ଆଜିର ସୁନା ରେଟ । ଓଡିଶାରେ ଏବେ ଏତେ କମ ହୋଇଗଲା ସୁନା

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆପଣ ମାନଙ୍କ ପାଇଁ କିଛି ଖୁସୀ ଖବର ରହିଛି ଆଜି ସପ୍ତାହ ର ଦ୍ୱତୀୟ ଦିନ ରେ ବି ସୁନା ଦର ରେ କିଛି ହ୍ରାସ ଦେଖିବା ପାଇଁ ମିଳିଛି , ଜାହାକି ଉଭୟ 22 କେରେଟ୍ ଏବଂ 24 କେରେଟ୍ ସୁନା ରେ ବହୁତ କିଛି ପରିବର୍ତନ ଆସିଛି ତେବେ ଆସନ୍ତୁ ଜାଣି ନେବା କେତେ ରହିଛି ଆଜିର ନୂଆ ଦର ଆପଣ ମାନେ କିଣିବା ପାଇଁ ଗଲେ କେତେ ଦେଇ ଆପଣ ମାନେ କିଣି ପାରିବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବିବରଣୀ ଦେବୁ ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୬,୮୨୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୫୦,୭୨୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୪୫୦ ଟଙ୍କା ଓ ୪୯,୫୯୦ ଟଙ୍କା ଛୁଇଁଛି।

golds

ଏବଂ ଏଠାରେ ବିଶେଷଜ୍ଞ୍ୟ ମାନଙ୍କ କହିବା ଅନୁସାରେ କୋରନା ଭେକ୍ସିନ୍ ବାହାରିବା ପରେ  ଚିକିତ୍ସା କୁ ନେଇ ଲୋକ ମାନଙ୍କ ମଧ୍ୟ ରେ ସାକାରାତ୍ମକ ମାହୋଲ ରହିଛି , ଏବଂ ଏହିଥି ପାଇଁ ଆମେରିକା ଏବଂ ଏସିଆ ବଜାର ରେ ଓସା ପରିଲିଖିତ ହୋଇଛି । ତେବେ ଆସନ୍ତୁ ଜାଣି ନେବା ଆଜିର ନୂଆ ଦର କେତେ ରହିଛି HDFC ସିକ୍ୟୁରିଟି ଅନୁସାରେ ଆଜି ଦିଲ୍ଲୀ ର ସର୍ଫା ବଜାର ରେ 99.9 ପ୍ରତିଶତ ସୁଧ ସୁନା ର 10 ଗ୍ରାମ୍ ପିଛା 47350 ଟଙ୍କା ରୁ ଖସି 46900 ଟଙ୍କା ରେ ରହିଛି ସେହି ପରି ଆମେ ଓଡ଼ିଶା ଦର ବିଷୟ ରେ କହିବା ତେବେ ଆଜିର ଦିନ ରେ 400 ଟଙ୍କା ସସ୍ତା ଦେଖିବା ପାଇଁ ମିଳିଛି ।

କେଉଁ ସହରରେ କେତେ ଦର – 

ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୬୫୦ ଟଙ୍କା ଓ ୪୬,୬୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୮୨୦ ଟଙ୍କା ଓ ୫୦,୭୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୭୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୯୨୦ ଟଙ୍କା ଥିବା ରେକର୍ଡ ହୋଇଛି ।

golds

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୪୯୦ ଟଙ୍କା ଓ ୫୦,୩୧୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ ମଧ୍ୟ ଆଜି କମିଛି। ଆଜି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦୦ଟଙ୍କା କମି ୭୩,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

 

Leave a Reply

Your email address will not be published. Required fields are marked *