ରାଜ୍ୟରେ ପୁଣି ନବମ ରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ଜୁନ ୧ ରୁ ଖୋଲିବା ସମ୍ଭାବନା ।

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆପଣ ମାନେ ଜାଣି ପାରୁ ଥିବେ କି ହ୍ରାସ ପାଉଛି ସଂଙ୍କ୍ରମଣ ଜୁନ୍ 1 ରୁ ନବମ ରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ସମ୍ଭାବନା , ଯେମିତି କି ଆପଣ ମାନେ ଜାଣି ଥିବେ କୋରନା ମହାମାରୀ ପାଇଁ ରାଜ୍ୟ ରେ ସବୁ ସ୍କୁଲ ଏବଂ କଲେଜ୍ ମାନ ବନ୍ଦ ରହିଛି ।

ଏବଂ ଏହି ମଧ୍ୟ ରେ ଆଉ କିଛି ବଡ ଅପଡେଟ୍ ବା ନୂଆ ଘୋଷଣା ଆସିଛି ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ସୂଚନା ଦେବୁ ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।school

ସଂଙ୍କ୍ରମଣ ଭିତରେ ସ୍କୁଲ ଖୋଲି ପାରେ ତେବେ ସଂଙ୍କ୍ରମଣ ସଂଖ୍ୟା ହ୍ରାସ ପାଉ ଥିବାରୁ ସ୍କୁଲ ଖୋଲିବା ସମ୍ଭାବନା ଦେଖା ଦେଇଛି ରାଜ୍ୟ ରେ ଆରୋଗ୍ୟ ହାର 94.38 ରେ ପହଁଚିଛି ଆଉ ଏହି ପରିସ୍ଥିତି ରେ 1 ଜୁନ୍ 2021 ରୁ ନବମ ରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ସମ୍ଭାବନା ରହିଛି ,

ତେବେ ଏହା ପୂର୍ବ ରୁ ସଂଙ୍କ୍ରମଣ କାରଣ ରୁ ସରକାର ଜୁନ୍ ରେ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରି ଥିଲେ ଜାହା ଏବେ 31 ମେ 2021 ରେ ସେଷ ହେବ ,ତେବେ ସରକାର ଙ୍କ ତରଫ ରୁ ମିଳି ଥିବା ସୂଚନା ଅନୁସାରେ ବିଦ୍ୟାଳୟ ଗୁଡିକୁ ଖୋଲିବା ପାଇଁ ଅନୁମତି ମିଳି ପାରେ ବୋଲି ସୂଚନା ରହିଛି ।

ତେବେ ଜୁନ୍ 1 ରେ ଖୋଲିବା ପାଇଁ ଥିବା ବିଦ୍ୟାଳୟ ଗୁଡିକ ନିଶ୍ଚିତ ଭାବେ କୋଭିଡ୍ ନିର୍ଦ୍ଧେଶା ବଳୀ ର ପାଳନ କରିବେ , ତେବେ ପ୍ରତ୍ୟୋକ ଜିଲ୍ଲା ରେ କୋରନା ସଂଙ୍କ୍ରମଣ ଧିରେ ଧିରେ ହ୍ରାସ ପାଉ ଥିବାରୁ ଶିକ୍ଷା ନିଦ୍ଧେଶାଳୟ ଜୁନ୍ 1 ରୁ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଧେଶ ଦେଇଛି ,class

ତେବେ କୋଭିଡ୍ ନିର୍ଦ୍ଧେଶାବଳୀ ଅନୁଜାଇ କେବଳ ଗୋଟିଏ ଛାତ୍ର ଗୋଟିଏ ବ୍ରେଞ୍ଚ ରେ ବସିବେ ଏବଂ ଏହା ସହିତ ପୂର୍ବ ପରି ସେନିଟାଇଜିଙ୍ଗ୍ , ଏବଂ ମାସ୍କ ମଧ୍ୟ ବ୍ୟବହାର କରିବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *