ପୁରୀ ସ୍ୱର୍ଗଦ୍ୱାରରେ ଶବସତ୍କାର କରିଲେ କଣ ହୁଏ? ଏହି ରହସ୍ୟ ଚମତ୍କାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ପୁରୀ ସ୍ୱର୍ଗଦ୍ବାରା ର କିଛି ରହସ୍ୟ କର କଥା।କୁହାଯାଇଛି ଅଂତିମକ୍ରିୟା ପରେ ଲୋକଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।ବନ୍ଧୁଗଣ ଆପଣ ସମସ୍ତଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ଏ ସଂସାରେ ଜନ୍ମ ହୋଇଥିବା ସମସ୍ତ ପ୍ରାଣୀ ମରିବେ।ମରଣ କୁ କେହି ଅଟକାଇ ପାରିବେ ନାହିଁ କାରଣ ମରଣ ଭାଗବାନ ଙ୍କର ନିରାଟ ବାସ୍ତବ । ଆପଣ ମାନେ ଜାଣିଥିବେ କେହି ମରିବା ପରେ ତାଙ୍କର ଅନ୍ତିମକ୍ରିୟା ଦାହନ ସ୍ବର୍ଗଦ୍ବାରରେ କରାଯାଇଥାଏ । ପ୍ରାୟ ସବୁ ଲୋକଙ୍କ ର ତ ଭାଗ୍ୟ ନଥାଏ କି ସେ ପୁରୀ ସ୍ବର୍ଗଦ୍ବାରେ ତାଙ୍କର ଅନ୍ତିମଦାହନ ହେବା ପାଇିଁ । କାରଣ ସେଠାକୁ ଦୂର ଦୁରାନ୍ତ ଲୋକ ନେବା ପାଇିଁ ସକ୍ଷମ ହୋଇପାରନ୍ତି ନାହିଁ । ତେଣୁ ଆପଣ ମାନେ କେବେ ଜେଣିବାକୁ ଚେଷ୍ଟା କରିଛନ୍ତି କି ସ୍ବର୍ଗଦ୍ବାରରେ ଶବଦାହନ କଲେ କଣ ଫଳପପ୍ରାପ୍ତି ହୋଇଥାଏ ।swarga

ପୂର୍ବପୁରୁଷ ରୁ ଏହା କୁହାଯାଇଛି କି ଏଠାରେ ସଂସ୍କାର କଲେ ସିଧା ସ୍ୱର୍ଗପ୍ରାପ୍ତି ହେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ମହତ୍ତ୍ୱ ସ୍ଥାନରେ ଶବ ଦାହନ କଲେ ମୃତ ମଣିଷ କୁ କଣ ସୁଖ ମିଳିଥାଏ ।

କୁହା ଯାଇଛି କାଳେ ସ୍ବର୍ଗଦ୍ବାର ରେ ଅନ୍ତିମ ଦାହନ କଲେ ସିଧା ସ୍ବର୍ଗପ୍ରାପ୍ତି ହୋଇଥାଏ । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଏହି ସ୍ବର୍ଗଦ୍ବାରା ଶ୍ମସାନରେ “ମା ” କାଳୀ ଆର୍ଭିବାଭ ହୋଇଥାନ୍ତି ଏଥିରେ କୌଣସି ଅବିଶ୍ବାସ ଭଳି କଥା ନାହିଁ । ମା ଙ୍କର ଆବିର୍ଭାବ ଆଜି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମା ଏହି ସ୍ଥାନ ରେ ନିଜର ପୂଜା ପାଇଥାନ୍ତି ତାହା ପୁଣି ପୁରା ବିଧି ବିଧାନ ଅନୁସାରେ ।

ସେ ଏପରି ଜଣେ ସାକ୍ଷାତି ଦେବୀ ଠାକୁରାଣୀ ତାଙ୍କର ଆର୍ଶିବାଦ ଯେଉଁ ବ୍ୟକ୍ତି ଙ୍କ ଉପରେ ରହିବ ସେ ନିଶ୍ଚିତ ଉନ୍ନତ କରିବ । ଆପଣ ଜାଣନ୍ତି ମା ଏହି ଶ୍ମଶାନ କୁ ଜଗିରହିଥାନ୍ତି । ସେଥିପାଇିଁ ତାଙ୍କୁ ଶ୍ମାଶାନ ଜଗୁଆଳୀ ର ଆଖ୍ୟା ଦିଆଯାଇଛି । Swargadwar

ଏହା ମଧ୍ୟ ଅଛି କି ଏହି ଠାରେ ସଂସ୍କାର କରିବାର ୧୧ ଦିନ ଯାଏ ନିଆଁ ଲିଭି ନଥାଏ। ଆପଣ ଯାଇକି ଦେଖି ପାରିବେକି କୌଣସି ଲୋକ ର ଶବ ଜଳୁଥିବା। ସେଥିପାଇଁ ଆପଣ ବି ନିଜ ପରିବାର ବର୍ବ ଙ୍କ ଶବ ଏହିଠାରେ ଦାହ କରିବା ଉଚିତ। ଯାହା ଦ୍ଵାରା ତାଙ୍କୁ ସର୍ଗ ପ୍ରାପ୍ତି ହେବ ।

ଏହି ଥରେ ପ୍ରଭୁ ଜଗନ୍ନାଥ ଙ୍କ ଅପାର କରୁଣା ରହିଥାଏ। ଯଦି ପାପି ଲୋକଙ୍କ ଶବ ଏହିଠାରେ ଦାହ କଲେ ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇ ନଥାଏ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ । ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ। ଧନ୍ୟବାଦ ।

Leave a Reply

Your email address will not be published. Required fields are marked *