ପ୍ରକୃତ ପ୍ରେମ କୁ ଚିହ୍ନିବେ କେମିତି ?

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ପ୍ରକୃତ ପ୍ରେମ ଏବଂ ମିଛ ପ୍ରେମ କୁ ଆପଣ ମାନେ କେମିତି ଚିହ୍ନିବେ , ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ପ୍ରଥମେ କଣ ପୟେଣ୍ଟ ରହିଛି ନା ଯେଉଁଠି ସଚ୍ଚା ପ୍ରେମ ରହିଥାଏ ସେଠାରେ କେବେ ବି କୋଣ୍ଟ୍ରୋଲ ଏବଂ ଚେଞ୍ କରିବା ପାଇଁ ଚାହାଁନ୍ତି ନାହିଁ , ହେଲେ ମିଛ ପ୍ରେମ ହେଲେ କାହାକୁ ଅପସୋସ୍ , ଚେଞ୍ ଏବଂ କୋଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରନ୍ତି ତୁମକୁ ତାଗିଦ୍ କରନ୍ତି ଏବଂ କଣ୍ଢେଇ ଭଳି ନଚେଇଥାନ୍ତି ତେବେ ଜାଣନ୍ତୁ ଏହା କେବେ ବି ପ୍ରକୃତ ପ୍ରେମ ନୁହେଁ ବୋଲି ।love

ସେହି ପରି ବନ୍ଧୁଗଣ ଯେଉଁଠି ସତ ପ୍ରେମ ହୋଇଥାଏ ସେଠାରେ କୋମ୍ପ୍ରମାଇଜ୍ ହୋଇଥାଏ ହେଲେ ସେହି ପ୍ରେମ ଯଦି ମିଛ ହୋଇଥାଏ ତେବେ ସେଠାରେ କେବଳ ନିଜର ଫାଇଦା ବିଷୟ ରେ ହିଁ ଦେଖନ୍ତି ତେବେ ଯଦି ତୁମର ସାମ୍ନା ବାଲା ସବୁ ସମୟ ରେ ନିଜର ଫାଇଦା ବିଷୟ ରେ ଦେଖୁଛି ତେବେ ଏହା କେବେ ବି ସଚ୍ଚା ପ୍ରେମ ହୋଇନଥାଏ ।

ସେହି ପରି ତିନି ରେ ବହୁତ ସମୟ ରେ ଆପଣ ମାନେ ଯଧି ଦେଖିବା ପାଇଁ ପାଆନ୍ତି କି ତୁମର ପାର୍ଟନର କେବେ ବି ତୁମ ସହିତ ଭଲ କଥା ହେବାକୁ ଫୋନ୍ କରନ୍ତି ନାହିଁ ଯେତେ ତାଙ୍କର ତୁମ ସହିତ ଖରାପ୍ କଥା ହେବାର ଥାଏ ସେତେ ବେଳେ ହିଁ ତୁମକୁ ସେ ଫୋନ୍ କରନ୍ତି । ତେବେ ଏଠାରେ ତୁମେ ଜାଣି ନିଅ କି ଏହା ଫେକ୍ ଲଭ୍ ବୋଲି ତେବେ ଏଠାରେ ଦେଖିବା ପାଇଁ ମିଳେ ଏହି ସବୁ ପୁଅ ମାନେ ହିଁ କରନ୍ତି ଝିଅ ମାନେ ବହୁତ କମ୍ ଏହି କ୍ଷେତ୍ର ରେ ରହିଥାନ୍ତି ।lo

ଆପଣ ମାନଙ୍କ ସହିତ ଏହା ହୋଇ ଯିବ କି ଆପଣ ତାଙ୍କୁ ଖରାପ୍ କରି କହିଛନ୍ତି ଏବଂ ସେ କାନ୍ଧିଛି । ଏବଂ ସେମିତି ରେ ଆପଣଙ୍କ ଆକ୍ଟିଭିଟିଜ୍ ରୁ ପାର୍ଟନର ଙ୍କ ଆଖିରୁ ଲୁହ ଝରିବ । ତେବେ ଆପଣ ମାନେ ଜାଣି ନିଅନ୍ତୁ ସେ ଆପଣ ମାନଙ୍କ ସହିତ ଟାଇମ୍ ପାସ୍ କରୁ ନାହିଁ । ହେଲେ ଏମିତି ବେଳେ ଯଦି ଲୁହ ବଦଳ ରେ ଲହୁ ବାହାରେ ତେବେ ଏହା ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ ଟାଇମ୍ ପାସ୍ ଅଟେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *