ଫେସବୁକ ପ୍ରେମ କରି ଫସିଲେ ସାର୍ |

sar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ହାଇଟେକ୍ ପ୍ରେମ କରି ଫସିଗଲେ ସାର୍ ଏକାଉଣ୍ଟ ରୁ ଟଙ୍କା ନେଇଗଲେ ଅନାମିକା ସୁନ୍ଦରୀ ଅନଲାଇନ୍ ରେ ଅଶିଳ୍ଲ ଚାଟିଂ କରି ଧରା ପଡିଛନ୍ତି ଶିକ୍ଷ୍ୟକ ଏବଂ ହରାଇଛନ୍ତି 30 ହଜାର ଟଙ୍କା ରାଜଧାନୀ ଭୁବନେଶ୍ୱର ରେ ଘଟି ଥିବା ଏମିତି ଏକ ଘଟଣା ବେସ୍ ଚର୍ଚ୍ଚା ରେ ରହିଛି ।

ତେବେ ଘଟଣା ଟି କେମିତି ଥିଲା କେମିତି ସାର ଜଣଙ୍କୁ ସୁନ୍ଧରୀ ଫସେଇ ଥିଲେ ଆସନ୍ତୁ ଏହି ନେଇ ସଂମ୍ପର୍ଣ୍ଣ ଖବର ଟି ଜାଣି ନେବା , ତେବେ ଖବର ଅନୁସାରେ ଚନ୍ଦ୍ର ସେଖର ପୁର ଅଞ୍ଚଳ ରେ ରହି ଥିବା ଏକ ଘୋରଇ ସ୍କୁଲ ରେ ଶିକ୍ଷକ ଜଣଙ୍କ ଚାକିରୀ କରନ୍ତି ।sar

କିଛି ମାସ ତଳେ ଫେସବୁକ୍ ରେ ଏକ ଯୁବତୀ ଙ୍କର ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା ଫେସବୁକ ରେ ଏହି ଯୁବତୀ ଜଣଙ୍କ ରିକ୍ୟୁଏଷ୍ଟ ଦେଖି ଶିକ୍ଷକ ଜଣଙ୍କ ଏକ୍ସେପ୍ଟ କରି ଥିଲେ ଏହା ପରେ ମେସେଜ୍ ରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା ପରେ ଉଭୟ ରନ୍ ଦିଆନିଆ ବି ହୋଇଥିଲେ । ଯୁବତୀ ଜଣଙ୍କ ପ୍ରଥମେ କିଛି ଅଶିଲ୍ପ ଫୋଟ ପଠେଇ ଶିକ୍ଷକ ଙ୍କୁ ପ୍ରୋଲଭିତ କରି ଥିଲେ ଘରେ କେହି ନ ଥିବାରୁ ଶିକ୍ଷକ ଜଣଙ୍କ ଚାଟିଂ କରି ଥିଲେ ।

ଏହା ପରେ ଯୁବତୀ ଜଣଙ୍କ ତାଙ୍କର କିଛି ଲଗ୍ନ ଫୋଟ ଦେଇଥିଲେ ଶିକ୍ଷକ ଜଣଙ୍କ ନିଜର ଲଗ୍ନ ଫୋଟ ଉଠେଇ ଉକ୍ତ ଯୁବତୀ ଙ୍କ ପାଖକୁ ପଠେଇ ଥିଲେ ଏଭଂ ଯୁବତୀ ଜଣଙ୍କ ଏହାର ଫାଇଦା ନେଇ ସ୍କ୍ରିନ୍ ରେକର୍ଡିଂ କରି ଥିଲେ ।money

ଏବଂ କିଛି ଦିନ ପରେ ଉକ୍ତ ଭିଡ଼ିଓ ଦେଖେଇ ଶିକ୍ଷତ ଙ୍କୁ ବ୍ଲାକ୍ ମେଲିଂ କରି ଥିଲେ ପ୍ରଥମେ 10 ହଜାର ଏବଂ ପରେ ଆଉ ଦୁଇ ଥର 20 ହଜାର ମାନେ 30 ହଜାର ନେଇ ଥିଲେ , ପୁଣି କିଛି ଦିନ ପରେ ଯୁବତୀ ଟଙ୍କା ମାଗିବାରୁ ଶିକ୍ଷକ ଜଣଙ୍କ ଅଭିଯୋଗ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *