ଡାଇବେଟିସ ହୋଇଥିଲେ ମିଳିଥାଏ ଏହି ୧୦ଟି ଲକ୍ଷଣ। ଆପଣଙ୍କୁ ହୋଇନାହିଁ ତ ଡାଇବେଟିସ

daibatic

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁ ଥର ଭଳି ଏଥର ବି ଆମେ ଆପଣ ଙ୍କ ପାଇଁ ନେଇ ଆସିଛୁ କିଛି ଖାସ ଲେଖା ଯାହା ଆପଣ ଙ୍କୁ ବହୁତ କିଛି ଶିଖିବା କଥା ଜଣେଇବ।ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ। ଯଦି ଆପଣ ଆମ ଓଏବେସାଇଟ କୁ ଲାଇକ,ସେୟାର କରି ନାହାନ୍ତି କରିଦିଅନ୍ତୁ। ଯାହା ଦ୍ବାରା ଆମ ଲେଖା ସର୍ବ ପ୍ରଥମେ ଆପଣଙ୍କ ପାଖରେ ପହଁଚିବ ।

ଆଜି କାଲି ର ମଣିଷ ଆଉ ଆଗ ପରି ନାହାନ୍ତି।କାରଣ ବର୍ତ୍ତମାନର ମିଣିଷ ଙ୍କର ଆୟୁ କମ୍ ହେବା ସହ ରୋଗୀଣ ଅବସ୍ଥାରେ ଜୀବନ ବିତାଉଛନ୍ତି ।ମଣିଷ ତା ଜୀବନ କାଳ ମଧ୍ୟରେ ଅନେକ ରୋଗର ଶିକାର ହେଉଅଛି କିନ୍ତୁ ବର୍ତ୍ତମାନର ସମୟରେ କେନସର ଭଳି ମାରାତ୍ମକ ରୋଗ ଦେଖାଯାଉ ଥିବା ସ୍ଥଳେ ଡାଇବେଟିସ ରେ ମଧ୍ୟ ଶିକାର ହେଉଛନ୍ତି । ତ ସେଭଳି ରୋଗରୁ ମୁକ୍ତି ପାଇବା ପାଇିଁ ଅନେକ ଚେଷ୍ଟା ଜାରି ରହିଥାଏ ଏବଂ ଖାଇବା ଠାରୁ ଆରମ୍ବ କରି ସମସ୍ତ ବ୍ୟବଧାନ ମଧ୍ୟରେ ସେମାନେ ନିଜକୁ ସତର୍କ ରଖିଥାନ୍ତି । ଏପରି କି ପ୍ରେସର ବଡିବା ସମୟରେ ଡାଇବେଟିସ ର ମାତ୍ରା ବୃଦ୍ଧି ପାଇଥାଏ । ଆଜି ଆମେ ସେହି ଡାଇବେଟିସ ଭଳି ଗୁରୁତ୍ବପୂର୍ଣ୍ଣ ରୋଗରୁ କିପରି ଲୋକ ଶିକାର , ନ ହେବେ ତାହାର ୧୦ ଟି ଲକ୍ଷଣ ନେଇ ଆଜି ଆମେ ଆପଣଙ୍କୁ ଏହାର ଆବଶ୍ୟକ ସମ୍ପର୍କରେ ଜଣାଇବା ।diabetec

୧ -ଏହି ରୋଗ ତ ପ୍ରଥମ ଲକ୍ଷଣ ହେଉଛି ପରିସ୍ରା ରେ କିଛି ଅସୁବିଧା ଦେଖାଦେଇଥାଏ। ଯଦି ଏପରି କିଛି ଅନୁଭବ କରୁଛନ୍ତି ତ ଶୀଘ୍ର ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ।

୨-ଏହାର ଦ୍ୱିତୀୟ ଲକ୍ଷଣ ହେଉଛି ଯଦି ହଟାତ ଆପଣ ଙ୍କ ଓଜନ କମିବାରେ ଲାଗେ ତ ଏହା ଡାଇବେଟିସ ର ପ୍ରମୁଖ ଲକ୍ଷଣ ଅଟେ ।

୩-ଏହି ରୋଗ ଥଲେ ସବୁବେଳେ ଆପଣ ଙ୍କୁ ପାଣି ପିଇବାକୁ ଇଚ୍ଛା ହୋଇଥାଏ ।

୪-ପାଣି ପରି ଯଦି ସବୁବେଳେ ଖାଇବାକୁ ଇଚ୍ଚା ହୁଏ ତେବେ ଏହା ଡାଇବେଟିସ ର ଲକ୍ଷଣ ହୋଇପାରେ ତେଣୁ ଏହାର ଲକ୍ଷଣ ଜଣାଗଲେ ଡାକ୍ଟର ଙ୍କ ସହ ପରାମର୍ଶ କରନ୍ତୁ ।

୫-କାମ କରିବା ସମୟରେ ଯଦି ଛାତିକୁ ଆଘାତ କିମ୍ବା ହଇସଁଇ ହୋଇଯାଆନ୍ତି ତେବେ ଏହାର ଲକ୍ଷଣ ଅଟେ ।dai

୬-ଯଦି ଆପଣ ଙ୍କୁ ଠିକ ସେ ଦେଖା ନ ଯାଇ ବେଳେବେଳ ଝାପସା ଦେଖାଯାଉଛି ଏହା ଏହି ରୋଗ ର ଲକ୍ଷଣ ଅଟେ।

୭-ଯଦି ଆପଣଙ୍କର ଶରୀର ଅଙ୍ଗପ୍ରତ୍ୟଙ୍ଗ ଗୁଡିକ ଶୁଖିଲା ହୋଇଯାଏ ତାହାରଲ ଚେକଅପ କରନ୍ତୁ କାରଣ ଏହା ଡାଇବେଟିସର ଲକ୍ଷଣ ।

୮-ଯଦି ଆପଣ ସବୁସମୟ ଥକିବା ଭଳି ଅନୁଭବ କରୁଛନ୍ତି ତ ଆପଣଙ୍କୁ ଏହି ରୋଗ ବୋଲି ଜଣାପଡେ ।

୯-ଅଳ୍ପ କାମକରି ଶରୀରକୁ କ୍ଷ୍ୟୁଣ୍ଣ କରିଦିଏ ତେବେ ଏହା ଡାଇବେଟିସର ଲକ୍ଷଣ ।

୧୦-ଯଦିୁ ସବୁବେଳେ ଆପଣଙ୍କ ମୁଣ୍ଡ ବୁଲେଇ ପ୍ରେସର ବୃଦ୍ଧି ପାଏ ତେବେ ଏହା ଡାଇବେଟିସର ପ୍ରମୁଖ ଲକ୍ଷଣ ହୋଇଥାଏ । ଏଥର ଆପଣ ମାନେ ବୁଝି ଯାଇଥିବେ ଡାଇବେଟିସ ରୋଗ ର ଲକ୍ଷଣ ବିଷୟରେ।ଯଦି ଏହା ମଧ୍ୟ ରୁ କିଛି ଆପଣ ଲକ୍ଷ କରୁଛନ୍ତି ତ ଶୀଘ୍ର ଡାକ୍ତର ଙ୍କ ପରାମର୍ଶ କରନ୍ତୁ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *