ଶ୍ରୀକୃଷ୍ଣଙ୍କ ଏହି ବାଣୀ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ବଦଳାଇ ଦେବ, କେବଳ ଥରେ ପଢିନିଅନ୍ତୁ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ଶ୍ରୀ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ସନ୍ଦେଶ ଯଦି ଆପଣ ନିଜ ଜୀବନରେ ପାଳନ କରିବେ ତାହେଲେ ଆପଣ ଆପଣଙ୍କ ଜୀବନକୁ ସମ୍ପୂର୍ଣ ଭାବରେ ବଦଳାଇପାରିବେ । ମହାଭାରତ ଯୁଧ୍ୟ ସାଧାରଣତଃ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ଯୁଧ୍ୟ ବିଷୟରେ ପରିଚିତ । ଅର୍ଜୁନ ଯେତେବେଳେ ଯୁଧ୍ୟ ମୈଦାନ କି ଓହ୍ଲାଇଥାନ୍ତି ସେହି ସମୟରେ ତାଙ୍କ ସମ୍ମୁଖରେ ସହସ୍ର କୌରବ ସେନାଗଣ ରହିଥାନ୍ତି । ପ୍ରତିଦ୍ବନ୍ଦୀ ରେ ତାଙ୍କର ଭ୍ରାତା ,ଗୁରୁ ଓ ସମ୍ପର୍କୀୟ ମାନଙ୍କୁ ଦେଖି ସେ ଯୁଧ୍ୟ କରିବାକୁ ମନାକରିଥିଲେ । ଅର୍ଜୁନ କହିଥିଲେ କି ଯେଉଁ ଗୁରୁଙ୍କ ଠାରୁ ସେ ଶିକ୍ଷା ନେଇଛନ୍ତି କିପରି ସେ ତାଙ୍କ ସହ ଯୁଦ୍ଧ କରିପାରିବେ ! ଅର୍ଜୁନଙ୍କ ଏହି କଥା ଶୁଣି ଭଗବାନ ଶ୍ରୀ କୃଷ୍ଣ ତାଙ୍କୁ କିଛି ଉପଦେଶ ଦେଇଥିଲେ ,ଯାହାକି ଗୀତା ର ଉପଦେଶ ଆକାରରେ ମଧ୍ୟ ବିବେଚିତ ହୋଇଥାଏ । ଏହି ସବୁ ଉପଦେଶ ଯଦି ଆପଣ ନିଜ ଜୀବନରେ ଉପଯୋଗ କରିବେ ତାହେଲେ ଆପଣ ନିଜ ଜୀବନକୁ ସରଳ କରିପାରିବେ ।krishan

ଶ୍ରୀ କୃଷ୍ଣ ଅର୍ଜୁନକୁ କହିଥିଲେ – ଯଦି କୌଣସି ମଣିଷ ନିଜ ମନ ଉପରେ ନିୟନ୍ତ୍ରଣ ରଖିପାରେନାହିଁ । ତାହେଲେ ତାର ମନ ତାସହ ଶତ୍ରୁ ଭଳି ବ୍ୟବହାର କରିଥାଏ । ମନର ନିୟନ୍ତ୍ରଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ,ଯଦି ତାହା ନହୁଏ ଏହା ଆପଣଙ୍କ ପାଇଁ ବହୁତ ସମସ୍ୟମାନ ନେଇ ଆସିଥାଏ ।

ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ- କିଛି କାମ କରିବା ପୂର୍ବରୁ ପ୍ରଥମେ ନିଜ ଉପରେ ବିଶ୍ୱାସ କର । ବ୍ୟକ୍ତି ନିଜର ବିଶ୍ୱାସ ନିର୍ମିତ ହୋଇଥାଏ । ଯିଏ ଯେମିତି ବିଶ୍ୱାସ କରିଥାଏ ସେମିତି ସେ ଫଳ ପାଇଥାଏ ।

ଶ୍ରୀ କୃଷ୍ଣ ଅର୍ଜୁନକୁ କହିଥିଲେ – ପ୍ରତି କାର୍ଯ୍ୟ କରିବା ପୂର୍ବରୁ ଏହାର ଅଭ୍ୟାସ କରିବା ନିତାନ୍ତ ଆବଶ୍ୟକ । ଯଦି ମନ ଆପଣଙ୍କର ଅଶାନ୍ତ ଥାଏ ତାହେଲେ ଏହାକୁ ନିୟନ୍ତ୍ରଣ କରିବାକୁ କଷ୍ଟ ହୋଇଥାଏ । ଯଦି ଆପଣ ଅଭ୍ୟାସ କରନ୍ତି ,ତାହେଲ ଏହା ସମ୍ଭବ ହୋଇଥାଏ ।Krishna

ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ – କୌଣସି ବି ନିଷ୍ପତି କ୍ରୋଧରେ ଥିବା ବେଳେ ନେବା ଅନୁଚିତ । କ୍ରୋଧରେ ଥିବା ସମୟରେ ଆମ ମନ ନିୟନ୍ତ୍ରଣରେ ରହିନଥାଏ , ଠିକ ଭୁଲ୍ ର ବିଚାର ଆମେ ଏହି ସମୟରେ କରିପାରିନଥାନ୍ତି । ଏହି କାରଣ ଅଟେ କି ଆମେ ସର୍ବଦା କ୍ରୋଧରେ ନରହି ଶାନ୍ତ ମନରେ ରହିବା ଆବଶ୍ୟକ ।

ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ – କେବେବି କୌଣସି ଜିନିଷର ଅଧିକତା କରିବା ଉଚିତ ନୁହେଁ ।ତାହା ସମ୍ପର୍କରେ ହେଉ କିମ୍ବା ଖାଦ୍ୟ,ପାନୀୟ ରେ ହେଉ । କୌଣସି ଜିନିଷରେ ଅଧିକତା ଘାତକ ରୂପ ନେଇଥାଏ । ଯେମିତିକି ସମ୍ପର୍କରେ ମଧୁରତା ଓ କଠୋରତା ରଖିବା ଆବଶ୍ୟକ । ଜୀବନରେ ପ୍ରତିଟି ଜିନିଷର ସନ୍ତୁଳନ ବଜାୟ ରଖିବା ଉଚିତ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *