ଏହି ମାସରେ ଶନି ଦେବ୍ ହେଲେ ଖୁସି, ଢାଳିବେ ପ୍ରଚୁର ଧନ |

shani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଦଶା ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିନ୍ତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ । କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝିପାରି ନଥାଉ ଯାହା ଫଳରେ ଆମ ସହିତ କିଛି ଘଟଣା ଘଟିଜାଇ ଥାଏ କିନ୍ତି ଏହିଠାରେ ଆମେ କହିରଖୁଛୁ ଯେ ପ୍ରତେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟରେ କହିବାକୁ ଜାଉଛୁ ।

ତେବେ ଆମର ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନିୟାର ଦେବତା ବୋଲି କୁହାଯାଏ , ଶନିଦେବ ଯେତେବେଳେ କାହାର ଉପରେ ଖୁସୀ ହୁଅନ୍ତି ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ , ଶନି ଭଗବାନ କାହାର ଶତୃ ନୁହନ୍ତି ବଂମ ମିତ୍ର ଅଟନ୍ତି ଶନି ଗ୍ରହ ଜଣେ ନିୟ ପ୍ରିୟ ଗ୍ରହ ଅଟନ୍ତି ଯିଏକି ପ୍ରତେକ ପ୍ରାଣି ସହିତ ନିୟ କରିଥାନ୍ତି କିନ୍ତୁ ଯେଉଁ ଲୋକମାନେ ଭୁଲୁ କାର୍ଯ୍ୟ କରନ୍ତି ସେମାନଙ୍କୁ ଭଗବାନ ଶନିଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ।shani dev

ଆପଣଙ୍କୁ କହିଦେଉଛୁ ଯେ ଯେତେବେଳେ ଶନିଦେବ ନିଜର ଚଳନ ବଦାଳନ୍ତି ତେବେ ସେ ରାଶି ମାନଙ୍କର ଅନୁସାରେ କାହାର ଉପରେ ଭାରି ପଡନ୍ତି ଏବଂ କାହାର ଉପରେ ଖୁସୀ ହୁଅନ୍ତି ଏମିତିରେ ସବୁ ବାର ରାଶି ମାନଙ୍କ ଉପରେ ଶନିଙ୍କର ପ୍ରଭାବ ରହିଥାଏ । କିନ୍ତୁ ଏହି ମାସରେ  ଜ୍ୟୋତିଷ ଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନ ଶନିଦେବ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସି ପୂର୍ଣ୍ଣ ରହିବେ ବୋଲି କୁହା ଯାଇଛି ତେବେ ଆସନ୍ତୁ ଜାଣିନେବା କଣ ସେହି ରାଶି ଗୋଡିକ ।

ପ୍ରଥମ ରାଶି ହେଉଛି ମେଷ ରାଶି ଏହି ରାଶିର ବ୍ୟକ୍ତି ମାନଙ୍କ ଖରାପ ସମୟ ଏବେ ଶେଷ ହୋଇ ସାରିଛି ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ନିଜର କୃପା ଦୃଷ୍ଟି ରଖିବେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସ୍ନମାନର ପ୍ରାପ୍ତି ହେବ ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଛି ଏବଂ ଘର ପରିବାରରେ ଖୁସିର ବାତା ବରଣ ରହିବ ।shani

ଆଗାମୀ ରାଶିଟି ହେଉଛି ସିଂହ ରାଶି ଶନି ଦେବଙ୍କ କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଷିବ ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାରରେ ଆତ୍ମ ବିଶ୍ୱାସ ଅଭାବ ଆଉ ରହିବ ନାହିଁ , ଏମାନଙ୍କ ସବୁ ମନସ୍କାମନା ଭଗବାନ ଶନି ଦେବଙ୍କର ଦ୍ୱାରା ପୁରଣ ହୋଇଯିବ କିନ୍ତୁ ଗୋଟିଏ କଥାରେ ଧ୍ୟାନ ଦିଅନ୍ତୁ ଯେ ଆପୁଣଙ୍କୁ ସମ୍ପୂର୍ଣ୍ଣ ପରିଶର୍ମ ଏବଂ ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର ।

ତେବେ ଆଗାମୀ ରାଶିଟି ହେଉଛି କନ୍ୟା ରାଶି ଆପଣଙ୍କ ଉଧାର ଶନି ମହାରାଜ କରିବେ କିନ୍ତୁ ଗୋଟିଏ ସର୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜର ଜୀବନ ସାଥିଙ୍କ ସହିତ କାଟିବାକୁ ପଡିବ ତେବେ ଜାଇ ଶନି ଦେବଙ୍କର କୃପା ଦ୍ୱାରା ଆପଣଙ୍କର ସାର ଜୀବନ ସଖମୟ ରହିବ ଏବଂ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୁରଣ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *