ମେ 22 ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମେ 22 ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା 24 ଘଣ୍ଟା ପାଇଁ 8 ଜିଲ୍ଲା ୟୋର ୱାର୍ଣ୍ଣିଂ ଜାରି ହୋଇଛି ତେବେ କଣ ରହିଛି ପାଣି ପାଗ ବିଭାଗ ର ସୂଚନା ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଡେଟ୍ ନେଇ ନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ।bat

ରାଜ୍ୟରେ ଦକ୍ଷିଣ ଏବଂ ଆଭ୍ୟନ୍ତରଣୀୟ ଜିଲ୍ଲା ମାନଙ୍କ ରେ କାଳବୈଶାଖୀ ଜନିତ ବର୍ଷା ଏବଂ ଘୂର୍ଣ୍ଣିଂ ଝଡ ର ସମ୍ଭାବନା ରହିଛି ବୋଲି ସୂଚନା ରହିଛି , ତେବେ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ବିଭିନ୍ନ ଜିଲ୍ଲା ରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିତ ପାଣି ପାଗ ବିଭାଗ ସୂଚନା ଦେଇଛି ,

ଏବଂ ଏହି ସବୁ ଜିଲ୍ଲା ଗୁଡିକ ହେଲା ମାଲକାନା ଗିରି, କୋରାପୁଟ , ଗଜପତି , ଗଞାମ୍ , କନ୍ଧମାଳ , କନ୍ଧୁଝର , ମୟୁରଭଞୀ , ଆଉ ଜାଜପୁର ଆଦି ଜିଲ୍ଲା ରେ ଆଠ ଟି ଜିଲ୍ଲା ର ଅନେକ ସ୍ଥାନରେ ବଜ୍ରପାତ ଏବଂ କାଳବୈଶାଖୀ ଜନିତ ବର୍ଷା ର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟି ରେ ରଖି ଆଠ ଜିଲ୍ଲା କୁ ୟୋଲ ୱାର୍ଣ୍ଣଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିତ ପାଣି ପାଗ ବିଭାଗ ସେହି ପରି ଭାବେ ସେହି ସମୟ ରେ ସୁନ୍ଦର ଗଡ , ଦେଓଗଡ ,କନ୍ଧୁଝର , ମୟୁରଭଞୀ , ଜାଜପୁର , ବାଲେଶ୍ୱର , ଭଦ୍ରକ , ମାଲକାନା ଗିରି , କୋରାପୁଟ୍ , ରାଜଗଡା, ଗଡପତି , କନ୍ଧମାଳ ଜିଲ୍ଲା ରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ,rains

ଜାରି ଏକ ସତର୍କ ସୂଚନା ରେ କହିଛି ପାଣି ପାଗ ବିଭାଗ ,ତେବେ ଏହି ଜିଲ୍ଲା ମାନଙ୍କ ମଧ୍ୟ ରୁ ଆପଣ ମାନଙଅକ ଜିଲ୍ଲା କେଉଁଠି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *