ଶାଶୁଘରେ କେମିତି ଅଛନ୍ତି ହିରୋଇନ୍ ଜାଙ୍କଲିନ୍

Jacqueline

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣନ୍ତି ଏହି କିଛି ଦିନ ହେଲା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଡିଆ ସିରିଏଲ ହୋରୋଇନ୍ ଅରବିନ୍ଦ ଏବଂ ଜାକଲିନ୍ ଆଉ ଏବେ ବିବାହ ର ସାତ ଦିନ ପରେ ଜାକଲିନ୍ ନିଜର ଶାଶୁ ଘରେ କେମିତି ରହିଛନ୍ତି ଜାଣିବା ପାଇଁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।jaklin

ତେବେ ମେ 21 ତାରିଖ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଅରବିନ୍ଦ୍ ଏବଂ ଜାକଲିନ୍ ଗତ ତିନି ବର୍ଷ ର ପ୍ରେମ ସଂମ୍ପର୍କ ପରେ ବିବାହ ବନ୍ଧନ ରେ ବାନ୍ଧି ହେଲେ ଏହି ଯୋଡି ଆପଣ ମାନେ ଜାଣି ଥିବେ ମୋ ଜେଜେ ମାଆ ସିରିଏଲ ରେ ଏକାଠୀ ଅଭିନୟ କରି ଥିଲେ ଅରବିନ୍ଦ୍ ଏବଂ ଜାକଲିନ୍ ଏବଂ ପରେ ସେମାନେ ସୁଟିଂ ସେଟ୍ ରୁ ହିଁ ପରସ୍ପର କୁ ଭଲ ପାଇ ଜାଇ ଥିଲେ ଏହି ଜବର୍ଦୋସ୍ତ ଯୋଡି ।

ତେବେ ବିବାହ ଟି 21 ମେ ରେ ହୋଇଥିବା ବେଳେ ସରକାର ଙ୍କ ସମସ୍ତ କୋଭିଡ୍ ଗାଇଡ୍ ଲାଇନ୍ କୁ ପାଳନ କରି ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହି ଥିରେ କେବଳ ପରିବାର ଲୋକ ମାନେ ହିଁ ସାମିଲ ହୋଇ ଥିଲେ ଏବଂ ସେମାନେ ଦୁହେଁ ଏହି ପରିବାର ଲୋକ ମାନଙ୍କ ସାମ୍ନା ରେ କଉଡି ଖେଳି ଥିଲେ ପରେ ସେମାନେ ବହୁତ ମଜା ମସ୍ତି କରି ଥିବାର ବି ଦୃଶ୍ୟ ମାନ ହୋଇ ଥିଲେ ,jak

ତେବେ ଆପଣ ମାନେ ଏହି ଦୁଇ ଯୋଡି ଅରବିନ୍ଦ୍ ଏବଂ ଜାକଲିନ୍ ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *