ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ ଘୋଷଣା ଜଲଦି ଦେଖନ୍ତୁ ସମସ୍ତଙ୍କୁ ମିଳିବ ମାଗଣାରେ ମିଳିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୂଖ୍ୟ ମନ୍ତ୍ରୀ ନବିନ୍ ପଟ୍ଟନାୟକ ଙ୍କର ସବୁଠୁ ବଡ ଘୋଷଣା ତେବେ ବର୍ତମାନ ସମୟ ରେ ଏହା ସବୁଠୁ ବଡ ଖବର ଆସୁଛି ଜାହାକୁ ଆପଣ ମାନେ ନିବାତି ଜାଣି ରଖିବା ଦରକାର , ତେବେ ମୂଖ୍ୟ ମନ୍ତ୍ରୀ ନବିନ୍ ପଟ୍ଟନାୟକ ଘୋଷଣା କରିଛନ୍ତି କି ଓଡିଶା ରେ ଏବେ ଦିଆଯିବ କରୋନାର ମାଗଣା ଟୀକା ।nabine p

ତେବେ ଆପଣ ମାନେ ଠିକ୍ ସଣିଲେ ସେମିତି ରେ ଆପଣ ମାନେ ଜାଣି ଥିବେ ମେ 1 ରୁ 18 ବର୍ଷ ରୁ ଉର୍ଦ୍ଧ ଲୋକ ମାନଙ୍କ ପାଇଁ ଟୀକା କରଣ ଆରମ୍ଭ ହେଉଛି , ଦେଶ ରେ ଅଧିକାଶଂ ସ୍ଥାନ ରେ ଏହି ଟୀକା ସଂମ୍ପର୍ଣ୍ଣ ମାଗଣା ରହିଥିବା ବେଳେ , ଓଡିଶା ରେ ବର୍ତ୍ତମାନ ସମୟ ରେ ବି ସ୍ଥିର ହୋଇ ପାରୁ ନ ଥିଲା କି ଟୀକା ପଇସା ଦେଇ ହେବ କି ମାଗଣଆ ଦିଆଯିବ ,

ହେଲେ ବର୍ତ୍ତମାନ ସମୟ ରେ ମୂଖ୍ୟ ମନ୍ତ୍ରୀ ନବିନ୍ ପଟ୍ଟନାୟକ ନିଜେ ଘୋଷଣା କରିଛନ୍ତି କି ଏହି ଟୀକା କୁ ସଂମ୍ପର୍ଣ୍ଣ ଭାବେ ମାଗଣା ଦିଆଯିବ , ଏବଂ ଏହା ପାଇଁ ସଂମ୍ପର୍ଣ୍ଣ 3 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଜାଇଛି ,tika

ତେବେ ଓଡିଶା ରେ ଯଦି ଦେଖିବା ତେବେ ଦୁଇ କୋଟି ଲୋକ ମାନଙ୍କୁ ମାଗଣା ରେ ଟୀକା ଯୋଗେଇ ଦେବେ ଓଡିଶା ସରକାର ସେମିତି ରେ ପୂର୍ବ ରୁ ଅନ୍ୟ ରାଜ୍ୟ ମାନଙ୍କ ରେ ଅଧିକ ବୟସ ଲୋକ ମାନଙ୍କ ପାଇଁ ଟୀକା କରଣ ବ୍ୟବସ୍ଥା ରହି ଥିବା ବେଳେ ଆମ ରାଜ୍ୟ ରେ ମେ 1 ରୁ 18 ବର୍ଷ ରୁ ଉର୍ଦ୍ଧ ଲୋକ ମାନଙ୍କ ଟୀକା କରଣ ଆରମ୍ଭ ହୋଇଯିବ ।

ତେବେ ଏହି ଦିନ ରେ ଦିଆଯିବାକୁ ଥିବା ଟୂକା ସଂମ୍ପର୍ଣ୍ଣ ମାଗଣା ରହିବ ତେବେ ଏହା ଥିଲା ବର୍ତ୍ତମାନ ସମୟ ର ବଡ ଖବର , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *