ଏହି ଗୋଟିଏ ଭୂଲ କାରଣରୁ ଦୌପଦୀ ଙ୍କ ମୃତ୍ୟୁ ସର୍ବ ପ୍ରଥମେ ହୋଇଥିଲା,ଜାଣିଲେ ଆଶ୍ଚର୍ଯ୍ୟ ହେବେ

Daupadi

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ବନ୍ଧୁଗଣ, ମହାଭାରତ ପୁରାଣ ରୁ ଅନେକ ଶିକ୍ଷା ଆମକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ମହାଭାରତ ର ଏକ ରୋଚକ କାହାଣୀ ଜଣାଇବୁ,କେଉଁ କାରଣ ପାଇଁ ଦୌପଦିଙ୍କର ସର୍ବ ପ୍ରଥମେ ମୃତ୍ୟୁ ଘଟିଥିଲା। ପାଣ୍ଡବମାନେ ରାଜ୍ୟ ପାଠ ତ୍ୟାଗ କରି ହିମାଳୟ ଆଡକୁ ଚାଲି ଯାଇଥିଲେ। ସେତେବେଳେ ଦ୍ରୁପଦି ପ୍ରଥମେ ନିଜର ପ୍ରାଣ ତ୍ୟାଗ କରିଥିଲେ। ସେତେବେଳେ ପାଣ୍ଡବ ମାନଙ୍କ ସହିତ ଏକ କୁକୁର ମଧ୍ୟ ଥିଲା । ପାଣ୍ଡବ ମାନେ ପୃଥିବୀ ପରିକ୍ରମଣ କରିବାକୁ ମଧ୍ୟ ଇଛା ପ୍ରକାଶ କରିଥିଲେ । ତେଣୁ ସେମାନେ ଉତ୍ତର ଦିଗରୁ ଯାତ୍ରା ଆରମ୍ଭ କରିଥିଲେ ।drupit

ସେମାନେ ଯାତ୍ରା ଆରମ୍ଭ କରୁ କରୁ ସେମାନେ ହିମାଳୟରେ ପହଞ୍ଚିଥିଲେ । ସେମାନେ ଯେତେବେଳେ ଆଗକୁ ଆଗକୁ ଗମନ କଲେ ସେମାନଙ୍କୁ ବାଲୁକା ପର୍ବତର ଦର୍ଶନ ହେଲା ଏହାପରେ ସେମାନଙ୍କୁ ମେରୁ ପର୍ବତର ମଧ୍ୟ ଦର୍ଶନ ହେଲା। ଏହି ସମୟରେ ଯାତ୍ରା କରୁକରୁ ଦ୍ରୁପଦି ଗଳି ପଡିଲେ । ଏହି ସମୟରେ ଭୀମ ପଚାରିଲେ ସେ ତ କେବେ କିଛି ପାପ କରିନଥିଲେ ସେ କାହିଁକି ଗଳି ପଡିଲେ। ସେତେବେଳ ଯୁଧିଷ୍ଠିର କହିଲେ ସେ ଆମ ସମସ୍ତଙ୍କ ମଧ୍ୟରୁ ଅର୍ଜୁନଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ ଆମ ମାନଙ୍କ ପାଇଁ ତାଙ୍କ ପ୍ରେମ ସମାନ ନ ଥିଲା। ତେଣୁ ତାଙ୍କ ସହିତ ଏମିତି ହେଲା।ତାଙ୍କର ଏ ଏସମାନତା ପ୍ରେମ କାରଣରୁ ତାଙ୍କର ମୃତ୍ୟୁ ସର୍ବ ପ୍ରଥମେ ହେଲା।

ଏହା ପରେ ସହଦେବ ଗଳି ପଡିଲେ ତାଙ୍କ ପଡିବାର କାରଣ କହିବାକୁ ଯାଇ ଯୁଧିଷ୍ଠିର କହିଲେ କି ସେ ନିଜକୁ ସବୁଠାରୁ ଜ୍ଞାନୀ ବୋଲି ଭାବୁ ଥିଲେ। ଏହି କାରଣରୁ ସର୍ବ ପ୍ରଥମେ ସହଦେବଙ୍କର ମୃତ୍ୟୁ ହୋଇଥିଲା। ତା ପରେ ନକୁଳ ନିଜର ପ୍ରାଣ ତ୍ୟାଗ କରିଥିଲେ । ଏହାର କାରଣ କହିବାକୁ ଯାଇ ଯୁଧିଷ୍ଠିର କହିଲେ କି ନିଜର ରୂପ ପାଇଁ ନକୁଳକୁ ବହୁତ ଅଭିମାନ ଥିଲା। ଏହି କାରଣରୁ ନକୁଳର ମୃତ୍ୟୁ ହୋଇଥିଲା। ନକୁଳ ପରେ ଅର୍ଜୁନର ମାରିବା ଦେଖି ଭୀମ ଯେତେବେଳେ ପଚାରିଥିଲେ ସେ କହିଲେ ଅର୍ଜୁନ ନିଜର ପରାକ୍ରମ ଉପରେ ବହୁତ ଗର୍ବ କରୁଥିଲା । ସେଥିପାଇଁ ତାର ମୃତ୍ୟୁ ଘଟିଲା ।

ଏହା ପରେ ଭୀମ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥିଲେ ତାଙ୍କର ମରିବାର ଖବର ଉପରେ ଯୁଧିଷ୍ଠିର କହିଲେ କି ତାଙ୍କର ମୃତ୍ୟୁ ପାଇଁ ତାଙ୍କର ଅଧିକ ଖାଇବା ଆଉ ଅଯଥାରେ ନିଜର ବଳ ପରିଶ୍ରମ କରିବା ଏହାର କାରଣ ବୋଲି କହିଥିଲେ। ଏହା ସହିତ ତାଙ୍କ ସହିତ ସେହି କୁକୁରଟି ତାଙ୍କ ସହିତ ଚାଲିଥିଲା ଏପରି ଭାବରେ ସେ ସ୍ୱର୍ଗ ପାଖକୁ ପହଞ୍ଚିଥିଲେ ।ju

ଏହି କାରଣ ପାଇଁ ଦୌପଦି ଆଉ ଚାରି ପାଣ୍ଡବ ମୃତ୍ୟୁ ବରଣ କରିଥିଲେ। ସମସ୍ତଙ୍କର କିଛି ନା କିଛି ଭୁଲ କରିଥିଲେ ତେଣୁ ସେମାନେ ନିଜ ସ୍ବ ଶରୀରରେ ସ୍ୱର୍ଗକୁ ଯାଇ ପାରିନଥିଲେ। ଯୁଧିଷ୍ଠିର କିଛି ଭୁଲ କରିନଥିଲେ କି ମିଛ କହିଁ ନ ଥିଲେ ତେଣୁ ସେ ସ୍ବ ଶରୀରରେ ସ୍ବର୍ଗ ଧାମ କୁ ଗମନ କରିଥିଲେ। ତେଣୁ ଏଥିରୁ ଆମକୁ ଶିକ୍ଷା ମିଳିଲା ଯେ ଜୀବନରେ ପାପ କଲେ ଆମକୁ ସ୍ୱର୍ଗ ପ୍ରାପ୍ତି ହୋଇ ପାରିବ ନାହିଁ। ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସୁଛି ତାହେଲେ ଲାଇକ ଆଉ ସେୟାର କରନ୍ତୁ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ । ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ। ଧନ୍ୟବାଦ ।

Leave a Reply

Your email address will not be published. Required fields are marked *