କେହି ତୃତୀୟ ବ୍ୟକ୍ତି ଆପଣଙ୍କ ପ୍ରେମ ସମ୍ପର୍କ ରେ ପଶିଲେ ଆପଣ କଣ କରିବେ? ଶୀଘ୍ର ଜାଣିନିଅନ୍ତୁ

love

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ଆପଣ ଦୁଇଜଣଙ୍କ ଭିତରେ ଯେତେବେଳେ କୌଣସି ତୃତୀୟ ବ୍ୟକ୍ତି ପ୍ରବେଶ କରେ ସେତେବେଳେ ଆପଣ ଦୁଇ ଜଣଙ୍କ ଭିତରେ ବହୁତ ଅସୁବିଧା ଆସିପାରେ।ଆପଣ ଧ୍ୟାନ ରଖନ୍ତୁ ଯଦି କୌଣସି ତୃତୀୟ ବ୍ୟକ୍ତି ଅପଣଙ୍କ ଭିତରେ ପ୍ରବେଶ କରୁଛନ୍ତି ତାହେଲେ ଆପଣ ନିଜ ସାଥି ସହିତ ଝଗଡା କରିଥାନ୍ତି।ଯାହାଫଳରେ ଆପଣଙ୍କ ସାଥି ଆପଣଙ୍କୁ ଛାଡି ସେ ତୃତୀୟ ବ୍ୟକ୍ତିର ହୋଇଯାନ୍ତି।ଯେତେବେଳେ ଆପଣ ନିଜ ସାଥି ବିଷୟରେ ସବୁ ଜାଣି ସାରିଥାନ୍ତି ଓ ତାଙ୍କୁ ଏ ବିଷୟରେ କିଛି ପଚାରନ୍ତି ତାହେଲେ ସେ ଫାଙ୍କି ଦିଅନ୍ତି ।boy g

ତାପରେ ଆପଣ ଯେତେବେଳେ ସମ୍ପୂର୍ଣ୍ଣ ପ୍ରମାଣ ସହିତ ତାଙ୍କୁ ଏ ବିଷୟରେ କୁହନ୍ତି ତାପରେ ସେ କୁହନ୍ତି,ସେ ଆପଣଙ୍କ ସହିତ ଆଉ ରହି ପାରିବ ନାହିଁ ଆଉ ତାଙ୍କର ମନରେ ଆପଣଙ୍କ ପାଇଁ ଆଉ କୌଣସି ଜାଗା ନାହିଁ ଓ ଆପଣଙ୍କୁ ଛାଡି ପଳେଇ ଯାଆନ୍ତି।ଆପଣଙ୍କୁ ଏ ପରି ସ୍ଥିତିରେ ଆପଣ ବେଇଜ୍ଜତ ହୁଅନ୍ତି ଆଉ ସେତେବେଳେ ସେ ସାଥିକୁ ହରାଇ ବସନ୍ତି।ଆପଣଙ୍କ ସହିତ ଏପରି କିଛି ଅସୁବିଧା ହେଲେ ଆପଣ ମୁର୍ଖତା ନକରି ଏହାକୁ ସାଇକୋଲଜିକାଳି ସୁଧାରୀ ପାରିବେ ।

ଆପଣ ଯେତେବେକେ ଜାଣିବେ ଆପଣଙ୍କ ବ୍ୟତୀତ ତାଙ୍କ ଜୀବନରେ କିଏ ଆସିଛି ଆପଣ ଝଗଡା କରନ୍ତୁ ନାହିଁ ଓ ଆପଣ ତାକୁ ଅଟକେଇବାକୁ ଚେଷ୍ଟା କରନ୍ତି ନାହିଁ । ଆପଣ ଯଦି ତାଙ୍କୁ ସେ ପୁଅ ସହିତ ମିଶିବାକୁ ମନା କରୁଛନ୍ତି ତାହେଲେ ସେ ଆପଣଙ୍କୁ କହିବେ ଆମେ ହେଉଛୁ କେଵଳ ସାଙ୍ଗ । ସାଧାରଣତଃ ଆପଣ ଏ ବିଷୟରେ ଯେତେବେଳେ ଯାହାକୁ କିଛି ମନା କରୁଛନ୍ତି ତାହେଲେ ସେ ସେହି କାମକୁ ନିଶ୍ଚିନ୍ତ କରିଥାଏ।ସେ ଏହି କାମ କଲାବେଳେ ଆପଣଙ୍କୁ ଦେଖେଇ ଦେଖେଇ କରି ପାରେ ନହେଲେ ଲୁଚେଇ କରି ପାରେ।gi

ଆପଣ ଯେତେବେଳେ ଆପଣଙ୍କ ସାଥି ସହିତ ଝଗଡା କରନ୍ତି ଓ ତାଙ୍କୁ ଫୋନ କିମ୍ବା ମେସେଜ କରିବା ବନ୍ଦ କରନ୍ତି ତାହେଲେ ସେ ସମୟରେ ଝିଅ ଯାହାଠାରୁ ଅଧିକ ସ୍ନେହ ଓ ଶ୍ରଧା ପାଇବ ସେ ଝିଅ ତା ପାଖକୁ ଯିବେ।ଶାନ୍ତ ମନରେ ଝଗଡା ନକରି କଥାକୁ ଭଲ ଭାବରେ ବୁଝି କଥାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।ଆପଣ ସେ ସମୟରେ ତାଙ୍କୁ କିଛି କଥା ମନ ପକାଇ ନିଜ ଭଲ ପାଇବାକୁ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତୁ ।

ଆପଣ କିଛି ଉପହାର ଓ ନହେଲେ କିଛି ସପ୍ରାଇଜ ଦେଇ ନିଜ ପ୍ରେମକୁ ଜୀବନ୍ତ କରିବାକୁ ଚେଷ୍ଟା କରାନ୍ତୁ।ନହେଲେ ଆପଣ ପୁରୁଣା ସ୍ମୃତି ସବୁକୁ ମନ ପିଜେଇବାକୁ ଚେଷ୍ଟା କରନ୍ତୁ।ଆପଣଙ୍କ ସମ୍ପର୍କ କେତେ ମୂଲ୍ୟବାନ ଓ ଆପଣ କେତେ କଷ୍ଟ ସହି ଆଜି ଏ ସ୍ଥାନରେ ପହଁଚି ପାରିଛନ୍ତି ତାଙ୍କୁ ସେ ବିଷୟରେ ଅବଗତ କରାନ୍ତୁ।ଯାହା ତାଙ୍କୁ ପସନ୍ଦ ଆସିବ ଓ ସେ ଜେପରି ଖୁସି ହେବେ ସେ ଭଳି ଆପଣ ନିଜ ଭଲ ପାଇବାକୁ ପକାଶ କରାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ । ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *