Top 10 ଓଡ଼ିଆ ହିରୋଇନ ମାନଙ୍କ ପ୍ରକୃତ ବୟସ ଆଗରୁ ଜାଣିନଥିବେ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡ଼ିଆ ହିରୋଇନ ମାନଙ୍କୁ ଭଲ ଭାବରେ ଜାଣିଥିବେ , ତେବେ ଆଜି ଆମେ ଜାଣିବା କି ଓଡ଼ିଆ ହିରୋଇନ ମାନଙ୍କ ପ୍ରକୃତ ବୟସ କେତେ । ତେବେ ପ୍ରଥମେ ଆସୁଛନ୍ତି ସନମୀରା , ସନମୀରା ଙ୍କୁ ଆପଣ ମାନେଲ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଆକଟିଂ ବି ବେଶ୍ ଭଲ ଭାବରେ ଦେଖିଥିବେ ତେବେ ସନମୀରା କୁ ବର୍ତମାନ ବୟସ ହେଉଛି 18 ବର୍ଷ ।

ଏହା ପରେ ଦୁଇ ନମ୍ବର ରେ ଆସୁଛନ୍ତି ଭୂମିକା ଦାସ ଶିଶୁ କଳାକାର ଭାବରେ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ଭୂମିକା ବର୍ତମାନ ସେ ହିରୋଇନ ଭୂମିକାରେ ଅଭିନୟ କରିଛନ୍ତି ତେବେ ବର୍ତମାନ ତାଙ୍କର ବୟସ ହେଉଛି 19 ବର୍ଷ ।bhumika

ଏହା ପରେ ତିନି ନମ୍ବର ରେ ଆସୁଛନ୍ତି ସିବାନୀ , ସିବାନୀ ମଧ୍ୟ ଶିଶୁ କଳାକାର ଭାବରେ ଓଲିଉଡ୍ ପାଦ ଦେଇଥିଲେ ବର୍ତମାନ ସିବାନୀ ହିରୋଇନ ହୋଇ ସାରିଲେଣି ସିବାନୀ ଙ୍କ ବୟସ ହେଉଛି 21 ବର୍ଷ । ଏହା ପରେ ଚାରି ନମ୍ବର ରେ ଆସୁଛନ୍ତି ସୀତଲ ପାତ୍ର , ସୀତଲ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ସୀତଲ ଜବରଦସ୍ତ ଆକଟିଂ ସହିତ ଭଲ ଡେନ୍ସ ମଧ୍ୟ କରନ୍ତି ବର୍ତମାନ ସୀତଲ ଙ୍କ ବୟସ ହେଉଛି 24 ବର୍ଷ । ଏହା ପରେ ପାଞ୍ଚ ନମ୍ବର ରେ ଆସୁଛନ୍ତି ଏଲିନା ବର୍ତମାନ ଓଡ଼ିଆ ସିନେମାରେ ସେ ନମ୍ବର -1 ହିରୋଇନ ହୋଇ ସାରିଲେଣି ତେବେ ଏଲିନା ଙ୍କ ବର୍ତମାନ ବୟସ 26 ବର୍ଷ ।alina

ଏହା ପରେ 6 ନମ୍ବର ରେ ଆସୁଛନ୍ତି ତମନା , ତମନା ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ ତେବେ ତମନା ଙ୍କ ବର୍ତମାନ ବୟସ ହେଉଛି 26 ବର୍ଷ । ଏହା ପରେ 7 ନମ୍ବର ରେ ଆସୁଛନ୍ତି ଝିଲିକ୍ , ଝିଲିକ୍ ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ ତେବେ ଝିଲିକ୍ ଙ୍କ ବର୍ତମାନ ବୟସ ହେଉଛି 28 ବର୍ଷ । ଏହା ପରେ 8 ନମ୍ବର ରେ ଆସୁଛନ୍ତି ରିୟା , ରିୟାଙ୍କୁ ଆପଣ ମାନେ ବହୁତ ସାରା ଓଡ଼ିଆ ସିନେମାରେ ଦେଖିଥିବେ ଏବେ ତାଙ୍କର ବର୍ତମାନ ବୟସ ହେଉଛି 30 ବର୍ଷ ।tamnna

ଏହା ପରେ 9 ନମ୍ବର ରେ ଆସୁଛନ୍ତି ଅର୍ଚିତା , ଓଲିଉଡ୍ ର ନମ୍ବର -1 ହିରୋଇନ କହିଲେ ଅର୍ଚିତାଙ୍କୁ ବୁଝାଯାଏ ଏବଂ ବହୁତ ସାରା ସିନେମାରେ ସି କାମ କରି ସାରିଛନ୍ତି ଏବେ ତାଙ୍କର ବର୍ତମାନ ବୟସ ହେଉଛି 31 ବର୍ଷ । ଏହା ପରେ 10 ନମ୍ବର ରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶନୀ , ବର୍ଷାଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ଏବେ ତାଙ୍କର ବର୍ତମାନ ବୟସ ହେଉଛି 38 ବର୍ଷ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *