ଫୁଣି ଭୟଙ୍କର ବର୍ଷା, ଫିଛା ଛାଡିବନି ନିର୍ଘାତିଆ ବର୍ଷା,

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 21 ତାରିଖ ରୁ ପୁଣି ବର୍ଷୀବ ଓଡିଶାରେ। ଆଉ 24 ଘଣ୍ଟା ପରେ 4 ଡୀଗ୍ରୀ ଖସିବ ପାରଦ ଏହା ସହିତ ରାଜ୍ୟ ର କେତେକ ସ୍ଥାନ ବର୍ଷା ସମ୍ଭାବନା ରହି ଥିବା ବେଳେ ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ବିବରଣୀ ନେଇ ନେବା

ଆସନ୍ତା 20 ତାରିଖ ରୁ ପୁଣି ରାଜ୍ୟ ରେ ବର୍ଷା ବଢିବ । ଆସନ୍ତା 20 ତାରିଖ ରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ 4 ଡୀଗ୍ରୀ କମିବା ସହିତ 25 ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ଏପରି ସ୍ଥିତି ଲାଗି ରହିବ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଜ୍ଞ୍ୟନ କେନ୍ଦ୍ର ଏପରି ଆକଳନ କରିବା ସହିତ ଏହି ତିନି ଦିନ ପାଇଁ ୟୋଲ ୱାର୍ଣ୍ଣ ଜାରି କରିଛି ।ଗତ କିଛି ଦିନ ହେଲା ପଶ୍ଚିମା ପବନ ପ୍ରଭାବିତ ହେଉ ଥିବାରୁ ରାଜ୍ୟ ରେ ଗ୍ରୀଷ୍ମ ର ପ୍ରୋକପ ଟିକିଏ ଅଧିକ ରହି ଥିଲା  ।khu

ହେଲେ ଆସନ୍ତା 20 ତାରିଖ ପରେ ଏହି ପଶ୍ଚିମା ପବନ ବନ୍ଦ ହୋଇ ଯିବା ପରେ ପୁଣି ଥରେ ଗ୍ରୀଷ୍ମ  ର ପ୍ରଭାବ କମିବା ପାଇଁ ଲାଗିବ ,ସେହି ପରି ପାଣି ପାଗ ବିଭାଗ ର ସୁରେନ୍ଦ୍ର ନାଥ ପଶୁ ପାଳକ କହିଛନ୍ତି ଯେ ଆସନ୍ତା ପାଞ୍ଚ ରୁସାତ ଦିନ ମଧ୍ୟ ରେ କେତେକ ସ୍ଥାନ ରେ  ତାପମାତ୍ରା କମିବା ଯୋଗୁଁ ଗ୍ରୀଷ୍ମ ର ପ୍ରୋକପ କିଛି କମିବ ମାତ୍ର ଆରବ ସାଗରରେ ସୃଷ୍ଟି ହୋଇଥିବା ତଉକେତର ପ୍ରଭାବରେ ଓଡିଶାର ବିଭିନ୍ନା ଜାଗାରେ 20ରୁ23 ଜାଏ ବର୍ଷାହେବ।khudi

ଅନୁମାନ କରା ଜାଉଛି ଆସନ୍ତା କାଲି ଠାରୁ ତାପମାତ୍ରା ସାମାନ୍ୟ କମିବ ଏବଂ 20 ତାରିଖ ରୁ ଏହା କମ ହୋଇ 25 ତାରିଖ ପର୍ଯ୍ୟନ୍ତ ଏହା ପାଞ୍ଚ ଡୀଗ୍ରୀ ପର୍ଯ୍ୟନ୍ତ କମିବ ଫଳ ରେ ବିଶେଷ ଗ୍ରୀଷ୍ମ ଅନୁଭୂତ ହେବ ନାହିଁ

ତେବେ ଯଦି ଆମେ ଆକୁୟ ୱେଦର ୱେବସାଇଟ କଥା କହିବା , ତେବେ ସେଥିରେ ମଧ୍ୟ ଏହି ବର୍ଷାର ସୁଚନା ରହିଛି , ଜାହାକି ଆପଣ ଉପର ପୋଷ୍ଟରେ ଦେଖି ପାରୁଥିବେ । ଏହି ଭଳି ପାଣିପାଗ ସମ୍ଭନ୍ଧୀୟ ଖବର ବିଷୟରେ ସଠିକ ଓ ନିରପକ୍ଷ ଖବର ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *