 ରେ କୋଲକାତା ରେ ହୋଇଥିଲା । ସେ ତାଙ୍କର ଫିଲ୍ମ କ୍ୟାରିଅର 1993 ରେ ଏକ ବଙ୍ଗାଳି ଫିଲ୍ମ ଦାନ ପ୍ରତିଦାନ ରେ ମୂଖ୍ୟ ଭୂମିକାରେ ତାଙ୍କ କ୍ୟାରିଅରର ଆରମ୍ଭ କରିଥିଲେ । ଯେଉଁଥିରେ ସେ ବହୁତ ଭଲ ଭାବରେ ଅଭିନୟ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ପାଇଁ ତାଙ୍କୁ ବିଭିନ୍ନ ଆଡୁ ଫିଲ୍ମ ପାଇଁ ଅଫର ଆସିଲା।ଯାହାକୁ ସେ ସ୍ୱୀକାର କରିଥିଲେ,ଯେଉଁଥିରେ ମୋହିନୀ,ପୁତ୍ରପତିମା,ଦାନବ,ଲଷ୍ମୀପ୍ରତିମା ଭଳି ବହୁତ ବଙ୍ଗାଳି ଫିଲ୍ମ କରିଥିଲେ । ବଙ୍ଗାଳି ଫିଲ୍ମର ସଫଳତା ପରେ ସେ ତାଙ୍କ କ୍ୟାରିଅରହିନ୍ଦୀ ଚଳଚିତ୍ର ରେ ଆରମ୍ଭ ପାଇଁ ଚିନ୍ତା କରିଥିଲେ। ଓ ସେ ଅମିତାବ ଙ୍କ ଫିଲ୍ମ ସୂର୍ୟବଂଶମ ରେ ଅଭିନୟ କରିଥିଲେ ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ,ହେଲେ ପରବର୍ତୀ ସମୟରେ ସେ ହିନ୍ଦୀ ଫିଲ୍ମ କୁ ଛାଡିବାକୁ ଭାବିଥିଲେ କାରଣ ହିନ୍ଦୀ ଫିଲ୍ମରେ ଅଭିନୟ କରିବାର ଶୈଳୀ ତାଙ୍କୁ ଭଲ ଲାଗିନଥିଲା ।

ବନ୍ଧୁଗଣ ଆପଣ ଜାଣିଛନ୍ତି କି ରଚନା ବାନାର୍ଜୀ ହିନ୍ଦୀ,ବଙ୍ଗାଳୀ ଫିଲ୍ମ ସହ ବହୁତ ଓଡ଼ିଆ,କନ୍ନଡ଼,ତାମିଲ ଭାଷାରେ ମଧ୍ୟ ଫିଲ୍ମ କରିଛନ୍ତି । କିନ୍ତୁ ଆଜି ସେ ତାଙ୍କ ଫିଲ୍ମ ଜୀବନକୁ ବିରାମ ଦେଇ ନିଜ ପରିବାର ସହ ସମୟ କାଟୁଛନ୍ତି ।rachana b

ବର୍ତମାନ ଏବେ ସେ ମ୍ୟାରେଜ ପ୍ରବଳ ବସୁଙ୍କ ସହ କରିଛନ୍ତି ,ଓ ତାଙ୍କର ଏବେ 9 ବର୍ଷର ପୁଅ ମଧ୍ୟ ଅଛି ଓ ସୂଚନାରୁ ଜଣାପଡୁଛି ଯେ ସେ ଏବେ ତାଙ୍କ ସ୍ୱାମୀଙ୍କ ସହ ରାହୁନାହାନ୍ତି।ତାଙ୍କର ପ୍ରଥମ ସ୍ୱାମୀ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର,ଦୁହେଁ ସେ କିଛି ବର୍ଷ ରହିବା ପରେ ପରେ ମଧ୍ୟ ଭୁଲ ବୁଝାମଣା ପାଇଁ ପରବର୍ତ୍ତୀ ସମୟରେ ଅଲଗା ହୋଇଯାଇଥିଲେ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ ।  ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ । ଧନ୍ୟବାଦ।

Leave a Reply

Your email address will not be published. Required fields are marked *