ଝିଅ ମାନେ କାକୁଡ଼ି କୁ ଖାଇବାଠାରୁ ବେଶୀ ଏହି ଜାଗାରେ କାମରେ ଲଗାନ୍ତି,ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, କାକୁଡି ଆମ ଦେହ ପାଇଁ ବୋହୁତ ଲାଭପ୍ରଦ ଅଟେ । ଏଥିରେ ଫ୍ୟାଟ୍ ଆଉ କ୍ୟାଲୋରୀ ଅଳ୍ପ ପରିମାଣରେ ଥାଏ ସେଇଥିପାଇଁ ଏହା ପାଖାପାଖି ଖାଇବାରେ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଝିଅମାନେ ଙ୍କୁ ଖାଇବା ଛଡ଼ା ଆହୁରି ବୋହୁତ କିଛି କାମ ପାଇଁ ତାକୁ ବ୍ୟବହାର କରିଥାନ୍ତି । ସେଇଥିପାଇଁ ମୁଁ ଆଜି ଆପଣମାନଙ୍କୁ ଜଣେଇବି କି ଝିଅମାନେ କାକୁଡିର ବ୍ୟବହାର କୋଉଠି କୋଉଠି କରିଥାନ୍ତି ।

୧) ଶରୀରର ଜଳୀୟ ଅଂଶ ବଢ଼ାଇଥାଏ :

କକୁଡ଼ିରେ ପାଣି ପ୍ରଚୁର ମାତ୍ରାରେ ମିଳିଥାଏ । ଏହାକୁ ଯଦି ସଲାଦ୍ ରୂପରେ ଭୋଜନ କରିବେ ତା ଖୁବ୍ ଶୀଘ୍ର ପ୍ରୋଟିନ୍ ଜାତୀୟ ଖାଦ୍ୟ ହଜମ ହେଇଥାଏ । ଏଇଥିରୁ ପାଇବାକୁ ମିଳୁଥିବା ଏରିସ୍ପିଁ ନାମକ ଏଞ୍ଜାଇମ୍ ଖୁବ୍ ଶୀଘ୍ର ପ୍ରୋଟିନ ପାଚନ କରିଥାଏ ।

୨) ଫେସ୍ ମାସ୍କ୍ ବନାନ୍ତି :

କିଛି ଝିଅମାନଙ୍କ ପାଇଁ ନିଜ ଚେହେରା ସବୁକିଛି ହେଇଥାଏ । ସେଇଥିପାଇଁ ସେମାନେ ତାହାର ବୋହୁତ ଯତ୍ନ ନେଇଥାନ୍ତି । ବେଳେବେଳେ ନିଜଠାରୁ ବି ବେଶୀ । ଯେତେବେଳେ ତାଙ୍କ ମୁହଁରେ କଳା ଦାଗ ଆସିଯାଏ ତା ସେଇଥିରୁ ପିଛା ଛୁଡେଇବା ପାଇଁ ସିଏ କାକୁଡ଼ିର ଫେସ୍ ମାସ୍କ ବନେଇ ମୁଁହରେ ଲଗେଇଥାନ୍ତି । ଯାହା ଫଳପ୍ରଦ ବି ହୋଇଥାଏ ।

୩) କେଶ ବଢେଇବା ପାଇଁ ପିଅନ୍ତି କାକୁଡି ଜୁସ୍ ;

କାକୁଡିରେ ବାଳକୁ ପୋଷଣ ପ୍ରଦାନ କରିବା ଭଳି ଗୁଣ ପାଇବାକୁ ମିଳିଥାଏ । ଯଦି ତୁମ ମୁଣ୍ଡର କେଶ ଉପୁଡ଼ି ଯାଉଛି ବା ଦିମୁହିଆ ବାଳ ଅଛି ତ କକୁଡିର ରସ ଗୋଟେ ଭଲ ଉପଲବ୍ଧ ଭଳି ବ୍ୟବହାର ହୋଇପାରିବ । ଏହାକୁ ପାଳଙ୍ଗ ଶାଗ ସାଂଗରେ ଜୁସ ବନେଇ ଏହାର ସେବନ କରିବା କଥା । ଏଥିରେ ମିଳୁଥିବା ସିଲିକନ୍ ଆଉ ସଲ୍ଫର୍ କେଶ ପାଇଁ ବୋହୁତ ଲାଭଦାୟକ ଅଟେ ।juce

୪) ଆଖି ପୋଡିବା ଆଉ ଫୁଲିଯିବା ପାଇଁ ମଧ୍ୟ ଏହାର ବ୍ୟବହାର କରନ୍ତି ;

କକୁଡିରେ ପ୍ରଚୁର ମାତ୍ରାରେ ଅସ୍କର୍ବିକ ଏସିଡ ଆଉ କାଫିକ ଏସିଡ ଥାଏ ଯାହା ଆଖିକୁ ଥଣ୍ଡା ପ୍ରଦାନ କରେ ସଙ୍ଗେ ସଙ୍ଗେ ଆଖିରେ ପାଣି ମଧ୍ୟ ପ୍ରଦାନ କରିଥାଏ । କାକୁଡି ଖାଇବା ଦ୍ଵାରା ଆଖିର ଫୁଲିବା ମଧ୍ୟ କମ୍ ହୋଇଥାଏ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *