ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ଆମ ଜୀବନରେ ଲୁଣର ଉପଯୋଗ ବହୁତ ଗୁଡିଏ ରହିଛି। ଆଉ ଏହାର ସଠିକ ଉପଯୋଗ କରିବା ବହୁତ କମ ଲୋକ ଜାଣିଛନ୍ତି। ଆଉ ଏହାକୁ ସଠିକ ଭାବରେ ବ୍ୟବହାର କରିବାର ଅନେକ ଅନେକ ଓ ବଢିଆ ବଢିଆ ଉପାୟ ଗୁଡିକ ଅଛି ମିନ୍ତୁ ଆଜି ଆମେ ଲୁଣର ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ସେମିତିରେ ଲୁଣ ବହୁତ ପ୍ରକାରର ହୋଇଥାଏ,ଯେମିତିକି ପାହାଡ଼ି ଲୁଣ,ସାମୁଦ୍ରିକ ଲୁଣ,ବିଟ ଲୁଣ ଓ ସାଧାରଣ ଲୁଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଲୁଣ କୁ ଚନ୍ଦ୍ର ଓ ସୁର୍ଯ୍ୟଙ୍କ ପ୍ରତି ନିଧି ଭାବରେ ମାନିଥାଉ ।
ଯଦି ଆପଣ ଲୁଣ ଙ୍କୁ ପ୍ରାୟ ସମୟରେ ଷ୍ଟିଲ ବାସନରେ ରଖନ୍ତି ତାହେଲେ ଏହା ଦ୍ୱାର ଚନ୍ଦ୍ର ଓ ଶନିଙ୍କର ମିଳନ ହୋଇଥାଏ,ଯାହା ଆମ ପାଇଁ ଘାତକ ସିଦ୍ଧ ହୋଇଥାଏ । ଏହା ଦ୍ୱାରା ଆମକୁ ରୋଗ ଓ ଦୁଃଖର ଓ ଅନେକ ପ୍ରକାରର ଅଭାବ ଅନାଟନ ଭୋଗିବାକୁ ପଡେ,ସେଥିପାଇଁ ଲୁଣ କୁ ଆମେ ଷ୍ଟିଲ ବାସନରେ ରଖିବା ଉଚିତ ନୁହେଁ।ଲୁଣ କୁ କୌଣସି ପ୍ଲାଷ୍ଟିକ ଵାସନ ରେ ମଧ୍ୟ ରଖିବା ଉଚିତ ନୁହେଁ। ଏହାକୁ ପ୍ଲାଷ୍ଟିକ ବାସନରେ ରଖିବା ଦ୍ୱାରା ଆମକୁ ଭିନ୍ନ ଭିନ୍ନ ପ୍ରକାରର ସମସ୍ୟାରେ ପଡି ପାରନ୍ତି।ଯାହାଦ୍ୱାର ଆମର ଧନ ହାନି ଓ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହାକୁ କେବଳ ଏକ କାଚ ପାତ୍ରରେ ରଖିବା ଉଚିତ।ଖାଦ୍ୟ କୁ ସ୍ୱାଦିଷ୍ଟ କରିବା ପାଇଁ ଆମେ ପରେ ଲୁଣ ର ବ୍ୟବହାର କରିଥାଉ ଆଉ ଏହା ପରେ ଯଦି ଲୁଣ ବଳି ପଡୁଛି ତାହେଲେ ସେଇଟା ମଧ୍ୟ ଆମ ପାଇଁ ଖରାପ ହୋଇଥାଏ।ଲୁଣ ବଳି ପଡିବା ଦ୍ୱାର ଚନ୍ଦ୍ର ଓ ଶୁକ୍ର ଦୁଇ ଗ୍ରହ ଦୁର୍ବଳ ହୋଇଥାନ୍ତି।ଖାଦ୍ୟ ରାନ୍ଧିବା ସମୟରେ ଏହାକୁ ଚାଖନ୍ତୁ ନାହିଁ ଏମିତି କରିବା ଦ୍ୱାରା ଖାଇବାର ପବିତ୍ରତା ନଷ୍ଟ ହୋଇଥାଏ ଆଉ ଆମେ ଦରିଦ୍ର ହୋଇଥାଉ। ଲୁଣ କୁ କାହା ହାତରେ ସିଧାସଳଖ ଦିଅନ୍ତୁ ନାହିଁ ଯାହାଦ୍ୱାର ବ୍ୟକ୍ତି ସହିତ ସମ୍ପର୍କ ଖରାପ ହୋଇଥାଏ ।
ଆସନ୍ତୁ ଜାଣିବା ଲୁଣ ସମ୍ବନ୍ଧୀୟ କେତେକ ଉପାୟ:-
୧.ଦରିଦ୍ରତା କମ କରିବା ପାଇଁ:-ସାମୁଦ୍ରିକ ଲୁଣ ଦ୍ୱାରା ସପ୍ତାହରେ ଗୋଟେ ଦିନ ମାନେ କେବଳ ଗୁରୁବାର କୁ ଛାଡି ଆଉ ସବୁ ବାରରେ ପାଣିରେ ଏହି ଲୁଣ ମିଶାଇ ଘର ପୋଛା ମାରିବା ଉଚିତ ।ଏମିତି କରିବା ଦ୍ୱାର ଲକ୍ଷ୍ମୀ ପ୍ରାପ୍ତିର ମାର୍ଗ ଖୋଲି ଥାଏ ଆଉ ଆମକୁ ବିନା କାରଣରେ ଦାରିଦ୍ରତା ପ୍ରାପ୍ତ ହୁଏ ନାହିଁ ।
୨.ଧନର ଆଗମନ ଜାରି ରଖିବା ପାଇଁ:-ଘରେ ଧନର ଆଗମନ ବଢ଼େଇବା ପାଇଁ ଘରର ନୈରୁତ କୋଣ ବା ଦକ୍ଷିଣ ପଶ୍ଚିମ କୋଣରେ ଗୋଟେ କାଚ ଗିଲାସରେ ପାଣି ଓ ଲୁଣ ମିଶେଇ ରଖି ଦିଅନ୍ତୁ ।
୩.ବାଥରୁମ ଓ ଟଇଲେଟ ଦୋଷରୁ ମୁକ୍ତି ପାଇଁ:-ସେଥିପାଇଁ ଆପଣ ସମୁଦ୍ର ଲୁଣ କାଚ ପାତ୍ରରେ ପୁରାଇ ବାଥରୁମରେ ରଖନ୍ତୁ । ଏହା ଦ୍ୱାରା ଘରର ନକାରାତ୍ମକ ଶକ୍ତି କମିଥାଏ।ଆଉ ପ୍ରତି ମାସରେ ଲୁଣ ରିବର୍ତ୍ତନ କରିବେ ।
୪.ଖ୍ରାପଦ୍ରୁଷ୍ଟିରୁ ବଞ୍ଚିବା ପାଇଁ:-ଯଦି କାହାକୁ ଖରାପ ନଜର ଲାଗିଛି ତାହେଲେ ଗୋଟେ ଚୁଟକି ଲିଣ ତା ୪ ପଟରେ ୭ ଥର ବୁଲେଇ ବହୁଥିବା ସମୁଦ୍ର ପାଣିରେ ଭସାଇ ଦେବେ ।
୫.ବାସ୍ତୁଦୋଷ କାଟିବା ପାଇଁ:-ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି ଆପଣ ତାକୁ ବଦଳେଇ ପାରିବେନି ତାହେଲେ ଦୁଇ ହାତରେ ସାମୁଦ୍ରିକ ଲୁଣ ଦୁଇ ହାତରେ ଧରି ତାକୁ ଭସେଇ ଦିଅନ୍ତୁ ।
୬.ଧ୍ୟାନ ପ୍ରାପ୍ତି ଓ ଉନ୍ନତି ପାଇଁ:-ଲୁଣକୁ କାଚର ପାତ୍ରରେ ରଖି ୪-୫ ଟି ଲବଙ୍ଗ ପକେଇ ଦିଅନ୍ତୁ । ଏହା ଦ୍ୱାରା ଧନର ଆଗମନ ଆରମ୍ବ ହେବାକୁ ଲାଗିଥାଏ। ଆଉ ଘରର ଉନ୍ନତି ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।