କାହାକୁ ସବୁଠାରୁ ବେଶୀ ଭଲ ପାଉଛ କି? ଏ ୯ଟି କଥା ତୁମକୁ ଜାଣିବା ଦରକାର

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ସୁନ୍ଦର ସଂମ୍ପର୍କ ଗଢିବା ପାଇଁ ହେଲେ ଧନ ସଂମ୍ପତୀ ର ଆବଶ୍ୟକତା ନଥାଏ ଥାଏ ତ କେବଳ ଭଲପାଇବା , ବିଶ୍ୱାସ , ଏବଂ ଧର୍ଯ୍ୟ ସମସ୍ତ ଙ୍କ ଭାଗ୍ୟ ରେ ପ୍ରେମ ନ ଥାଏ ପ୍ରେମ ଜାହାକୁ ମିଳେ ସେ ତାର ମୂଲ୍ୟ ବୁଝି ପାରେ ନାହିଁ ।

ଆଉ ଯିଏ ନପାରେ ସେ ଦିନ ରାତି ଝୁରୁ ଥାଏ , ଯିଏ କଷ୍ଟ କୁ ବୁଝି ପାରେ ସେ କେବେ ବି ଅନ୍ୟ କାହାର କଷ୍ଟ ର କାରଣ ହୁଏ ନାହିଁ , ଯେଉଁ ମାନେ ସତରେ ଭଲ ପାଆନ୍ତି ସେମାନେ ସବୁ ବେଳେ ଲୁଚି ଲୁଚି କରି କାନ୍ଦନ୍ତି , ଜୀବନ ରେ କାହାକୁ ଭଲ ପାଇବାର ରହିଛି ତ ମାଆ କୁ ଭଲ ପାଆନ୍ତୁ ।love mom

ସେହି ଭଲପାଇବା ରେ ସ୍ୱାର୍ଥପରତା , ପ୍ରତାରଣା ନ ଥାଏ , କାହାକୁ ଅନ୍ଧ ଭଳି ଭଲ ପାଇଲେ ତୁମକୁ ଯନ୍ତ୍ରଣା ମିଳେ , ହେଲେ ସେହି ଯନ୍ତ୍ରଣା ଜାହା ଶିକ୍ଷା ଦିଏ ତାହା ଆଉ କେଉଁଠୀ ମିଳେନା,

ପ୍ରଥମ ପ୍ରେମ ପାଇଁ ଆମେ ଯାହାକୁ ବାଛି ନେଇଥାଉ ସେ ଆମକୁ ମିଳୁ କିମ୍ବା ନ ମିଳୁ ପ୍ରକୃତ ରେ ତାର ଛବି ଚିର ଦିନ ପାଇଁ ରହିଯାଏ , ଆମେ ଯେତେ କଷ୍ଟ ପାଉ ଥିଲେ ବି ଆମକୁ କଷ୍ଟ ଦେବା ମଣିଷ ସବୁ ବେଳେ ଆମ ହୃଦୟ ରେ ହିଁ ରହିଥାଏ ।boys

କିଏ କହୁଛି ପ୍ରେମ ରେ କେବଳ ପ୍ରତାରଣା କଷ୍ଟ ଦିଏ ବେଳେ ବେଳେ ନିଜଠୁ ଅନ୍ୟ କୁ ଅଧିକ ଭଲ ପାଇବା ବି ବହୁତ କଷ୍ଟ ଦିଏ , ଯିଏ ତୁମ ଖୁସୀ ପାଇଁ ଜାଣି ଜାଣି ହାରିଯାଏ ସେହି ଲୋକକୁ ନିଜ ଠାରୁ କେବେ ବି ଦୂରେଇ ଦିଅ ନାହିଁ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *