ସ୍ତ୍ରୀ ମାନେ ସକାଳୁ ଉଠି ନିଜ ସ୍ୱାମୀ ସହ କରନ୍ତୁ ଏହି କାମ ତାପରେ ଦେଖନ୍ତୁ ଫାଇଦା

wife

ବନ୍ଧୁଗଣ ଆମ ଭାରତ ବର୍ଷରେ ଓ ଆମର ସମାଜରେ କିଛି ଏଭଳି ଲୋକମାନେ ଅଛନ୍ତି ଯିଏ କି ଧର୍ମକୁ ମାନିଥାନ୍ତି ଓ କିଛି ଏମିତି ବି ଲୋକମାନେ ଅଛନ୍ତି ଯେଉଁମାନେ ଧର୍ମକୁ ମାନନ୍ତି ନାହିଁ। ଆଜି ଆମେ ସେହି ଲୋକଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ଧର୍ମକୁ ମାନନ୍ତି।ବନ୍ଧୁଗଣ ସକାଳୁ ଶୀଘ୍ର ଉଠିବା ଏହା ଆମ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ ଓ ସ୍ୱାସ୍ଥ୍ୟ ଉପରେ ବହୁତ ସକାରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ।ଆଜି ଆମେ ଆପଣଙ୍କ ସହ କିଛି ଏଭଳି କଥା ଆଲୋଚନା କରିବାକୁ ଯାଉଛୁ, ଯାହାକୁ ପ୍ରତେକ ମହିଳାକୁ ଏହା ସକାଳୁ ଉଠି କରିବାକୁ ପଡିଥାଏ ।

water

1-ଖାଲି ପେଟରେ ପାଣି ପିଇବା
ବନ୍ଧୁମାନେ ପ୍ରତେକ ନାରୀକୁ ସକାଳୁ ଉଠି ପ୍ରଥମ ଖାଲି ପେଟରେ ପାଣି ପିଇବାକୁ ହେବ,କିଛି କିଛି ଲୋକ ବିଛଣା ଉପରେ ବସି ଚା ପିଇବାକୁ ପସନ୍ଦ କରନ୍ତି।କିନ୍ତୁ ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହା ଭଲ ପ୍ରଭାବ ପକାଇଥାଏ,ଛୋଟ ଛୋଟ ରୋଗକୁ ଶରୀରରୁ ଦୂର କରିଥାଏ ଓ ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ମଳ ଓ ଝାଳ ମାଧ୍ୟମରେ ନିର୍ଗତ ହୋଇଥାଏ।ଯାହାଫଳରେ ପେଟ ଜନିତ ରୋଗରୁ ଆମେ ମୁକ୍ତି ପାଇଥାଉ ।

2-ସକାଳୁ ଗାଧୋଇବା
ବନ୍ଧୁମାନେ ସକାଳୁ ଉଠି ପ୍ରତେକ ମହିଳାଙ୍କୁ ପ୍ରଥମେ ଗାଧୋଇବାକୁ ହୋଇଥାଏ।ଯଦି ଆପଣ ସକାଳୁ ପ୍ରତିଦିନ ଗାଧୋଉଛନ୍ତି ତେବେ ଆପଣଙ୍କର ଦିନ ବହୁତ ଆନନ୍ଦ ଓ ଶାନ୍ତି ରେ କଟିଥାଏ,ସକାଳୁ ଗାଧୋଇବା ଦ୍ୱାରା ଛୋଟ ଛୋଟ ରୋଗମାନ ମଧ୍ୟ ଶରୀରକୁ ପ୍ରବେଶ କରିପାରେନାହିଁ ।

3-ତୁଳସୀ ଗଛର ପୂଜା
ପ୍ରତେକ ମହିଳାଙ୍କୁ ସକାଳୁ ଉଠି ସ୍ନାନସାରି ପ୍ରଥମେ ତୁଳସୀ ଗଛର ପୂଜା କରିବା ଉଚିତ।କଥାରେ ଅଛି ତୁଳସୀ ଗଛକୁ ପୂଜା କଲେ ଘରେ ସୁଖ ଶାନ୍ତି ସର୍ବଦା ଲାଗି ରହିଥାଏ। ଓ ତୁଳସୀ ଗଛର ପତ୍ରକୁ ଆମେ ଔଷଧି ରୂପେ ବ୍ୟବହାର କରିବା ଉଚିତ ।

tulasi puja
4-ମନପସନ୍ଦର ଗୀତ ଶୁଣିବା
ସକାଳୁ ଉଠି ସମସ୍ତଙ୍କୁ ମନପସନ୍ଦର ଗୀତ ଶୁଣିବା ଉଚିତ।ଗୀତରେ ସେ ଭଜନ ହେଉ ଅଥଵା ରୋମାଣ୍ଟିକ ଗୀତ,ସର୍ବଦା ସକାଳୁ ଏହା କରିବା ଦ୍ୱାରା ଦେହ ମନ ଖୁସି ରହିଥାଏ।ଓ ବିଭିନ୍ନ ପ୍ରକାର ଚାପରୁ ମୁକ୍ତି ମିଳିଥାଏ ।

5-ସକାଳୁ ଉଠି ସ୍ୱାମୀ ସହ ପ୍ରେମ କରିବା
ମହିଳା ମାନଙ୍କୁ ସକାଳୁ ଉଠି ନିଜର ସ୍ୱାମୀଙ୍କ ସହ ପ୍ରେମ କରିବା ଦ୍ୱାରା ସେମାନଙ୍କ ଭିତରେ ସମ୍ପର୍କ ଓ ଭଲ ପାଇବା ଆହୁରି ସୁଦୃଢ ହୋଇରହିଥାଏ । ଏଥିପାଇଁ ଏହି ସବୁ କାମ ଗୁଡିକ ବିବାହିତ ନାରୀ କୁ ସକାଳୁ ଉଠି ପ୍ରତେକ ଦିନ କଲେ ତାର ବିବାହିତ ଜୀବନ ସୁଖ ଶାନ୍ତିରେ କଟିଥାଏ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *