ହେ ପ୍ରଭୁ, ଭୀଷଣ ରୂପ ନେଇ ଓଡିଶା ଆଡକୁ ମାଡି ଆସୁଛି ଭୟଙ୍କର ବାତ୍ୟା ୟାଶ୍

Storm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 72 ଘଣ୍ଟା ରେ ସାମୁଦ୍ରିକ ଝଡ ରେ ପରିଣତ ହେବ ବାତ୍ୟା ୟାଶ୍ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ ତେବେ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଖବର ଆସନ୍ତୁ ଜାଣିନେବା । ଆସୁଛି ଆଉ ଏକ ବାତ୍ୟା ବଙ୍ଗୋପସାଗର ରେ ଦାନା ବାନ୍ଧୁ ଥିବା ଲଘୁଚାପ ବାତ୍ୟା ରେ ପରିଣତ ହେବ ଏବଂ 22 ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ଏବଂ ସ୍ୱଲଗ୍ନ ବଙ୍ଗପ ସାଗର ରେ ସୃଷ୍ଟି ହେବ ଏକ ଲଘୁଚାପ ବଳୟ ,batya

କ୍ରମଶଂ ଏହା ବଳ ଗୋଟାଇ ଶକ୍ତି ଶାଳୀ ହୋଇ ଦକ୍ଷିଣ ପଶ୍ଚିମ ଦିଗ ରେ ଗତି କରିବ 72 ଘଣ୍ଟା ମଧ୍ୟ ରେ ଏହା ସାମୁଦ୍ରିକ ଝ଼ଡ ରେ ପରିଣତ ହେବ ଏବଂ ଏହା ଉତ୍ତର ପଶ୍ଚିମ ଦିଗ ରେ ଗତି କରି ମେ 26 ତାରିଖ ବେଳକୁ ଏହା ଓଡିଶା ପଶ୍ଚିମ ବଙ୍ଗ ସୀମା ରେ ପହଁଚିବ ବୋଲି ସୂଚନା ରହିଛି ।

ହେଲେ ଏହା କେଉଁଠି ଲେଣ୍ଡଫଲ କରିବ ଏବଂ ତିବ୍ରତା କେତେ ରହିବ ତାହା ବର୍ତମାନ ସମୟ ରେ ପ୍ରଷ୍ଟ ହୋଇ ନାହିଁ ଲଘୁଚାପ ସୃଷ୍ଟି ହେବା ପରେ ଏହା ପ୍ରଷ୍ଟ ହେବ ବୋଲି ପାଣି ପାଗ ବିଭାଗ କହିଛି । ତେବେ 22 ତାରିଖ ବେଳକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ ହୋଇଛି ଭିନ୍ନ ଭିନ୍ନ ପାଣି ପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ଯଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ଏହାର ନାମ ରହିବ ୟସ୍ ,batya

ତେବେ ଏହାର ପ୍ରଭାବ ବାଙ୍ଗଲ୍ଲାଦେଶ, ଏବଂ ଉତ୍ତର ପୂର୍ବ ଭାରତ ରହିବ ସେପଟେ ସ୍କାଇମେଟ୍ କହିଛି ସୃଷ୍ଟି ହେବାକୁ ଥିବା ଲଘୁଚାପ ଏହା ଘୃର୍ଣ୍ଣିଂ ବଳୟ ଏବଂ ବତ୍ୟା ର ରୂପ ନେଇ ପାରେ ହେଲେ ଏହା ଭାରତ ନୁହେଁ ମିଆମାର ଉପକୂଳ ରେ ମୁହାଁଇବ ବୋଲି କହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *