ଝିଅକୁ ନିଜ ପ୍ରେମରେ ପକାଇବା ପାଇଁ ସାଇକୋଲୋଜିର ୨୫ଟି ଗୁପ୍ତ ରହସ୍ୟ II

girl

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ ପଟାଇବା କୁ ହେଲେ ଆପଣ ଙ୍କୁ ମହିଳା ମାନଙ୍କ ସାଇକୋଲୋଜି ଜାଣିବାକୁ ପଡିବ ଓମେନ୍ସ ସାଇକୋଲୋଜି ର ପାର୍ଟ 1 ଓ ପାର୍ଟ 2 ଆପଣ ଙ୍କୁ ଏହି ପୋଷ୍ଟ ରେ ପାଇଯିବେ , ତେବେ ବନ୍ଧୁଗଣ ଆଜି ଆମେ ମହିଳା ମାନଙ୍କ ବିଷୟ ରେ 25 ଟି ଗୁରୁତ୍ୱ ପୂର୍ଣ୍ଣ ରହସ୍ୟ ବିଷୟ ରେ ଆଲୋଚନା କରିବା ,

ମହିଳା ମାନଙ୍କ ର ଏହି ଗୁପ୍ତ କଥା ଯଦି ଆପଣ ମାନେ ଜାଣି ଯିବେ ଆପଣ କାହାକୁ ବି ଖୁବ ସହଜ ରେ ପଟାଇ ପାରିବେ ତେବେ ଆସନ୍ତୁ ଜାଣିନେବା ମହିଳା ମାନଙ୍କ ର ସାଇକୋଲୋଜି କଣ କେହି ଝିଅ ବା ମହିଳା ଙ୍କ ସଂସ୍ପର୍ଷ ରେ ଅଧିକ ଦିନ ପର୍ଯ୍ୟନ୍ତ କେହି , ପୁଅ ଯଦି ଆସେ ତା ସହିତ ଗୋଟେ ବନ୍ଧୁ ପରି ନିବିଡ ଭାବରେ ମିଶେ ତ ଦୁଇ ଜଣ ଙ୍କ ଭିତରେ ପ୍ରେମ ହୋଇଯାଏ ।loves

ସବୁ ମହିଳା ଙ୍କୁ ଗୋଟେ ମଜୁବୁତ ଶରୀର ଥିବା ଓ ସାହାର୍ଯ୍ୟକାରୀ ପୁରୁଷ ଦରକାର ମହିଳା ମାନଙ୍କୁ ନିଜ ଜିନିଷ ଅପେକ୍ଷା ଅନ୍ୟ ମହିଳା ମାନଙ୍କ ର ଜିନିଷ ବହୁତ ପସନ୍ଦ , ମହିଳା ମାନେ ନିଜେ କିଣିଥିବା ଜିନିଷ ଅପେକ୍ଷା ଅନ୍ୟ ର ଜିନିଷ କୁ ଦେଖିୁଲେ ଯେଲୋସି ଫିଲ କରନ୍ତି ସବୁ ମହିଳା ମାନଙ୍କ ପାଖରେ ପ୍ରଳୟ କରି ଦେବା ର ଶକ୍ତି ଅଛି , ତେଣୁ ସାବଧାନ ମହିଳା ମାନେ ନିଜ ଜୀବନ କାଳ ମଧ୍ୟ ରେ 2 କିଲୋ ଗ୍ରାମ ଲିଭିଷ୍ଟିକ ଖାଇ ଦେଇଥାନ୍ତି ,

ମହିଳା ମାନଙ୍କ ର ସବୁଠାରୁ ବଡ ଦୁର୍ବଳତା ହେଉଛି ଭଲ ଭଲ ପୋଷାକ ଭଲ ଶାଢୀ ଦାମିକା ଜୋତା ଓ ସୁନା ଗହଣା ଉପରେ ରହିଥାଏ , ମହିଳା ମାନେ କେହେ ଉପରେ ନାରାଜ ହେଲେ ତାକୁ କିଛି ନ କହି ଚୁପ ରହିଥାନ୍ତି ମହିଳା ମାନେ ସବୁଠାରୁ ବେସି ଲୋଭି ସ୍ୱଭାବ ର ହୋଇଥିବାରୁ ତାକୁ ମନାଇବା ପୁରୁଷ ମାନଙ୍କ ପାଇଁ ସବୁଠାରୁ ବେସି ସହଜ ହୋଇଥାଏ ।love

ମହିଳା ମାନଙ୍କ ର ଦୟା କ୍ଷମା ଓ ସମର୍ପଣ ଭାବ ପୁରୁଷ ମାନଙ୍କ ତୁଳନା ରେ ଅଧିକ ଥାଏ ପିଲା ଙ୍କୁ ଜନ୍ମ ଦେବା ପରେ ନୁହେଁ ବରଂ ମହିଳା ମାନହ୍କ ର ଜନ୍ମ ରୁ ମାତୃତ୍ୱ ଭାବନା ରହିଛି ସବୁ ମହିଳା ଜନ୍ମ ରୁ ମମତା ମୟୀ ହୋଇଥାନ୍ତି , ମହିଳା ମାନଙ୍କ ର ଶକ୍ତି ଏତେ ଯେ ସେମାନେ କିଛି ବି ଜିନିଷ କୁ ଗଢି ପାରନ୍ତି ଓ ଖୁବ ଶୀଘ୍ର ବରବାଦ କରି ପାରନ୍ତି ।

ମହିଳା ମାନଙ୍କ ମନରେ ତାଙ୍କ ପାର୍ଟନ ରୁ କୁ ହରାଇ ଦେବାର ଭୟ ସବୁବେଳେ ରହିଥାଏ ସେଥି ପାଇଁ ତାଙ୍କ ପାର୍ଟନର କାହା ସହିତ କଥା ହେଲେ ବି ସେମାନେ ତାକୁ ସନ୍ଦେହ ଦୃଷ୍ଟି ରେ ଦେଖନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *