ଜାଣନ୍ତୁ ଗୋଡ଼ରେ କଳା ସୂତା ବାନ୍ଧିଲେ କେଉଁ ସବୁ ଫାଇଦା ମିଳିଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

bolk

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ । ବନ୍ଧୁଗଣ,କୁହାଯାଏ ନଜର ନ ଲାଗିବା ପାଇଁ କଳା ରଙ୍ଗ ବ୍ୟବହାର କରାଯାଏ । ସେମିତି ଖରାପ ନଜର ରୁ ବଞ୍ଚିବା ପାଇଁ କଳା ସୂତା ର ବ୍ୟବହାର କରାଯାଏ । ଏମିତିରେ ଆଉ କିଛି ଯୁବତୀ ଯୁବକ ଆଜିକାଲି ଫେସନ ପାଇଁ ମଧ୍ୟ ଗୋଡ଼ରେ କଳା ସୂତା ବାନ୍ଧି ଥାନ୍ତି । ହିନ୍ଦୁ ଧର୍ମରେ ବିଭିନ୍ନ ରଙ୍ଗର ସୂତାର ରହିଥାଏ ଅନେକ ମହତ୍ଵ।ଏହି ସବୁ ସୂତାର ଆମ ଜୀବନରେ ଏହାର ପ୍ରଭାବ ଅନେକ ରହିଥାଏ।ଆଜି ଆମେ ଆଲୋଚନା କରିବା କଳା ସୂତା ମହତ୍ବ ସମ୍ପର୍କରେ । କଳା ସୂତା ବାନ୍ଧିଲେ ଆମକୁ ବିଭିନ୍ନ ପ୍ରକାର ର ଲାଭବି ହୋଇ ଥାଏ ।bolk sota

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ମଙ୍ଗଳବାର ଦିନ ଆପଣଙ୍କର ବାମ ଗୋଡ଼ରେ କଳା ସୂତା ବାନ୍ଧନ୍ତି , ତେବେ ଆପଣଙ୍କର ଠାରେ କେବେ ଧନର ଅଭାବ ରହିବ ନାହିଁ ଏବଂ ଧନ ସମ୍ପତ୍ତି ସହିତ ଜଡିତ ସମସ୍ତ ବାଧା ବା ସମସ୍ୟା ଦୂର ହେବାରେ ଲାଗି ଥାଏ । ଆପଣ ଯେଉଁବି କାମ କରି ଥାନ୍ତି ସେଥିରେ ଆପଣଙ୍କୁ ସଫଳତା ମିଳି ଥାଏ । ଯଦି ଆପଣଙ୍କ ପାଦରେ ସବୁବେଳେ ଯନ୍ତ୍ରଣା ହୁଏ ତ ଆପଣ କଳା ସୁତାକୁ ପାଦରେ ବାନ୍ଧି ପାରିବେ, କାହିଁକି ନା ଏହି କଳା ସୂତା ବାନ୍ଧିବା ଦ୍ୱାରା ପାଦରେ ହେଉଥିବା ଯନ୍ତ୍ରଣା ଭଲ ହୋଇ ଥାଏ, ଏବଂ ଏହା ଦ୍ୱାରା ଗୋଡ ଝିମ୍ ଝିମ୍ ହେବା ମଧ୍ୟ ବନ୍ଦ ହୋଇ ଥାଏ ।

ଆପଣ ଦେଖିଥିବେ ଆଜିକାଲି ଅଧିକାଂଶ ଲୋକ ଗୋଡରେ କଳା ସୂତା ବାନ୍ଧିଥିବାର । ଆଜି ଆମେ ଆପଣଙ୍କୁ ବତେଇବୁ ଏହି କଳା ସୂତା ବାନ୍ଧିଲେ କେଉଁସବୁ ଲାଭ ହୋଇ ଥାଏ ।bolk

କୁହାଯାଏ ଯେ ,ଯଦି ଗୋଡ଼ରେ ଆଘାତ ଲାଗି ଖଣ୍ଡିଆ ହୋଇଛି କିମ୍ବା କିଛି ଘା ହୋଇଛି ଆଉ ତାହା ଭଲ ହେଉ ନାହିଁ ତେବେ ଏହି କଳା ସୂତାକୁ ପାଦରେ ବାନ୍ଧିଲେ ଘା କିମ୍ବା ଖଣ୍ଡିଆ ଶୀଘ୍ର ଭଲ ହୋଇ ଯାଇ ଥାଏ । ପୌରାଣିକ ମାନ୍ୟତା ଅନୁସାରେ କଳା ଜିନିଷ ଆମକୁ ନକରାତ୍ମକ ଦୃଷ୍ଟିରୁ ରକ୍ଷା କରି ଥାଏ । କିଛି ଲୋକଙ୍କୁ ଟିକେ ଟିକେ କଥାରେ ଲୋକଙ୍କର ଖରାପ ନଜର ପଡି ଥାଏ ଆଉ ଏଥିପାଇଁ କିଛି ଲୋକଙ୍କର ଦେହ ଖରାପ ମଧ୍ୟ ହୋଇ ଥାଏ ,ଆଉ ଏହି କଳା ସୂତା ଗୋଡ଼ରେ ବାନ୍ଧିଲେ ତାହା ଆମକୁ ଖରାପ ଦୃଷ୍ଟିରୁ ରକ୍ଷା କରି ଥାଏ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ । ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *