ଇଏ ହେଉଛି କମେଡି ତାରକା ଜନି ଲିବରଙ୍କ ଷ୍ଟାଇଲିସ ପୁଅ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

Johnny Liber

ବନ୍ଧୁଗଣ ଆପଣ ମାନେ ଜନି ଲିବର କୁ ତ ଜାଣିଥିବେ, ଯିଏ କି ବଲିଉଡ ଜଗତର କମେଡି ର କିଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ । ବନ୍ଧୁଗଣ ଜନି ଲିବରଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର ଏକ ଗରିବ ପରିବାରରେ ହୋଇଥିଲା । ସେ ଘରର ବଡ ପୁଅ ହୋଇଥିବାରୁ ଘରର ପରିସ୍ଥିତିକୁ ଆଖିଆଗରେ ରଖି ସେ ତାଙ୍କ ପିତାଙ୍କ ସହ ଏକ ଲିବର କମ୍ପାନୀରେ ନିଯୁକ୍ତି ହୋଇଥିଲେ ।

ଏହି ସମୟରେ ସେ ନିଜର କମେଡି ପ୍ରତିଭାକୁ ଆଗକୁ ନେଇଥିଲେ,ଖାଲି ସମୟରେ ସେ ତାଙ୍କ ସହକର୍ମଚାରୀ ଙ୍କୁ ନିଜର କମେଡି ଜରିଆରେ ହସାଉଥିଲେ।ଯେଉଁ କାରଣ ପାଇଁ ତାଙ୍କ ନା ସେଇଦିନଠାରୁ ସମସ୍ତେ ଜନୀ ଲିବର ବୋଲି ଜାଣନ୍ତି।ବନ୍ଧୁମାନେ ଜନି ଫିଲ୍ମ ତାରକାଙ୍କର ନକଲି ଶବ୍ଦ କରିବାରେ ବହୁତ ମହାରଥୀ ଥିଲେ। ଏହି କାରଣ ପାଇଁ ତାଙ୍କୁ ଏକ ଷ୍ଟେଜ ଶୋ ରେ ଡକାଗଲା ତାଙ୍କ କଳା ଫେଖି ସୁନୀଲ ଦେ ତାଙ୍କୁ ଏକ ଫିଲ୍ମ ଅଫର କଲେ,ହେଲେ ତାଙ୍କର ଫିଲ୍ମ ଜୀବନର ପ୍ରଥମ ସଫଳତା ସାହରୁଖ ଖାଁ ଙ୍କ ବାଜିଗର ଫିଲ୍ମ ରେ ହୋଇଥିଲା ।johnny liber

ପରବର୍ତୀ ସମୟରେ ଯେ କେହିବି ତାଙ୍କୁ ଜାଣିବାକୁ ଲାଗିଲେ ପରେ ସେ 300 ରୁ ଅଧିକତର ଫିଲ୍ମ ରେ କାମ କଲେ। ବନ୍ଧୁଗଣ ସେ ସବୁ ପ୍ରକାର ଆକ୍ଟର ମାନଙ୍କ ସହ କାମ କରିଛନ୍ତି ଓ ତାଙ୍କୁ ସେ କୋ ଆକ୍ଟର ଭଳି ସାହାର୍ଯ୍ୟ ମଧ୍ୟ କରିଛନ୍ତି ।

ବନ୍ଧୁଗଣ ଜନୀ ଲିବରଙ୍କର ପତ୍ନୀ ହେଉଛନ୍ତି ସୁଜାତା ଓ ତାଙ୍କର ଏକ ପୁଅ ଓ ଏକମାତ୍ର ଝିଅ ଅଛନ୍ତି,ଝିଅ ର ନାମ ଜ୍ୟାକି ଅଟେ ଯିଏ କି ଏବେ କମେଡିଆନ ଭୂମିକାରେ ଅଭିନୟ କରୁଛନ୍ତି। ଓ ପୁଅ ହେଉଛନ୍ତି ଜ୍ୟେସ ଯେତେବେଳେ ତାଙ୍କ ପୁଅ 12 ବର୍ଷର ଥିଲା ସେହିସମୟରେ ତାଙ୍କ ପୁଅର ଗଳାରେ ଟ୍ୟୁମର ହୋଇଥିଲା ଯାହା ଭଲ ହେବା ପାଇଁ ବହୁତ ସମୟ ଲାଗିଥିବା ସତ୍ୱେ ଭଲ ହୋଇଯାଇଥିଲା ।johnny

କିନ୍ତୁ ଜନୀ ଲିବରଙ୍କ କହିବାନୁଯାୟୀ ଏବେ ତାଙ୍କ ପୁଅ ଜ୍ୟୋଶ ଲିବର ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଓ ସେ ଖୁବ ଶୀଘ୍ର ବଲିଉଡ଼ ରେ ପଦାର୍ପଣ କରିବାକୁ ଯାଉଛନ୍ତି । କିଛି ଭଲ ସୁଯୋଗ ଓ ଭଲ ଚଳଚ୍ଚିତ୍ରର ଭୂମିକା ମିଳିବା ମାତ୍ରେ ସେ ଫିଲ୍ମ ରେ ପଦାର୍ପଣ କରିବେ । ଏହା ଥିଲା ଆଜିର ସୂଚନା ଜନି ଲିବରଙ୍କ ଫାମିଲି ଓ ତାଙ୍କ ଏକମାତ୍ର ପୁଅ ବିଷୟରେ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ । ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *