ଏହି ରାଶିର ଝିଅକୁ ବିବାହ କଲେ ପୁଅ ମାନେ ଧନୀ ହୋଇଯାନ୍ତି।

ଆଜ୍ଞା ଆମେମାନେ ସମସ୍ତେ ଜାଣିଛେ କି ବିବାହ ବନ୍ଧନ‌ ଏକ ପବିତ୍ର ବନ୍ଧନ ହୋଇଥାଏ।ବିବାହ ସାତ ଜନ୍ମ ପାଇଁ ଆତ୍ମା ସହିତ ଆତ୍ମା ର ଏକ ପବିତ୍ର ମିଳନ ଅଟେ।ତେବେ ଆମ ଜୀବନରେ ଆମେମାନେ ସବୁବେଳେ ଦେଖିବା ପାଇଁ ଚାହିଁଥାଉ କି ଯେତେବେଳେ ଆମେ କୈାଣସି ଝିଅକୁ ବିବାହ କରିବା ପାଇଁ ଯାଉଛେ ତେବେ ତାହାର ଜାତି ଗୋତ୍ର ତଥା ରାଶି ସହିତ ଆମ ରାଶିର କିପରି ମିଳନ ହେଉଛି ତାହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନେଇ ଆମେମାନେ ଏହି ବିବାହ କାର୍ଯ୍ୟ ଆରମ୍ଭ କରିବାରେ ଲାଗିଥାଉ।

ଏମିତିରେ ବିବାହ ହେଉଛି କୈାଣସି ଏକ ଖେଳ ଘର ନୁହେଁ।ଏହା ଦ୍ୱାରା ଉଭୟ ପୁଅ ଓ ଝିଅ ତାଙ୍କ ସମ୍ପୂର୍ଣ୍ଣ ପରିବାରର ଭାଗ୍ୟ ନଷ୍ଟ ହୋଇପାରେ।ତେବେ ନିଶ୍ଚିତ ଭାବେ ବିବାହ କରୁଥିବା ପତି ବା ପତ୍ନୀ ଙ୍କ ବିଷୟରେ ଜାଣିନେବା ଆବଶ୍ୟକ ଅଟେ। ଏମିତି ବେଳେ ଯଦି ଆପଣମାନେ ଜ୍ୟୈତିଷ ବିଦ୍ୟା ଉପରେ ବିଶ୍ବାସ କରନ୍ତି ତେବେ ନିଶ୍ଚିତ ଭାବେ ଏହି କଥା ଜାଣିନେବା ଆବଶ୍ୟକ ଅଟେ କି କେଉଁ ରାଶିକୁ ବିବାହ କରିବା ଦ୍ଵାରା କ’ଣ ହୋଇଥାଏ ବା ଆମ ବୈବାହିକ ଜୀବନ ପାଇଁ କେଉଁ ରାଶିର ପତ୍ନୀଟିଏ ବାଛିଲେ ଆମ ପାଇଁ ସର୍ବଦା ସୁଖ ଶାନ୍ତି ମିଳିଥାଏ।

rashi

ତେବେ ଆସନ୍ତୁ ଜାଣିନେବା କି କେଉଁ ରାଶିର ଝିଅ କେଉଁ ରାଶିର ପୁଅ ପାଇଁ ଠିକ୍ ଅଟେ।

୧.ପ୍ରଥମ ରାଶିଟି ହେଉଛି ବିଚ୍ଛା ରାଶି।ଏହି ରାଶିର ସ୍ତ୍ରୀ ମାନେ ସବୁବେଳେ ତଥା ସେମାନେ ସେମାନଙ୍କର ସବୁ ସମୟରେ ଆବେଗପ୍ରବଣ ହୋଇଯାଇଥାନ୍ତି।ଏମିତି ବେଳେ ସେମାନେ ସ୍ୱାମୀ ମାନଙ୍କୁ ବହୁତ ଭଲ ପାଇଥାନ୍ତି। ସର୍ବଦା ସେମାନେ ତାଙ୍କ ପତିଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତି।

womens

୨.ଦ୍ଵିତୀୟ ରାଶିଟି ହେଉଛି ବୃଷ ରାଶି।ଏହି ରାଶିର କନ୍ୟା ମାନେ ବହୁତ ଲାଜକୁଳା ହୋଇଥିବା ବେଳେ ଆମେ ଆପଣମାନଙ୍କୁ କହିବା ପାଇଁ ଚାହିଁବୁ କି ଏମାନେ ବହୁତ ଅଧିକ ଭରଷା ଯୋଗ୍ୟ ସ୍ତ୍ରୀ ଭାବେ ପରିଚିତ ହୋଇଥାନ୍ତି। ତେବେ ଏହିପରି ବେଳେ ଏମାନଙ୍କୁ ଯଦି ଆପଣ ବିବାହ କରନ୍ତି ତେବେ ନିଶ୍ଚିତ ଭାବେ ସୁଖୀ ରହିବେ।

women

୩.ତୃତୀୟ ରାଶି ହେଉଛି କନ୍ୟା ରାଶି,ଏହି ରାଶିର ସ୍ତ୍ରୀ ମାନେ ସବୁବେଳେ ଆଦର୍ଶକୁ ମାନି ଚଳିଥାନ୍ତି।ଏପରିକି ସେମାନେ ସେମାନଙ୍କ ପରିବାର ପାଇଁ ଅଧିକରୁ ଅଧିକ ସମୟ ଦିଅନ୍ତି। ତେବେ ସେମାନେ ତାଙ୍କ ପରିବାରର ସଠିକ୍ ଯତ୍ନ ତଥା ସ୍ୱାମୀ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଏମାନେ ନିଜ ସ୍ୱାମୀକୁ ଧୋକା ଦିଅନ୍ତି ନାହିଁ ବା ଏମାନେ ନିଜେ ଧୋକା ସହି ପାରନ୍ତି ନାହିଁ।

ଏବେ ଆପଣମାନେ ନିଶ୍ଚିତ ଭାବେ ଜାଣିଗଲେ କେଉଁ ରାଶିର ଝିଅମାନଙ୍କୁ ବିବାହ କରିବା ଠିକ୍ ଅଟେ। ଆଶା କରୁଛି ଆପଣ ଏହି ରାଶିର ଝିଅମାନେ ଙ୍କୁ ବିବାହ କରି ଆପଣଙ୍କ ବୈବାହିକ ଜୀବନ ଖୁସିରେ ବିତାଇବେ।

Leave a Reply

Your email address will not be published. Required fields are marked *